ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଶି ମାନଙ୍କର ଗ୍ରହର ଚଳଣ ଓ ସ୍ଥିତିକୁ ଅନୁଧ୍ୟାନ କରି ସେହି ରାଶିର ଭାଗ୍ୟଫଳ ନିର୍ଦ୍ଧାରିତ ହୋଇଥାଏ । ଆପଣମାନେ ୨୦୨୨ ମସିହାର ସେପ୍ଟେମ୍ବର ମାସର ସିଂହ ରାଶିର ରାଶିଫଳ ବିଷୟରେ ଜାଣିବାକୁ ପାଇବେ । ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ କ’ ଣ ଘଟିବା ପାଇଁ ଯାଉଅଛି । ସେହି ବିଷୟରେ ଜାଣିବାକୁ ପାଇବେ । ବନ୍ଧୁଗଣ ଜୀବନ ଯେକୌଣସି ପରିସ୍ଥିତି ଆସିଥାଉ । ସେହି ପରିସ୍ଥିତିକୁ ସାମ୍ନା କରି ଆମକୁ ଆଗକୁ ଯିବାକୁ ପଡିଥାଏ ।
ସିଂହ ରାଶି ବ୍ୟକ୍ତି ମାନଙ୍କ ଏହି ମାସର ରାଶିଫଳ ବିଷୟରେ ଚାଲନ୍ତୁ ଜାଣିବା । ଏହି ସିଂହ ରାଶିର ବ୍ୟକ୍ତିମାନେ ପରୋପକାରୀ ଓ ସ୍ବାଭିମାନୀ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ଜୀବନର କୌଣସି ପରିସ୍ଥିତିର ନିଷ୍ପତ୍ତି ସେମାନେ ନିଜର ବୁଦ୍ଧି ବିବେକ ଅନୁଯାଇ ନେଇଥାନ୍ତି । କାହାର କଥାରେ ସେମାନେ ପରିଚାଳିତ ହେବା ପାଇଁ ପସନ୍ଦ କରିନଥାନ୍ତି । ଏହି ସିଂହ ରାଶିର ଲୋକମାନେ ରାଜସ୍ୱ ପ୍ରକୃତିର ହୋଇଥାନ୍ତି ।
ସେମାନେ କାହା ଆଗରେ ମୁଣ୍ଡ ନୂଆଇଂବାକୁ ପସନ୍ଦ କରିନଥାନ୍ତି । ଏହି ସେପ୍ଟେମ୍ବର ମାସରେ ସିଂହ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବିଷରେ ଚାଲନ୍ତୁ ଜାଣିବା । ଏହି ମାସରେ ସିଂହ ରାଶିର ଯେଉଁ ବ୍ୟକ୍ତିମାନେ ଚାକିରି କରୁଥିବେ । ସେହି ଲୋକମାନଙ୍କର ପଦବୀରେ ଉନ୍ନତି ହେବାର ସମ୍ଭାବନା ରହିଅଛି । ଧନ କମାଇବାର ନୂତନ ଅବସର ପ୍ରାପ୍ତ ହୋଇବ । ସମାଜରେ ମାନ ସମ୍ମାନ ପ୍ରତିଷ୍ଟା କରିବେ ।
ଏହି ମାସରେ ଆପଣମାନକର ଶତୃମାନେ ବହୁତ ସକ୍ରିୟ ରହିବେ । ସେମାନେ ଆପଣଙ୍କର ଅନେକ କ୍ଷତି କରିବା ପାଇଁ ମଧ୍ୟ ଚେଷ୍ଟା କରିବେ । ସେଥିପ୍ରତି ଆପଣ ସଚେତନ ରହିବେ । ଯଦି ଆପଣଙ୍କ କୌଣସି କାର୍ଯ୍ୟ ପାଇଁ କିଛି ଜାଣିବାର ଅଛି । ତେବେ ଆପଣଙ୍କର ପରିଚିତ କୌଣସି ବରିଷ୍ଟ ଲୋକ ପାଖରୁ ଆପଣ ପରାମର୍ଶ ନେଇପାରିବେ । ଆଗାମୀ ସମୟରେ ସେହି ପରାମର୍ଶ ଆପଣଙ୍କର ଅନେକ କାର୍ଯ୍ୟରେ ଆସିପାରିବ ।
ଛାତ୍ରଛାତ୍ରୀମାନଙ୍କର ଏହି ମାସରେ ମିଶ୍ରିତ ଫଳାଫଳ ପାଠ ପଢାରେ ରହିବ । ପାଠ ପଢାରେ ଯଦି କୌଣସି ସମସ୍ଯା ଆସିଥାଏ । ତେବେ ଚିନ୍ତା ନକରି ନିଜର ଶିକ୍ଷକଙ୍କ ପରାମର୍ଶ ଅନୁସାରେ ନିଜର ପଢା ସମସ୍ଯା ଦୂର କରନ୍ତୁ । ସରକାରୀ ଚାକିରି କରିବା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନଙ୍କୁ ଭଲ ଫଳ ମିଳିବ । ସେପ୍ଟେମ୍ବର ମାସରେ ଆପଣଙ୍କର ଧନ କ୍ଷେତ୍ରରେ ଉତଥାନ ଓ ପତନ ଲାଗିକରି ରହିପାରେ ।
ତେଣୁ କୌଣସି କାର୍ଯ୍ୟରେ ଟଙ୍କା ନିବେଶ କରିବା ପୂର୍ବରୁ ବହୁତ ଭାବିଚିନ୍ତି ଟଙ୍କା ନିବେଶ କରନ୍ତୁ । ଦାମ୍ପତ୍ୟ ଜୀବନ ତଥା ପ୍ରେମ ଜୀବନ ମଧୁରମୟ ହେବ । ଆଗ ଅପେକ୍ଷା ପ୍ରେମ ଅଧିକ ଗଭୀର ହେବ । ଏହି ସମୟରେ ଆପଣ ନିଜର ପରିବାର ସହିତ ଅଧିକ ସମୟ ବିତାଇବା ପାଇଁ ପାଇବେ । ଘର ପରିବାରରେ ଶାନ୍ତିର ବାତାବରଣ ରହିବ । ଆପଣ ଏହି ମାସରେ ନିଜର କ୍ରୋଧ ଉପରେ ସଂଯମ ରକ୍ଷା କରିବାକୁ ପଡିବ ।
ନଚେତ ଆପଣ ଭୁଲ୍ ରେ ରାଗ ବଶତଃ କାହାକୁ କିଛି କଥା କହି ତାଙ୍କ ମନକୁ ଆଘାତ ଦେଇପାରନ୍ତି । ଏହି ମାସରେ ଆପଣଙ୍କର ସ୍ଵାସ୍ଥରେ ମିଶ୍ରିତ ଫଳ ରହିବ । ଯେଉଁ ମାନଙ୍କର ଗଣ୍ଠିର ଯନ୍ତ୍ରଣା ଥିଲା । ସେହିମାନେ ଏହି ମାସରେ ଏଥିପାଇଁ ଅଧିକ କଷ୍ଟ ପାଇପାରନ୍ତି । ତେଣୁ ନିଜ ସ୍ଵାସ୍ଥର ବିଶେଷ ଯତ୍ନ ଆପଣଙ୍କୁ ନେବାକୁ ପଡିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ