Vastu tips- ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ କଲେ, ଧୀରେ ଧୀରେ ଆପଣ ହେଇଯିବେ ଭିକାରୀ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଶନିବାର ଦିନ କେଉଁ ସବୁ କାର୍ଯ୍ୟ କରିଲେ ଆପଣ ଧୀରେ ଧୀରେ ଦାରିଦ୍ର୍ୟ ଆଡକୁ ଅଗ୍ରସର ହେବେ ? ଶନିବାର କୁ ଆମ୍ଭେ ମାନେ ଶନିଦେବ ଙ୍କ ବାର ବୋଲି କହିଥାଉ । ଶନିଦେବ ହେଉଛନ୍ତି ନ୍ୟାୟର ପ୍ରତୀକ । ଅନ୍ୟାୟ ଟିକିଏ ଯଦି କାହା ପାଖରେ ଦେଖନ୍ତି ତେବେ ସେ ଅତ୍ୟନ୍ତ କଠୋର ଭାବରେ ଦଣ୍ଡ ଦେଇଥାନ୍ତି ।

ଶନିବାର ରେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଆଜି ଆମ୍ଭେ ଏହି ସମ୍ବନ୍ଧରେ ଆଲୋଚନା କରିବା । ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ । ଏହି ଜିନିଷ ଗୁଡିକ ଯଦି ଆମ୍ଭେ ଘରକୁ ଆଣିଥାଉ ତେବେ ରୋଗ ବୈରାଗ୍ୟ ସହିତ ଦରିଦ୍ର ମଧ୍ୟ ଆମ୍ଭ ଘରକୁ ଆସିଥାଏ ।

୧- ଲୁହା ଜିନିଷ ହେଉ ଅଥବା ଲୁହା ହେଉ ଘରକୁ ଶନିବାର ଦିନ ଏହା ଆଣିବା ଉଚିତ ନୁହେଁ । କାରଣ ଶନିବାର ଦିନ ଯଦି ଆପଣ ଲୁହା ଜିନିଷ ଘରକୁ ଆଣିବେ ତେବେ ଶନିଦେବ ଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିବ । ମାତ୍ର ଶନିବାର ଦିନ ଯଦି ଆପଣ ଲୁହାର ଜିନିଷ ଦାନ କରନ୍ତି ତେବେ ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି । ଶନିଦଶା ରୁ ଆପଣ ମୁକ୍ତି ପାଇ ପାରନ୍ତି ।

୨- ଚମଡା ରେ ତିଆରି ଜିନିଷ ଆପଣ ଶନିବାର ଦିନ କେବେ ମଧ୍ୟ କିଣନ୍ତୁ ନାହିଁ । ତାହା ଆପଣଙ୍କ ବେଲ୍ଟ ହେଉ ଜୋତା ହେଉ ଅଥବା ପର୍ସ ହେଉ । ଚମଡା ରେ ତିଆରି ଜିନିଷ ଆପଣ ଶନିବାର ଦିନ କେବେ ମଧ୍ୟ ଘରକୁ ଆଣନ୍ତୁ ନାହିଁ । ଶନିବାର ଦିନ ଯଦି ଏହିସବୁ ଜିନିଷ ଆପଣ ନିଜ ଘରକୁ ଆଣିଥାନ୍ତି ତେବେ ଆପଣଙ୍କ ଘରକୁ ଦରିଦ୍ରତା ଆସିଥାଏ ।

୩- ଆପଣ ଶନିବାର ଦିନ କୌଣସି ତେଲ ଘରକୁ କିଣି ଆଣନ୍ତୁ ନାହିଁ । ଯଦି ଆପଣ ତେଲ ଆଣିଥାନ୍ତି ତେବେ ଏହା ସହିତ ରୋଗ, କଷ୍ଟ ସହିତ ଦରିଦ୍ରତା ଆପଣଙ୍କ ଘରକୁ ଆସିଥାଏ । ମାତ୍ର ଯଦି ଆପଣଙ୍କ ଶନିଦଶା ରହିଅଛି ଆପଣ ଶନିବାର ଦିନ ଭଗବାନ ଶନି ଙ୍କ ଉପରେ ରାଶି ତେଲ ଲାଗି କରି ପାରିବେ । ଏପରି କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଧାନ ବୃଦ୍ଧି ମଧ୍ୟ ହୋଇଥାଏ ।

୪- ଆପଣ କେବେ ମଧ୍ୟ ଘରକୁ ଶନିବାର ଦିନ କୋଇଲା ଆଣନ୍ତୁ ନାହିଁ । କୋଇଲା ରସ ରଙ୍ଗ କଳା ଶନି ଙ୍କ ରଙ୍ଗ ମଧ୍ୟ କଳା, ଏଣୁ କୋଇଲା ଆଣିବା ର ଅର୍ଥ ଶନିଙ୍କୁ ଘରକୁ ଆଣିବା । ଏହା ଅଗ୍ନି ର ପ୍ରତୀକ ହୋଇଥାଏ । ଏଣୁ ଆପଣ ଯଦି ଏହାକୁ ଶନିବାର ଦିନ ଘରକୁ ଆଣନ୍ତି ତେବେ ବହୁତ ଦୁଖ ମାଡି ଆସିଥାଏ ।

୫- ଶନିବାର ଦିନ ଆପଣ କେବେ ମଧ୍ୟ ଘରକୁ ଝାଡୁ କିଣି ଆଣନ୍ତୁ ନାହିଁ । ଯଦି ଅଜାଣତରେ ଆପଣ କିଣି ଆନୁଛନ୍ତି ତେବେ ଆପଣଙ୍କ ର ବହୁତ କ୍ଷତି ହୋଇଥାଏ । ଏଣୁ ଆପଣ ଏହି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *