Jyotish Shastra- ଶାଶୁଘରେ ରାଜ କରିଥାନ୍ତି ଏହି ନାମର ଝିଅମାନେ, ହୋଇଥାନ୍ତି ସମସ୍ତଙ୍କ ପ୍ରିୟ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ କେଉଁ ମହିଳା ସ୍ଵାମୀ ଏବଂ ଶାଶୁଘର ନିମନ୍ତେ ଭାଗ୍ୟଶାଳୀ ହୋଇଥାନ୍ତି ।୧;- A ନାମ ଥିବା ମହିଳା, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କ ମଥା ୩ ଆଙ୍ଗୁଳୀ ଚଉଡା ହୋଇଥାଏ, ଅଧା ଚନ୍ଦ୍ରମା ର ଆକାର ନରମ ହୋଇଥାଏ ତେବେ ଏହିଭଳି ମହିଳା ମାନଙ୍କୁ ଭାଗ୍ୟଶାଳୀ ମାନାଯାଇଥାଏ । ଏହିଭଳି ମହିଳା ମାନେ ଯେଉଁ ଘରକୁ ଯାଇଥାନ୍ତି ସେଠାରେ ସୁଖ ଏବଂ ସମୃଦ୍ଧି ର ବୃଦ୍ଧି ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହିଭଳି ମହିଳା ନିଜର ବୁଦ୍ଧି ଏବଂ ବଳ ବଳରେ କୁଳର ନାମ ଉଜ୍ଵଳ କରିଥାଏ ।

୨;-D ନାମ ଥିବା ମହିଳା,  ଚମକୁଥିବା ନଖ, ଯେଉଁ ମହିଳା ମାନଙ୍କ ନଖ ବହୁତ ଭଲ ଏବଂ ସୁନ୍ଦର ହୋଇଥାଏ ଗୋଲାପ ରଙ୍ଗରେ ଚମକୁଥିବା ନଖ ଯେଉଁ ମହିଳା ମାନଙ୍କର ରହିଛି, ସେହି ମହିଳା ମାନେ ଭଲ ସ୍ୱାସ୍ଥ୍ୟ ଏବଂ ଭଲ ଚରିତ୍ର ର ହୋଇଥାନ୍ତି । ଏହିଭଳି ମହିଳା ନିଜ ସ୍ଵାମୀ ଏବଂ ଶାଶୁଘରର ସୁଖ ତଥା ଦୁଃଖ ର ଯତ୍ନ ନେଇଥାନ୍ତି । ସେମାନେ ସଂପୂର୍ଣ୍ଣ ଇଛା ରେ ନିଜର କାମ କରିଥାନ୍ତି ।

୩;- M ନାମ ଥିବା ମହିଳା, ଯେଉଁ ମହିଳା ମାନଙ୍କ ପାଦର ମଧ୍ୟମା ଆଙ୍ଗୁଠି ବଡ ହୋଇଥାଏ, ସେହି ମହିଳା ମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ମାନଙ୍କୁ ବିବାହ କରିବା ଆଗରୁ ଆପଣଙ୍କୁ ଏହି ସମ୍ବନ୍ଧରେ ଅନେକ ଥର ଚିନ୍ତା କରିବା ଦରକାର ।

୪;- S ନାମ ଥିବା ମହିଳା, ବାମ ଗାଲରେ କଳାଜାଇ, ଯେଉଁ ମହିଳା ମାନଙ୍କ ବାମ ଗାଲରେ କଳାଜାଇ ଥାଏ, ସେହି ମହିଳା ମାନେ ଖାଇବାରେ ଅଧିକ ସଉକ ରଖିଥାନ୍ତି । ଏବଂ ସେମାନେ ସବୁ ପ୍ରକାରର ବ୍ୟଞ୍ଜନ ର ଲାଭ ଉଠାଇଥାନ୍ତି । ଏବଂ ଏହି ମହିଳା ମାନେ ସଂପୂର୍ଣ୍ଣ ପରିବାରର ଭଲରେ ଯତ୍ନ ନେଇଥାନ୍ତି । ଏହା ସହିତ ଭଲ ଖାଦ୍ୟ ରାନ୍ଧି ପାରନ୍ତି । ଏହି କାରଣ ହେତୁ ଘରର ସଦସ୍ୟ ମାନେ ଖୁସି ରହିଥାନ୍ତି ।

୫;- P ନାମ ଥିବା ମହିଳା, ଯେଉଁ ମହିଳା ମାନଙ୍କ ନାକ ଲମ୍ବା ହୋଇଥାଏ, ସେମାନଙ୍କୁ ସମସ୍ୟା ର ସମାଧାନ ଶାନ୍ତି ରେ କରିବାର କ୍ଷମତା ରହିଥାଏ । ଏହି ମହିଳା ମାନଙ୍କୁ ଖର୍ଚ୍ଚ କରିବାର ସଉକ ତ ରହିଥାଏ କିନ୍ତୁ ଏମାନଙ୍କ ଦ୍ଵାରା କରାଯାଇଥିବା ଖର୍ଚ୍ଚ ବେକାର ଯାଇ ନଥାଏ ।

୬;-R ନାମ ଥିବା ମହିଳା,  ଲମ୍ବା ଆଙ୍ଗୁଳୀ, ଯେଉଁ ମହିଳା ମାନଙ୍କ ଆଙ୍ଗୁଳୀ ଲମ୍ବା ହୋଇଥାଏ ସେହି ମହିଳା ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କୁ ପଢିବା ଲେଖିବାର ବହୁତ ସଉକ ରହିଥାଏ । ଏଭଳି ମହିଳା ମାନେ ବାଜେ ଖର୍ଚ୍ଚ କରିନଥାନ୍ତି । ଯଦି ଏମାନଙ୍କୁ ଟଙ୍କା ଦିଆଯାଇଥାଏ ତେବେ ସେମାନେ ଏହି ଟଙ୍କା କୁ ୨ ଗୁଣ କରିବାକୁ ଚେଷ୍ଟା କରିଥାନ୍ତି । ଏମାନଙ୍କ ପରିବାର ଏବଂ ସ୍ଵାମୀ ଏମାନଙ୍କ ଉପରେ ସର୍ବଦା ଖୁସି ରହିଥାନ୍ତି ।

୭;- B ନାମ ଥିବା ମହିଳା, ଯେଉଁ ମହିଳା ମାନଙ୍କ ପାଦ ଗୋଲାପି ରଙ୍ଗର ଏବଂ କୋମଳ ହୋଇଥାଏ, ଏହି ମହିଳା ମାନେ ନିଜର ପ୍ରେମୀ ଅଥବା ସ୍ଵାମୀ ଙ୍କୁ ବହୁତ ଖୁସି ରେ ରଖିଥାନ୍ତି । ଏହାଛଡା ଶାରୀରିକ ସମ୍ବନ୍ଧରେ ଏମାନଙ୍କୁ ରୁଚି ଏଭଳି ପ୍ରକାରର ହୋଇଥାଏ ଯେ ଏମାନଙ୍କ ପାର୍ଟନର ଏମାନଙ୍କ ପାଖରେ ରହିଥାନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *