ଶିବାନୀ ସଂଗୀତା ଙ୍କ ଧନ ସମ୍ପତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଜାଣନ୍ତୁ

ଏକ ଅଭିନେତ୍ରୀ ଜାହାଙ୍କ ବୟସ କେବଳ 19 ବର୍ଷ ଅଟେ । ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେବାର କେବଳ ତିନି ବର୍ଷ ହୋଇ ଥିଲେ ମଧ୍ୟ ସେ ବହୁତ କ୍ଷ୍ୟାତି ଅର୍ଜନ କରିଛନ୍ତି । ତେବେ ଆମେ ଜାହାଙ୍କ ବିଷୟ ରେ କହିଛୁ ସେ ଆଉ କେହି ନୁହନ୍ତି ସୀବାନୀ ସଂଙ୍ଗିତା । ତେବେ ଆମେ ଆଜି ଆପଣ ମାନଙ୍କ ସହିତ ତାଙ୍କର ସଂମ୍ପତୀ ଏବଂ ତାଙ୍କର ପରିବାର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ।

ସୀବାନୀ ସଂଙ୍ଗିତା ଙ୍କ ଜନ୍ମ 2001 ମସିହା 12 ଜୁଲାଇ ରେ ହୋଇ ଥିଲା ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ସେ ଜଣେ ଗାୟକ ଅଟନ୍ତି । ବା ଜଣେ ନୃତ୍ୟ କଳାକାର ବି ଅଟନ୍ତି ସେ 2017 ରେ ଫିଲ୍ମ ରେ ପାଦ ଦେଇ ଥିଲେ । ଏବଂ ପ୍ରଥମ ଫିଲ୍ମ ଟି ସେ ସିଷ୍ଟର ଶ୍ରୀଦେବୀ କରି ଥିଲେ । ତାଙ୍କର ଉଚ୍ଚତା 5ଫୁଟ 8 ଇଞ୍ଚ୍ । ସୀବାନୀ ସଂଙ୍ଗିତା ଆଜି ଯାଏ ଯେତେ ବି ଫିଲ୍ମ କରିଛନ୍ତି ସବୁ କିଛି ସୁପର ହିଟ୍ ହୋଇଛି ।

ଏହା କେବଳ ଓଡ଼ିଶ ରେ ନୁହେଁ ଓଡିଶା ବାହାରେ ବି ଏହା ସୁପର ହିଟ୍ ହୋଇ ଥିଲା । ତାଙ୍କର ଏବେ ବହୁ ଚର୍ଚିତ ଫିଲ୍ମ ବିଦ୍ୟାରାଣ ଆସି ବାର ରହିଛି । ତେବେ ବର୍ତମାନ ତାଙ୍କର ସଂମ୍ପତୀ ବିଷୟ ରେ ଜାଣିବା ।

ତାଙ୍କର ଘର ଭୁବନେଶ୍ୱର ରେ ସେଠାରେ ତାଙ୍କର ବଡ ଆଲିସାନ୍ ଘର ରହିଛି । ଏବଂ ତାଙ୍କ ପାଖରେ ଗୋଟିଏ ଲଗ୍ଜରୀ କାର୍ ରହିଛି । ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 6 ରୁ 7 ଲକ୍ଷ ଡିମାଣ୍ଡ କରନ୍ତି । ଏହା ସହିତ ସେ ବହୁତ ଗୁଡିଏ ବ୍ରାଣ୍ଡ ର ପ୍ରୋମସନ ମଧ୍ୟ କରି ଥାନ୍ତି ।

ଏମିତି ବେଳେ ସେ ସେଠାରୁ 2 ଲକ୍ଷ ଟଙ୍କା ନେଇ ଥାନ୍ତି ତେବେ ତାଙ୍କର ବର୍ତମାନ ର ସଂମ୍ପତୀ ହେଲା 40 ଲକ୍ଷ ଟଙ୍କା । ଆପଣ ମାନଙ୍କୁ ସୀବାନୀ ସଂଙ୍ଗିତା କେମିତି ଲାଗନ୍ତି ଏବଂ ତାଙ୍କର ଫିଲ୍ମ ବା ଅଭିନୟ କେମିତି ଲାଗେ ଆପଣ ମାନେ ଆମକୁ ଜଣାନ୍ତୁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *