ଶୋଇବା ସମୟରେ ଭୁଲରେ ମଧ୍ୟ ନିଜ ପାଖରେ ରଖିବେ ନାହିଁ ଏହି 5 ଟି ଜିନିଷ, ଘରକୁ ଆସିଥାଏ ଦାରିଦ୍ରତା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ଶୋଇବା ସମୟରେ କେଉଁ ଜିନିଷ ନିଜ ପାଖରେ ରଖିବା ଦ୍ୱାରା ଆପଣ ଅସୁବିଧା ର ସମୁଖୀନ୍ନ ହୋଇଥାନ୍ତି । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ କିଛି ଏଭଳି କାର୍ଯ୍ୟ କରିଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେ ସେହି କାର୍ଯ୍ୟ ର ଫଳ ଭୋଗ କରିଥାଏ । ଶାସ୍ତ୍ର ଅନୁସାରେ ସବୁ କାର୍ଯ୍ୟ ର ସଠିକ ସମୟ ଏବଂ ସଠିକ ଉପାୟ ରହିଥାଏ । ସମୟ ହିସାବରେ ହିଁ କୌଣସି କାର୍ଯ୍ୟ କରିବା ଉଚିତ ।

ବନ୍ଧୁଗଣ କିଛି ଏହିଭଳି ଜିନିଷ ରହିଛି ଯାହାକୁ ରାତିରେ ଶୋଇବା ସମୟରେ ନିଜ ପାଖରେ ରଖିବା ଅନୁଚିତ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ଧନ ର ହାନି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏଭଳି କିଛି ଜିନିଷ ସମ୍ବନ୍ଧରେ ଯାହା ରାତିରେ ଶୋଇବା ସମୟରେ ନିଜ ପାଖରେ ରଖି ଶୋଇବା ଦ୍ୱାରା ଆପଣ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି ଏକ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ।

୧. ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖିବା ଅନୁଚିତ ଅଟେ । ଏପରି କରିବା ଦ୍ୱାରା ଘରର ଖର୍ଚ୍ଚ ବୃଦ୍ଧି ପାଇଥାଏ ଏବଂ ଏହା ସହିତ ଘରେ ଦାରିଦ୍ର୍ୟତା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ବନ୍ଧୁଗଣ କେବେବି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖନ୍ତୁ ନାହିଁ ।

୨. ବନ୍ଧୁଗଣ କେବେବି ଭୁଲ ରେ ମଧ୍ୟ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଘଡ଼ି ରଖିବା ଦ୍ୱାରା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି କୁ ଏହା ରୋକି ଥାଏ ଯାହା ଫଳରେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ତେଣୁ ବନ୍ଧୁଗଣ କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖନ୍ତୁ ନାହିଁ ।

୩. ବନ୍ଧୁଗଣ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଚପଲ ଅଥବା ଜୋତା ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ଼ ଭୁଲ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ ଏବଂ ମାତା ଲକ୍ଷ୍ମୀ କେବେବି ସେହି ଘରେ ବାସ କରନ୍ତି ନାହିଁ । ତେଣୁ କଦାପି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ ।

୪. ବନ୍ଧୁଗଣ କେବେବି ଶୋଇବା ସମୟରେ ବହି କୁ ପାଖରେ ରଖନ୍ତୁ ନାହିଁ ଏହାଦ୍ୱାରା ମାତା ସରସ୍ୱତୀ ଙ୍କ ଅପମାନ ହୋଇଥାଏ । ଶୋଇବା ସମୟରେ ବହି ଉପରେ ଗୋଡ଼ ମଧ୍ୟ ପଡ଼ି ପାରେ ଯାହାଦ୍ୱାରା ମାତା ସରସ୍ୱତୀ କ୍ରୋଧିତ ହୋଇଥାନ୍ତି । ତେଣୁ ଭୁଲ ରେ ମଧ୍ୟ ଶୋଇବା ସମୟରେ ନିଜ ପାଖରେ କୌଣସି ବହି ରଖନ୍ତୁ ନାହିଁ ।

୫. ବନ୍ଧୁଗଣ ରାତିରେ ଶୋଇବା ସମୟରେ କୌଣସି ବିଦ୍ୟୁତ ଉପକରଣ ନିଜ ମୁଣ୍ଡ ପାଖରେ ରଖନ୍ତୁ ନାହିଁ । ବନ୍ଧୁଗଣ ବିଦ୍ୟୁତ ଉପକରଣ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହାକୁ ଶୋଇବା ସମୟରେ ନିଜ ପାଖରେ ରଖିବା ଦ୍ଵାରା କୌଣସି ଦୁର୍ଘଟଣା ମଧ୍ୟ ଘଟିପାରେ ତେଣୁ ଭୁଲ ରେ ବି କୌଣସି ବିଦ୍ୟୁତ ଉପକରଣ ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ । ବାସ୍ତୁଶାସ୍ତ୍ର ବୈଜ୍ଞାନିକ ଦୃଷ୍ଟିକୋଣକୁ ମଧ୍ୟ ଧ୍ୟାନ ରଖିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *