ଶୋଇବା ବେଳେ ଏହି ୫ଟି ଭୁଲ୍ ଆପଣଙ୍କୁ କରିଦେବ ଭିକାରୀ, ଆପଣ କରୁଛନ୍ତି କି ଏହି ଭୁଲ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ଶୋଇବା ସମୟରେ କେଉଁ କାର୍ଯ୍ୟ ଦ୍ୱାରା ଆପଣ ଅସୁବିଧା ର ସମୁଖୀନ୍ନ ହୋଇଥାନ୍ତି। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ କିଛି ଏଭଳି କାର୍ଯ୍ୟ କରିଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେ ସେହି କାର୍ଯ୍ୟ ର ଫଳ ଭୋଗ କରିଥାଏ। ଶାସ୍ତ୍ର ଅନୁସାରେ ସବୁ କାର୍ଯ୍ୟ ର ସଠିକ ସମୟ ଏବଂ ସଠିକ ଉପାୟ ରହିଥାଏ। ସମୟ ହିସାବରେ ହିଁ କୌଣସି କାର୍ଯ୍ୟ କରିବା ଉଚିତ।ବନ୍ଧୁଗଣ ରାତିରେ ଶୋଇବା ସମୟରେ କିଛି ବ୍ୟକ୍ତି ଏଭଳି କାର୍ଯ୍ୟ କରିଥାନ୍ତି ଯାହା ଅନୁଚିତ ଏବଂ ଏପରି କରିବା ଦ୍ୱାରା ଧନ ର ହାନି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ ଯାହା ରାତିରେ ଶୋଇବା ସମୟରେ କରିବା ଦ୍ଵାରା ଆପଣ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି ଏକ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ।

୧. ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖିବା ଅନୁଚିତ ଅଟେ। ଏପରି କରିବା ଦ୍ୱାରା ଘରର ଖର୍ଚ୍ଚ ବୃଦ୍ଧି ପାଇଥାଏ ଏବଂ ଏହା ସହିତ ଘରେ ଦାରିଦ୍ର୍ୟତା ମଧ୍ୟ ଦେଖିବାକୁ ମିଳିଥାଏ। ତେଣୁ ବନ୍ଧୁଗଣ କେବେବି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖନ୍ତୁ ନାହିଁ।

୨. ବନ୍ଧୁଗଣ କେବେବି ଭୁଲ ରେ ମଧ୍ୟ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଘଡ଼ି ରଖିବା ଦ୍ୱାରା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି କୁ ଏହା ରୋକି ଥାଏ ଯାହା ଫଳରେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ।ତେଣୁ ବନ୍ଧୁଗଣ କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖନ୍ତୁ ନାହିଁ।

୩. ବନ୍ଧୁଗଣ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଚପଲ ଅଥବା ଜୋତା ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ଼ ଭୁଲ ହୋଇଥାଏ। ଏପରି କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ ଏବଂ ମାତା ଲକ୍ଷ୍ମୀ କେବେବି ସେହି ଘରେ ବାସ କରନ୍ତି ନାହିଁ। ତେଣୁ କଦାପି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ।

୪. ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଉଲ୍ଲେଖ କରାଯାଇଛି ଯେ କେବବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କୌଣସି ସୁନା ବା ଚାନ୍ଦି ର ଜିନିଷ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ମିଳିଥାଏ। ତେଣୁ କେବେବି ରାତିରେ ଶୋଇବା ସମୟରେ କୌଣସି ସୁନା ବା ଚାନ୍ଦି ର ଜିନିଷ ନିଜ ମୁଣ୍ଡ ପାଖରେ ରଖନ୍ତୁ ନାହଁ।

୫. ବନ୍ଧୁଗଣ ରାତିରେ ଶୋଇବା ସମୟରେ କୌଣସି ଧାତୁ ରୁ ତିଆରି ଚାବିକୁ ମୁଣ୍ଡ ପାଖରେ ରଖନ୍ତୁ ନାହିଁ।ଲୁହା ବ୍ୟତୀତ ଅନ୍ୟ କୌଣସି ଧାତୁ ରୁ ତିଆରି ଚାବି କୁ ଯଦି ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଜୀବନରେ ଅଭାବ ସୃଷ୍ଟି ହୋଇଥାଏ। ତେଣୁ କେବେବି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କୌଣସି ଧାତୁରୁ ନିର୍ମିତ ଚାବିକୁ ରଖନ୍ତୁ ନାହିଁ।

ଲେଖାଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରି ଦିଅନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *