ତୁମ ଶରୀରର କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆଦୌ ବଡ଼ ହୁଏ ନାହିଁ? ଅଧିକାଂଶ ଲୋକ ଫେଲ

ବନ୍ଧୁଗଣ ଆସନ୍ତୁ ଜାଣିବା କିଛି ଜରୁରୀ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଚତୁର ପ୍ରଶ୍ନ ।

୧) ପ୍ରଶ୍ନ: ପାଣି ପିଇବା ପରେ କେଉଁ ଜିନିଷ ମରିଯାଏ?

ଉତ୍ତର: ତୃଷା

୨) ପ୍ରଶ୍ନ: ଦୁଇ ପୁଅ ଏବଂ ଦୁଇ ପିତା ସର୍କସ ଦେଖିବାକୁ ଯାଇଥିଲେ । ସେମାନଙ୍କର କେବଳ 3 ଟି ଟିକେଟ୍ ଥିଲା, ତଥାପି ସମସ୍ତେ ସର୍କସ୍ ଦେଖିଲେ, ମୋତେ କୁହ କିପରି?

ଉତ୍ତର: କାରଣ ସେମାନେ କେବଳ ତିନି ଥିଲେ – ଦାଦା, ବାପା ଏବଂ ନାତି

୩) ପ୍ରଶ୍ନ: କେଉଁ ଜିନିଷଗୁଡ଼ିକ ଆଲୋକରେ ନିର୍ମିତ ଏବଂ ଅନ୍ଧାର ହୋଇଗଲେ ଶେଷ ହୁଏ?

ଉତ୍ତର: ଛାୟା ଆଲୋକରେ ନିର୍ମିତ ଏବଂ ଅନ୍ଧାର ହୋଇଗଲେ ଶେଷ ହୁଏ

୪) ପ୍ରଶ୍ନ: ଶରୀରର କେଉଁ ଅଙ୍ଗ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବଢେନାହିଁ?

ଉତ୍ତର – ଆଖି କର୍ନିଆ

୫) ପ୍ରଶ୍ନ: କେଉଁ ଦେଶ ନୀଳ ନଦୀର ଉପହାର?

ଉତ୍ତର: ଇଜିପ୍ଟ

୬)ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ?

ଉତ୍ତର: ବିଶ୍ଵାମିତ୍ର

୭)ପ୍ରଶ୍ନ – ଭାରତରେ ସର୍ବାଧିକ ବର୍ଷା କେତେ ହୋଇଥାଏ?

ଉତ୍ତର: ୧୧୮ ସେମି ଯାଏଁ

୮) ପ୍ରଶ୍ନ – ଗୋଟିଏ ବିଲେଇର ତିନୋଟି ଛୁଆ ଥିଲେ, ତାଙ୍କ ନାଁ ଜାନୁୟାରି, ଫେବୃୟାରୀ ଓ ମାର୍ଚ୍ଚ ଥିଲା, ତେବେ ବିଲେଇର ନାଁ କଣ ଥିଲା ?

ଉତ୍ତର : ଅତି ସରଳ ଉତ୍ତର ଏହାର ଉତ୍ତର ହେଲା “କଣ” ଥିଲା ।

୯) ପ୍ରଶ୍ନ – ପୁନଜାଗରଣ ସବୁଠାରୁ ପ୍ରମୁଖ ବିଶେଷତା କଣ ?

ଉତ୍ତର – ମାନବବାଦ

୧୦) ପ୍ରଶ୍ନ – କାହାର ଜନ୍ମ ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଏ ?

ଉତ୍ତର – ମହାତ୍ମା ଗାନ୍ଧୀ

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *