Jyotish Shastra- ଏପ୍ରିଲ ୨୦୨୧ ସିଂହ ରାଶିରେ ଘଟିବ ଏହି ବଡ ପରିବର୍ତ୍ତନ, ବଦଳିଯିବ ଇତିହାସ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଉପଭୋଗ କରିଥାନ୍ତି । ସାଧାରଣତଃ ମଣିଷ ମାନେ ନିଜ ଜୀବନରେ କେବଳ ସୁଖ ସମୃଦ୍ଧି ପାଇବା ପାଇଁ ଇଛା କରିଥାନ୍ତି ।

କିନ୍ତୁ ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତି ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଦ୍ୱାରା ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ ।

ବନ୍ଧୁଗଣ ଜ୍ୟୋତିଷ୍ୟ ଗଣନା ଅନୁସାରେ ଏହା ଜଣା ଯାଇଛି ଯେ ଆସୁଥିବା ଏପ୍ରିଲ ମାସରେ ଗ୍ରହ ମାନଙ୍କ ମଧ୍ୟରେ ଏକ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି ଯାହାଦ୍ୱାରା ଏହାର ଶୁଭ ପ୍ରଭାବ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡିବାକୁ ଯାଉଛି । ବନ୍ଧୁଗଣ ଆସୁଥିବା ମାସରେ ସିଂହ ରାଶିଙ୍କ ପାଇଁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସିଂହ ରାଶି ବିଷୟରେ ।

ବନ୍ଧୁଗଣ ଆସୁଥିବା ମାସରେ ଗ୍ରହ ମାନଙ୍କ ମଧ୍ୟରେ ହେବାକୁ ଯାଉଥିବା ଏକ ବଡ ପରିବର୍ତ୍ତନ ହେତୁ ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଉଭୟ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର ଧନଲାଭ ହେବ । ଆପଣ ମାନେ ଆଗାମୀ ମାସ ଠାରୁ ସମସ୍ତ କ୍ଷେତ୍ରରେ ସଫଳତା ପାଇବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ୟା ଆସୁଥିବା ମାସରୁ ଦୂର ହେବାକୁ ଯାଉଛି । ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବାକୁ ଯାଉଛି ଯାହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣ ଆଗାମୀ ସମୟରେ ଭୂମି ଓ ବାହାନ ଆଦି କିଣିବାରେ ସକ୍ଷମ ହେବେ ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଆସୁଥିବା ମାସ ବହୁତ ଫଳଦାୟକ ରହିବ । ଆପଣ ମାନଙ୍କ ମନ ପଥ ପଢାରେ ଲାଗିବ ଓ ପରୀକ୍ଷାରେ ଆପଣ ଭଲ ଫଳ ପାଇବେ । ପ୍ରେମିଯୁଗଳ ମାନଙ୍କ ପାଇଁ ଆସୁଥିବା ମାସ ବହୁତ ଶୁଭ ରହିବ । ଆପଣ ମାନେ ନିଜ ପାର୍ଟନରଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି । ଏହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ । ବେରୋଜଗାର ଲୋକମାନଙ୍କ ପାଇଁ ଆସୁଥିବା ମାସ କେତେକ ନୂଆ ନୂଆ ଅବସର ନେଇ ଆସୁଛି ତେଣୁ ଆପଣ ଆସୁଥିବା ମାସ ପାଇଁ ପ୍ରସ୍ତୁତ ରୁହନ୍ତୁ ।

 

ବୈବାହିକ ଜୀବନରେ ହେଉଥିବା ସମସ୍ତ ବିଶୃଙ୍ଖଳା ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଆପଣଙ୍କ ଉପରେ ଆପଣଙ୍କ ପିତା ମାତାଙ୍କ ବିଶେଷ ଆଶୀର୍ବାଦ ରହିବା ସହ ଆପଣଙ୍କୁ ନିଜ ପତ୍ନୀର ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବ । ସନ୍ତାନ ପକ୍ଷରୁ ଆପଣଙ୍କୁ ଖୁସି ଖବର ମିଳିବ । ଆପଣଙ୍କୁ ନିଜ ଜୀବନସାଥି ଠାରୁ ସମସ୍ତ ପ୍ରକାରର ଖୁସି ପ୍ରାପ୍ତ ହେବାକୁ ଯାଉଛି । ଏହା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *