Vastu Shastra- ମରିଗଲେ ବି ଭୁଲରେ ଶନିବାର ଦିନ କରିବେ ନାହିଁ ଏହି 3 କାମ, ମାଡି ଆସେ ଦରିଦ୍ରତା !

ବନ୍ଧୁଗଣ, ଯଦି ଆପଣଙ୍କ ଜୀବନରେ ଅତ୍ୟଧିକ ସମସ୍ୟା ବଢିଯାଉଅଛି ତେବେ ଆପଣଙ୍କୁ କିଛି ବିଶେଷ ଜିନିଷ ର ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କୁ ଅନୁଭବ ହେବ ଯେ ଆପଣଙ୍କ ଜୀବନରେ ଅନେକ ସଂଘର୍ଷ ହି ସଂଘର୍ଷ ମାନ ପରିଲକ୍ଷିତ ହେଉଅଛି । ଆପଣ ଲକ୍ଷାଧିକ ପ୍ରୟାସ ପରେ ମଧ୍ୟ କିଛି ଭଲ କରି ପାରୁ ନାହାଁନ୍ତି । ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଉପରେ କେଉଁଠାରେ ନା କେଉଁଠାରେ ଶନିଦେବ କୋପିତ ଅଛନ୍ତି । ତେବେ ଆପଣ ଶନିବାର ଦିନ ଏହିସବୁ କାର୍ଯ୍ୟମାନ ଆଦୌ କରନ୍ତୁ ନାହିଁ । ଆସନ୍ତୁ ବର୍ତ୍ତମାନ ଜାଣିନେବା ସେହି ସବୁ କାର୍ଯ୍ୟମାନ କଣ ଅଟେ ?

୧- ଶନିବାର ଦିନ ଆପଣ ଘର କୁ ଲୁଣ ପକାଇ ପାଣି ରେ ପୋଛିବା ଉଚିତ । ଏହା ସହିତ ଯଦି ଆପଣ ଶନିବାର ଦିନ ପିଆଜ ରସୁଣ ଖାଉଛନ୍ତି ତେବେ ଧ୍ୟାନ କରି ସେ ସବୁ ଖାଆନ୍ତୁ ନାହିଁ । ଏହାଦ୍ଵାରା ଶନିଦେବ କ୍ରୋଧିତ ହୋଇ ଯାଆନ୍ତି ।

୨- ଯଦି ଏହି ଦିନ ଆପଣ ନିଜ ଘର ନିମନ୍ତେ କୌଣସି ତେଲ କିଣୁଛନ୍ତି ତେବେ ଆପଣଙ୍କ ଘର ଉପରେ ତାହାର ନକାରତ୍ମକ ପ୍ରଭାବ ପଡିଥାଏ । ଏଥି ନିମନ୍ତେ ଶନିବାର ଦିନ ତେଲ କିଣିବା ଠାରୁ ଆପଣଙ୍କୁ ବଞ୍ଚିବା ଆବଶ୍ୟକ ।

୪- ଶନିବାର ଦିନ କୌଣସି ଲୁହା ର ଜିନିଷ କିଣିବା କଥା ନୁହେଁ । ଏହା ଦ୍ଵାରା ମଧ୍ୟ ଶାଣିଦେବ କ୍ରୋଧ କରିଥାନ୍ତି । ମାତ୍ର ଯଦି ଲୁହା ରେ ନିର୍ମିତ ବିଶେଷ ବସ୍ତୁ ର ଦାନ ଆପଣ ଏହି ଦିନ କରୁଛନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଶୁଭ ହୋଇଥାଏ ।

୫- ଶନିବାର ଦିନ କାହାଠାରୁ ଉଧାର ନିଅନ୍ତୁ ନାହିଁ । ଶନିବାର ଦିନ କାହାକୁ କରଜ ମଧ୍ୟ ଦିଅନ୍ତୁ ନାହିଁ । ଯଦି ଆପଣ ଏହି ଦିନ କାହାକୁ ଉଧାର ଅଥବା କରଜ ଦେଉଛନ୍ତି ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଏହା ଫେରସ୍ଥ ମିଳିବ ନାହିଁ ।

୬- ଶନିବାର ଦିନ ଆପଣଙ୍କୁ ଲୁଣ ମଧ୍ୟ କିଣିବା କଥା ନୁହେଁ । ମାନ୍ୟତା ରହିଅଛି ଯେ, ଶନିବାର ଦିନ ଲୁଣ କିଣିବା ଦ୍ଵାରା ଶନିଦେବ ରାଗିଯାଇଥାନ୍ତି ଏବଂ କରଜ ର ବୋଝ ଅତ୍ୟଧିକ ବଢିଯାଏ । ଏହା ସହିତ ଆପଣଙ୍କୁ ଅନେକ ବିମାରୀ ମଧ୍ୟ ହୋଇଥାଏ ।

୭- ଶନିବାର ଦିନ ମାଛ ମାଂସ ଆଦି ସେବନ କରନ୍ତୁ ନାହିଁ । ତାମସିକ ଖାଦ୍ୟ ର ସେବନ ଦ୍ଵାରା ଶନିଦେବ ରାଗିଯାଇଥାନ୍ତି । ଏହା ସହିତ ଆପଣଙ୍କ ଜୀବନରେ ଅତ୍ୟଧିକ ସମସ୍ୟା ବଢିଯାଇଥାଏ ।

୮- ଏହି ଦିନ କଳା ଜୀରା ତଥା କଳା ରଙ୍ଗ ର ଜୋତା ମଧ୍ୟ କିଣିବା କଥା ନୁହେଁ । ଯଦି ଆପଣ ଏହାକୁ କିଣନ୍ତି ତେବେ ଆପଣଙ୍କ ଜୀବନରେ ଅସଫଳତା ହିଁ ଅସଫଳତା ଦେଖାଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *