ମାତା ସୀତା ଙ୍କ ଜୀବନର ପୁରା କାହାଣୀ।, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଜାଣିବା ହିନ୍ଦୁ ପୁରାଣ ଓ ଗ୍ରନ୍ଥ ରେ ବର୍ଣ୍ଣିତ ସୁନ୍ଦରତା, ଆଉ ବୁଦ୍ଧି ମତୀ ନାରୀ ମାନଙ୍କ ବିଷୟରେ ଯିଏ ଆମ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ସଭ୍ୟତାର ବିକାଶରେ ସର୍ବଦା ପୁରୁଷ ରେ ବର୍ଚ୍ଚାସ୍ବ ରହିଆସିଛି । ଆଉ ଇତିହାସରୁ ଯାଏ ନାରୀ କୁ ଅସଂଖ୍ୟ ପରୀକ୍ଷା ଦେବାକୁ ପଡିଥାଏ । ଯାହାକି ଆଜିର ସମୟରେ ମଧ୍ୟ ସେମିତି ରହିଅଛି ।

ହେଲେବି ଏମିତି ବିରଙ୍ଗନା, ଏହି ଭାରତ ବର୍ଷରେ ଜନ୍ମ ନେଇଛନ୍ତି ଯେଉଁମାନେ ବିପତ୍ତି ଉପରେ ବିଜୟ ପ୍ରାପ୍ତ କଲେ । ଆଉ ଦୁନିଆରେ ନିଜ ନାମ ଛାଡ଼ି ଦେଇଗଲେ । ଏହିମାନେ ନ ଖାଲି ବୁଦ୍ଧିମତୀ ଥିଲେ, ବରଂ ଶାରୀରିକ ସୌଦର୍ଯ୍ୟ ରେ ମଧ୍ୟ ବହୁତ ଆଗରେ ଥିଲେ । ଆମେ ଜାଣିବା, ତ୍ରେତୟା ଯୁଗରେ ମିଥିଲା ର ରାଜକୁମାରୀ ତଥା ଶ୍ରୀରାମଚନ୍ଦ୍ର ଙ୍କ ପତ୍ନୀ ସୀତାଙ୍କ ବିଷୟରେ ।

ହିନ୍ଦୁ ପୌରାଣିକ କଥାରେ ସୀତା ମା ଜଣେ ଆଦର୍ଶ ସ୍ତ୍ରୀ ଥିଲେ । ମାତା ଲକ୍ଷ୍ମୀଙ୍କ ରୂପ ଥିଲେ ସୀତା । ନା ତାଙ୍କୁ କିଏ ତିଆରି କରିଥିଲେ ନା କିଛି ଦେଇବିକ ଶକ୍ତି ଦ୍ଵାରା ସେ ଜାତ ହୋଇଥିଲେ । ଭଗବାନ ବିଂଷ୍ଣୁ ଙ୍କ ତ୍ରେତୟା ଯୁଗରେ ରାମ ଅବତାର ରେ ତାଙ୍କ ପତ୍ନୀ ହେବା ପାଇଁ ସେ ଅବତାର ନେଇଥିଲେ ।

ଭଗବାନ ରାମ ଙ୍କ ରାକ୍ଷସ ଙ୍କୁ ମରିବାର ପ୍ରତିଜ୍ଞକୁ ମା ସୀତା ଜୀବନ ସାରା ଉଜ୍ବଳ ରଖିଲେ । ଆଉ ନିଜେ ବନ୍ଦୀ ହୋଇ ରକ୍ଷାସଙ୍କ କୂଳକୁ ଆସି ଲୀଳା ରଚିଥିଲେ । ଧରାପୃଷ୍ଠ ର ଗର୍ଭରୁ ରାଜାଙ୍କୁ ଗୋଟେ କନ୍ୟା ଜାତ ହେଲା । ଆଉ ନିଜ ଝିଅ ଭଳି ତାଙ୍କୁ ପାଳି ପୋଷି ବଡ କଲେ । ରାମାୟଣ ରେ କୁହାଯାଏ ଯେ ତାଙ୍କ ସୁନ୍ଦରତା ର କଥା ଅଦ୍ୱିତୀୟ । ସୀତାଙ୍କ ଗୋଟେ ସାନ ଭଉଣୀ ଉର୍ମିଳା ବ ଥିଲେ ।

ସୀତା ନିଜ ସମର୍ପଣ, ଆତ୍ମବଳିଦାନ ଆଉ ସାହସ ଆଉ ପବିତ୍ରତା ପାଇଁ ଜଣାଯାନ୍ତି । ନିଜର ନରମ ଶବ୍ଦ ଆଉ ସକାରାତ୍ମକ ଚିନ୍ତାଧାରା ପାଇଁ ସୀତା ସମସ୍ତଙ୍କ ପ୍ରିୟ ଥିଲେ । ଏଥିପାଇଁ ରାଜା ଚାହୁଁଥିଲେ ଯେ ସୀତାଙ୍କ ବିବାହ ଭାରତ ବର୍ଷ ର ମହାପ୍ରତାପ ବୀର ରାଜାଙ୍କ ସହିତ ହେଉ । ଏଥିପାଇଁ ଦେଶର ସବୁ ବଡ ରାଜକୁମାରଙ୍କୁ ସୀତାଙ୍କ ସ୍ୱୟଂବର ରେ ନିମନ୍ତ୍ରିତ କରାଗଲା । ରାଜା ଜନକ ଙ୍କ ଅନୁସରେ ସ୍ୱୟଂବର ରେ ଯିଏ ଭଗବାନ ଶିବଙ୍କ ଧନୁ କୁ ଉଠାଇ ସେଥିରେ ଡୋର ବାନ୍ଧିବେ, ସେ ସୀତାଙ୍କୁ ବିବାହ କରିବେ ।

ରାମଚନ୍ଦ୍ରଙ୍କ ବିବାହ ସୀତାଙ୍କ ସହ ହେଲା । ଓ ତାଙ୍କ ସାନ ଭଉଣି ଉର୍ମିଳାଙ୍କ ବିବାହ ତାଙ୍କ ଭାଇ ଲକ୍ଷ୍ମଣଙ୍କ ଙ୍କ ସହିତ ହେଲା । ରାଣୀ ନ ହୋଇ ସୀତାଙ୍କୁ ମିଳିଥିଲା ୧୪ ବର୍ଷର ବନବାସ । ରାବଣ ବିଶ୍ୱକୁ ଜୟ କରିସାରିଥିଲ । ତିନି ଲୋକରେ ତାର ନାମ ଥିଲା । ଅନେକ ଅପସରା ତାର ସେବକୀ ଥିଲେ । । ହେଲେ ସେ ଯେବେ ସୀତାଙ୍କୁ ପ୍ରଥମେ ଦେଖିଲା ସେ ମଧ୍ୟ ମନ୍ତ୍ରମୁଗ୍ଧ ହୋଇଗଲା । ଆଉ ତାଙ୍କ ଚୁଟି ର ତୁଳନା ବଜ୍ର ସହ କରିଥିଲେ ।

ସୀତାଙ୍କ ସୁନ୍ଦରତା ଦେଖି ସେ ଛଦ୍ମ ବେଶରେ ତାଙ୍କୁ ବନ୍ଦୀ କରିନେଇଥିଲେ । ହେଲେ ବନ୍ଦୀ ହୋଇ ମଧ୍ୟ ଭଗବାନ ରାମଙ୍କ କଥା ଭାବି ସୀତା ରହିଲେ ହେଲେ ରାବଣ ସୀତାଙ୍କ ମନକୁ ଜିତି ପାରିଲେନି । ମାତା ସୀତାଙ୍କୁ ଅନ୍ତରର ସୁନ୍ଦରତା ତାଙ୍କ ଶାରୀରିକ ସୁନ୍ଦରତା ରୁ ଢେର ଅଧିକ । ସେ ଲଙ୍କାରୁ ଅଯୋଧ୍ୟା ଫେରିବା ପରେ ତାଙ୍କ ପବିତ୍ରତା ପରୀକ୍ଷା ପାଇଁ ଅଗ୍ନି ପରୀକ୍ଷା ହେଇଥିଲେ ।

ତାଙ୍କ କର୍ମ ର ତୁଳନା କେବେ କରିହେବନି । ନ ତାଙ୍କ ଜନ୍ମ ପୂର୍ବରୁ ନ ତାଙ୍କ ଜନ୍ମ ପରେ । ଯିଏ ତାଙ୍କ ଚରିତ୍ର ଉପରେ ଖରାପ ଆରୋପ କରିଥିଲେ ସେ ତାଙ୍କୁ କ୍ଷମା ବି କରିଥିଲେ । ରାବଣର ମୃତ୍ୟୁ ର କାରଣ ସୀତା ହିଁ ଥିଲେ । ବାଲ୍ମୀକି ଆଶ୍ରମରେ ସେ ଲବ ଓ କୁସ ଙ୍କୁ ଜନ୍ମ ଦେଲେ । ମାତା ସୀତାଙ୍କ ସ୍ଥାନ ସର୍ବଦା ଉପରେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *