ମରିଗଲେ ବି ସୋମବାର ଦିନ ଭୁଲ ରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୧ ଜିନିଷ, ଲାଗିଥାଏ ମହାପାପ- Vastu Tips

ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦୁନିଆରେ ଘଟୁଥିବା ସମସ୍ତ ଘଟଣାର ସମ୍ବନ୍ଧ ଆମ ଜୀବନ ସହ ଜଡିତ ହୋଇ ରହିଥାଏ । ବନ୍ଧୁଗଣ ସପ୍ତାହରେ ସାତଟି ବାର ରହିଥାଏ ।

ଏହି ସମସ୍ତ ବାରର ଏକ ବିଶେଷ ମହତ୍ଵ ରହିଥାଏ । ଏହି ବାର ମାନଙ୍କର ନାମ ଗ୍ରହ ମାନଙ୍କ ନାମକୁ ଆଧାର କରି ରଖାଯାଇଛି । ବନ୍ଧୁଗଣ ପ୍ରତ୍ୟକ ବାରର ସମ୍ବନ୍ଧ କୌଣସି ନା କୌଣସି ଭଗବାନଙ୍କ ସହ ଯୋଡି ହୋଇ ରହିଥାଏ ।

ଯେଉଁ ବାର ଯେଉଁ ଦେବତାଙ୍କର ହୋଇଥାଏ ସେହି ବାରରେ ସେହି ଦିବତାଙ୍କ ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଏ । ଯଦି ବନ୍ଧୁଗଣ ଆମେ ସେହି ଦିନ ସେହି ଭଗବାନଙ୍କ ନିୟମକୁ ପାଳନ କରିବା ତା ହେଲେ ଆମ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ତେଣୁ ବନ୍ଧୁଗଣ ଏହା ଜରୁରୀ ଅଟେ ଯେ, କେଉଁ ଦିନ କେଉଁ ଭଗବାନଙ୍କୁ ଉପାସନା କରିବା ଉଚିତ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଭଗବାନ ଶିବଙ୍କ ବାର ସୋମବାର ଦିନ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସପ୍ତାହର ପ୍ରଥମ ବାର ସୋମବାର ଭଗବାନ ଶିବଙ୍କ ବାର ବୋଲି ମାନା ଯାଇଥାଏ । ଅନ୍ୟ ପକ୍ଷରେ ଏହି ଦିନର ଅଧିପତି ସୋମ ବା ଚନ୍ଦ୍ର ମଧ୍ୟ ଅଟନ୍ତି । ସୋମବାର ଦିନ ଭଗବାନ ଶିବଙ୍କର ପୂଜା ଆରାଧନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ । ତେଣୁ ବନ୍ଧୁଗଣ ଭଗବାନ ଶିବଙ୍କ ଭକ୍ତ ମାନେ ନିଜର ମନସ୍କାମନାକୁ ପୂରଣ କରିବା ପାଇଁ ଏହି ଦିନରେ ବ୍ରତ ଆଦି ରଖିଥାନ୍ତି । ଯଦି ଆପଣ ଏହି ଦିନରେ ଭଗବାନ ଶିବଙ୍କ ମନ୍ଦିର ଯାଇ ଗଙ୍ଗା ଜଳ ଓ ବେଲପତ୍ର ଚଢାଇବେ ତା ହେଲେ ଆପଣଙ୍କ ସମସ୍ତ ଇଛା ନିଶ୍ଚୟ ପୂରଣ ହେବ ।

୨. ବନ୍ଧୁଗଣ ଭଗବାନ ଶିବଙ୍କୁ ଧଳା ଜିନିଷ ବହୁତ ପସନ୍ଦ ଆସିଥାଏ । ତେଣୁ ଅପମା ସୋମବାର ଦିନ ଭଗବାନ ଶିବଙ୍କୁ କ୍ଷୀର, ଦହି ଓ ଧଳା ଫୁଲକୁ ନିଶ୍ଚୟ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

୩. ବନ୍ଧୁଗଣ ଏହି ଦିନରେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ଖାସ କରି କୌଣସି ଲୋକକୁ ଏହି ଦିନରେ କଳାବସ୍ତ୍ର ପିନ୍ଧି ଶିବ ମନ୍ଦିର ଯିବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ ଓ ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବନ୍ଧୁଗଣ ଏହି ଦିନରେ ମହିଳା ମାନଙ୍କୁ କେସ ଧୋଇବା ଉଚିତ ନୁହେଁ । ଏହା ସହିତ ସୋମବାର ଦିନ କାହା ସହିତ ଝଗଡା ବା କଳହ ଆଦି କରନ୍ତୁ ନାହିଁ ଓ ଆମିଷ ସେବନ କରନ୍ତୁ ନାହିଁ । ବନ୍ଧୁଗଣ ଏହା ବହୁତ ବଡ ପାପ ହୋଇଥାଏ । ଆପଣଙ୍କ ଏହି ଭୁଲ ପାଇଁ ଭଗବାନ ଶିବ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *