ସୋମବାର ଦିନ ଭୁଲରେ ବି କ୍ଷାନ୍ତୁ ନାହିଁ ଏହି 1 ଜିନିଷ, ଲାଗିଥାଏ ମହାପାପ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ବନ୍ଧୁଗଣ, ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ । ଆମ୍ଭର ଜ୍ୟୋତିଷଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ରେ ଆମ୍ଭ ଜୀବନରେ ଘଟୁଥିବା ସମସ୍ତ ଛୋଟବଡ ଘଟଣାର ସମ୍ବନ୍ଧ ଆମ୍ଭ ଜୀବନ ସହିତ ଯୋଡି ଦେଖାଯାଇଥାଏ । ଏହାପରେ କିଛି ବିଶେଷ ଗଣନାର ଆଧାରରେ ସେହି ଘଟଣା ମାନଙ୍କର ଆମ୍ଭ ଜୀବନରେ କି ପ୍ରଭାବ ପଡିଥାଏ ତାହାର ଆକଳନ କରାଯାଇଥାଏ । ସପପ୍ତାହ ରେ ଥିବା ବାର ମାନ କୌଣସି ନା କୌଣସି ଦେବତା ଙ୍କ ସହିତ ଯୋଡି ହୋଇ ଅଛି । ଯେଉଁ ବାର ହୋଇଥାଏ ସେହି ଦିନ ଦେହି ଦେବତାଙ୍କର ଶକ୍ତି ଅଧିକ ସକ୍ରିୟ ହୋଇଥାଏ ।

ଯଦି ଆମ୍ଭେ ସେହି ଦେବତାଙ୍କ ସହିତ ସମ୍ବନ୍ଧିତ ନିୟମ ମାନଙ୍କର ପାଳନ କରିଥାଉ ତେବେ ଆମ୍ଭ ଜୀବନ ଉପରେ ତାହାର ପ୍ରଭାବ ପଡିଥାଏ । ଆଜି ଆମ୍ଭେ ସପ୍ତାହର ପ୍ରଥମ ଦିନ ସୋମବାର ରେ କେଉଁ ଭଗବାନ ପୂଜା କରିବେ ଏବଂ କିଭଳି କରିବେ ଆଜି ଆମ୍ଭେ ଆପଣଙ୍କୁ ସଂପୂର୍ଣ୍ଣ ସୂଚନା ଦେବାକୁ ଯାଉଅଛୁ । ସପ୍ତାହର ପ୍ରଥମ ଦିନ ସୋମବାର ଭଗବାନ ଶିବ ଙ୍କର ଆରାଧନା ର ଦିନ ମାନାଯାଇଥାଏ । ଏହି ଦିନର ଅଧିପତି ସୋମ ଅର୍ଥାତ ଚନ୍ଦ୍ର ଅଟନ୍ତି ।

ଏଣୁ ଏହିଦିନର ନାମ ସୋମବାର ରଖାଯାଇଅଛି । ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ର ଉଭୟଙ୍କର ଆରାଧନା କରାଯାଇଥାଏ । ସୋମବାର ଭଗବାନ ଶିବ ଙ୍କ ପାଇଁ ରଖାଯାଇଥିବା ବ୍ରତ ବହୁତ ଫଳଦାୟୀ ଅଟେ । ବୈବାହିକ ଜୀବନ ସଫଳ ହେଉ ଅଥବା ଉତ୍ତମ ସ୍ଵାମୀ ଙ୍କ କାମନା ରଖି କୁଆଁରୀ ଝିଅ ମାନେ ଏହିଦିନ ବ୍ରତ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିଦିନ ଭଗବାନ ଶିବ ଙ୍କ ମନ୍ଦିର କୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ଆବଶ୍ୟକ । ଭଗବାନ ଶିବ ଙ୍କର ପ୍ରିୟ ବେଲପତ୍ର କୁ ଅବଶ୍ୟ ଚଢାଇବା ଆବଶ୍ୟକ ।

ଭଗବାନ ଶିବ ଙ୍କୁ ଚନ୍ଦନ ର ଲେପ ମଧ୍ୟ ଲଗାଇବା ଆବଶ୍ୟକ । ରାତ୍ରି ରେ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ମଧ୍ୟ ଦେବା ଆବଶ୍ୟକ । ଏଭଳି କରିବା ଦ୍ଵାରା ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ । ଭଗବାନ ଶିବ ଙ୍କୁ ଧଳା ବସ୍ତ୍ର ଅଥବା ଧଳା ଜିନିଇସ ବହୁତ ପ୍ରିୟ ଅଟେ । ଏଣୁ ସୋମବାର ଦିନ ଭଗବାନ ଶିବ ଙ୍କୁ ଦୁଗ୍ଧ, ଧଳା ପୁଷ୍ପ ଆଦି ଅର୍ପଣ କରନ୍ତୁ । ଏହି ଦିନ ସାତ୍ଵିକ ଆହାର ନିଅନ୍ତୁ । କାହାକୁ ଅପଶବ୍ଦ କୁହନ୍ତୁ ନାହିଁ । ସୋମବାର ଦିନ କୌଣସି ପ୍ରକାରର ଅନେଇତିକ କାର୍ଯ୍ୟ କରନ୍ତୁ ନାହିଁ ।

ଏହିଦିନ ଆମିଷ ଭୋଜନ ଗ୍ରହଣ କରନ୍ତୁ ନାହିଁ । ଭଗବାନ ଶିବ ଙ୍କ ସହିତ ନନ୍ଦୀ ମହାରାଜ ଙ୍କର ମଧ୍ୟ ପୂଜା କରନ୍ତୁ । ସୋମବାର ଦିନ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ । ସୋମବାର ଦିନ ଏହି ଦିନର ସ୍ଵାମୀ ଶିବ ଏବଂ ଚନ୍ଦ୍ରମା ର ଆରାଧନା କରନ୍ତୁ । ଏହି ଦିନ ଶିବ ମନ୍ଦିରକୁ ଯାଇ ଓମ ନମଃ ଶିବାୟ ର ଜାପ କରନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *