ଭୋକିଲା ରୁହନ୍ତୁ ପଛେ, ସୋମବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଲାଗିଥାଏ ମହାପାପ, ଘରକୁ ଆସିଥାଏ ଦରିଦ୍ରତା- Vastu Shastra

ବନ୍ଧୁଗଣ ଏହି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଆମ ଜୀବନ ସହ ଜଡିତ ହୋଇ ରହିଥାଏ । ସାଧାରଣତଃ ଘଟଣାକୁ ଆଧାର କରି ମଣିଷ ନିଜ ବର୍ତ୍ତମାନ ଓ ନିଜ ଭବିଷ୍ୟତ ବିଷୟରେ ଜାଣିପାରିବ ।

ବନ୍ଧୁଗଣ ଏକ ସପ୍ତାହରେ ୭ଟି ବାର ରହିଥାଏ ଓ ସବୁ ବାରର କିଛି ବିଶେଷ ମହତ୍ଵ ରହିଥାଏ । ସପ୍ତାହର ସମସ୍ତ ବାରକୁ ଗ୍ରହ ମାନଙ୍କ ଆଧାରରେ ରଖାଯାଇଛି ଯାହାକୁ ଆମେମାନେ ଦେଖିପାରି ଥାଉ ।

ହେଲେ ବନ୍ଧୁଗଣ ଏହା ବ୍ୟତୀତ ସମସ୍ତ ବାର ଏକ ବିଶେଷ ଦେବିଦେବତାଙ୍କ ବାର ମଧ୍ୟ ହୋଇଥାଏ । ଯେଉଁ ବାର ଯେଉଁ ଦେବତାଙ୍କର ହୋଇଥାଏ ସେହି ଦିନ ସେହି ଦେବତାଙ୍କ ଶକ୍ତି ବହୁତ ଅଧିକ ରହିଥାଏ । ବନ୍ଧୁଗଣ ସପ୍ତାହର ପ୍ରଥମ ବାର ହେଉଛି ସୋମବାର ଓ ସୋମବାର ହେଉଛି ଭଗବାନ ଶିବଙ୍କ ବାର । ବନ୍ଧୁଗଣ ଏହି ବାରରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସପ୍ତାହର ପ୍ରଥମ ବାର ହେଉଛି ସୋମବାର ଯାହା ହେଉଛି ଭଗବାନ ଶିବଙ୍କ ବାର । ଏହି ବାରକୁ ଚନ୍ଦ୍ରମାଙ୍କ ବାର ବୋଲି ମଧ୍ୟ ମାନା ଯାଇଥାଏ । ତେଣୁ ବନ୍ଧୁଗଣ ଏହି ସୋମବାର ଦିନ ଭଗବାନ ଶିବ ଓ ଚନ୍ଦ୍ରମାଙ୍କ ଆରଧନା କରାଯାଇଥାଏ । ସୋମବାର ଦିନ ଶିବଙ୍କ ପାଇଁ ରଖାଯାଇଥିବା ବ୍ରତ ବହୁତ ଫଳଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜର ମନସ୍କାମନାକୁ ପୂରଣ କରିବା ପାଇଁ ସୋମବାର ଦିନ ବ୍ରତ ନିଶ୍ଚୟ ରଖନ୍ତୁ ।

୨. ବନ୍ଧୁଗଣ ସୋମବାର ହେଉଛି ଭଗବାନ ଶିବଙ୍କ ବାର ତେଣୁ ଏହି ଦିନରେ ସେହି ସବୁ କାର୍ଯ୍ୟ କରିବା ଉଚିତ ଯାହା ଭଗବାନ ଶିବଙ୍କୁ ପ୍ରିୟ ଅଟେ । ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳ ବା କ୍ଷୀର ଅର୍ପଣ କରିବା ଉଚିତ । ଏହା ସହିତ ବେଲପତ୍ର ଶିବଲିଙ୍ଗରେ ଚଢାଇବା ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ଏହି କାର୍ଯ୍ୟ ସୋମବାର ଦିନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ଓ ଆପଣଙ୍କ ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିଥାଏ ।

୩. ବନ୍ଧୁଗଣ ଭଗବାନ ଶିବଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ । ତେଣୁ ଆପଣ ମାନେ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧି ଶିବ ମନ୍ଦିର ଯିବା ଉଚିତ । ଏହା ସହିତ ଆପଣ କ୍ଷୀର, ଦହି ଆଦି ଧଳା ଭୋଗ ଶିବଙ୍କୁ ଚଢାଇବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୪. ବନ୍ଧୁଗଣ ସୋମବାର ଦିନ ମାଂସର ସେବନ କରିବା ଉଚିତ ନୁହେଁ । ଏହା ସହିତ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହା ବନ୍ଧୁଗଣ ବହୁତ ବଡ ପାପ ହୋଇଥାଏ । ଯଦି ଆପଣ ମାନେ ଏହି ଭୁଲ କରିବେ ତା ହେଲେ ଆପଣଙ୍କ ଜୀବନ ନର୍କ ପାଲଟିଯିବ । ଏହା ବ୍ୟତୀତ ବନ୍ଧୁଗଣ ସାଧାରଣତଃ ମହିଳା ମାନଙ୍କୁ ସୋମବାର ଦିନ ନିଜ କେସ ଧୋଇବା ଉଚିତ ନୁହେଁ । ମହିଳା ମାନଙ୍କର ଏହି ଭୁଲର ପରିଣାମ ସେମାନଙ୍କର ପରିବାର ଲୋକଙ୍କୁ ଭୋଗିବାକୁ ପଡିପାରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *