ଶନିବାର ଦିନ ନିଶ୍ଚୟ କରନ୍ତୁ ଏହି 3 ଟି କାମ, ଦୂର ହୋଇଯିବ ସବୁ ସମସ୍ଯା- Vastu Tips

ବନ୍ଧୁଗଣ ଦୁଃଖ ଏବଂ କଷ୍ଟ ଏମିତି ଏକ ଜିନିଷ ଯାହା କେତେବେଳେ ନା କେତେବେଳେ ଯେକୌଣସି ବ୍ୟକ୍ତିଙ୍କ ଘରେ ଆସିଯାଇଥାଏ । ତେଣୁ ଆମର ଏହି ବ୍ୟସ୍ତ ବହୁଳ ଜୀବନରେ ଦୁଃଖ ଏବଂ ଅସୁବିଧା ସବୁବେଳେ ଲାଗିରହିଥାଏ ।

ଏମିତି ପରିସ୍ଥିତିରେ ସମସ୍ତଙ୍କ ପ୍ରୟାସ ଏହା ଥାଏ ଯେ, ଏହି ଦୁଃଖ ଓ କଷ୍ଟ ଯଥା ଶୀଘ୍ର ଦୂର କରାଇବା ପାଇଁ । ହେଲେ ବନ୍ଧୁଗଣ ଏହା ସହଜ ହୋଇନଥାଏ କାରଣ ଏହାକୁ ଦୂର କରିବା ପାଇଁ କେତେ ଗୁଡିଏ କାର୍ଯ୍ୟ କରିବାକୁ ପଡିଥାଏ ।

 

ଏହି ଦୁଃଖ ସହିତ ଯଦି ଆପଣଙ୍କ ଶନିଦଶା ଲାଗିରହିଥାଏ ତା ହେଲେ ଗୋଟିଏ ପରେ ଗୋଟିଏ ସମସ୍ଯା ଆପଣଙ୍କ ଜୀବନରେ ଆସିଥାଏ । ବନ୍ଧୁଗଣ ଏହି ପରିସ୍ଥିତିକୁ ଦୂର କରିବା ପାଇଁ କେବଳ ଗୋଟିଏ ମାତ୍ର ରାସ୍ତା ଅଛି ତାହା ହେଉଛି ଶନି ଦେବତାଙ୍କ କୃପା । ବନ୍ଧୁଗଣ ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା ଯିଏ ମଣିଷକୁ ତାଙ୍କ କର୍ମ ଅନୁଯାଇ ଫଳ ଦେଇଥାନ୍ତି ।

ଯେଉଁ ମଣିଷ ମାନଙ୍କ ଉପରେ ଶନି ଦେବତାଙ୍କ କୃପା ରହିଥାଏ ସେହି ମଣିଷକୁ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିନାଥଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ଶନି ଦେବତାଙ୍କ ପ୍ରସନ୍ନ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କାମ ବିଷୟରେ ।

୧. ବନ୍ଧୁଗଣ ଶନି ଦେବତାଙ୍କ ପୂଜାରେ ସୋରିଷ ତେଲ ବ୍ୟବହାର କରାଯାଇଥାଏ । ଏହି ତେଲ ଶନି ଦେବତାଙ୍କର ବହୁତ ପ୍ରିୟ ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ଶନିବାର ଦିନ ଆପଣ ସୋରିଷ ତେଲ ଦାନ କରନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ ।

ଏହି କାମ କରିବା ଦ୍ଵାରା ଶନି ଦେବ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ଯାହାଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣ ମାନେ ଶନିବାର ଦିନ ସୋରିଷ ତେଲର ଦାନ ଯେକୌଣସି ଗରିବ ବା ଦରିଦ୍ର ଲୋକଙ୍କୁ କରିପାରିବେ । ହେଲେ ବନ୍ଧୁଗଣ ଯେତେବେଳେ ଆପଣ ଏହି ଦାନ କରିବେ ସେତେବେଳେ କଳା ବସ୍ତ୍ର ପିନ୍ଧିବା ସହ ଶନି ଦେବତାଙ୍କ ସ୍ମରଣ ନିଶ୍ଚୟ କରିବେ ।

୨. ବନ୍ଧୁଗଣ ଶନିବାର ଦିନ କାଉକୁ ଖାଦ୍ୟ ଦେଲେ ବହୁତ ଶୁଭ ହୋଇଥାଏ । କାଉ ଶନି ଦେବତାଙ୍କର ବହୁତ ପ୍ରିୟ ହୋଇଥାଏ । ଯଦି ବନ୍ଧୁଗଣ ଆପଣ କାଉକୁ ଖାଦ୍ୟ ଦେବେ ତା ହେଲେ ଆପଣଙ୍କର କୌଣସି ଲୋକ କୌଣସି ପ୍ରକାରର ଅନିଷ୍ଟ କରିପାରିବ ନାହିଁ ଓ ଏହା ସହିତ ଆପଣଙ୍କ ଉପରେ ଶନି ଦେବତାଙ୍କ ବିଶେଷ କୃପା ଦ୍ରୁଷ୍ଟି ନିଶ୍ଚୟ ରହିବ ।

୩. ବନ୍ଧୁଗଣ ଶନିବାର ଦିନ ଲୁହା ବସ୍ତୁ କିଣିବା ବା ବିକିବା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଶନିବାର ଦିନ କୌଣସି ଲୁହା ବସ୍ତୁକୁ ନିଜ ଘରକୁ ଆଣିବେ ତା ହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ପ୍ରମାଣିତ ହେବ । ଆପଣଙ୍କ ଉପରେ ଶନି ଦେବତାଙ୍କ କୃପା ରହିବା ସହ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ବ୍ଯତୀତ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *