Jyotish Shastra- ସରିଲା ଶନିଦୋଷ, ଭଗବାନ ଶନିଦେବଙ୍କ କୃପାରୁ ଆଜି ଠାରୁ ୫ଟି ରାଶିରେ କେବଳ ଖୁସି ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ଶନିଦେବଙ୍କ ବିଶେଷ କୃପାଦୃଷ୍ଟି କିଛି ଭାଗ୍ୟଶାଳୀ ରାଶି ଉପରେ ପଡିବା ପାଇଁ ଯାଉଛି । ଏହି ରାଶିମାନଙ୍କର ଉପରେ ପ୍ରଭୁ ନ୍ୟାୟର ଦେବତା ଶନିଦେବ ଅତ୍ୟଧିକ ସନ୍ତୁଷ୍ଟ ଥିବାରୁ ଏମାନଙ୍କର ଲଟେରୀ ଲାଗିବା ପାଇଁ ଯାଉଛି । ବର୍ତ୍ତମାନ ସମୟ ଠାରୁ ଏହି ସୌଭାଗ୍ୟଶାଳି ରାଶିମାନଙ୍କୁ ଶୁଭ ସଂବାଦ ଶୁଣିବାକୁ ମିଳିବ । ପ୍ରଭୁ ଶନିଙ୍କର ବକ୍ରଦ୍ରୁଷ୍ଟି ଯେଉଁ ୫ଟି ରାଶି ଉପରେ ପଡିବ ସେହି ରାଶିମାନଙ୍କର ପ୍ରଚୁର ଧନରାଶି ମିଳିବାର ଶୁଭ ସଂଯୋଗ ବନୁଛି ।

ଏହି ରାଶି ମାନଙ୍କର ଅଟକି ରହିଥିବା ଅଧୁରା କାର୍ଯ୍ୟ ଏହି ସମୟରେ ପୂରଣ ହେବାର ସମ୍ଭାବନା ରହିଛି । ଯେଉଁମାନେ ଚାକିରି ପାଇଁ ବହୁତ ପରିଶ୍ରମ କରୁଥିଲେ । ସେହିମାନଙ୍କୁ ଭଲ ଭଲ ଚାକିରିର ପ୍ରସ୍ତାବ ମିଳିବ । ପାରିବାରିକ କଳହ ଦୂର ହେବ । ଘର ପରିବାରରେ ଖୁସିର ମାହୋଲ ଦେଖିବା ପାଇଁ ମିଳିବ । ଦାଂପତ୍ଯ ଜୀବନ ବହୁତ ଭଲ ରହିବ । ବ୍ୟବସାୟ ତଥା ବେପାର, ବାଣିଜ୍ୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ ।

ନୂତନ ମିତ୍ର ବନେଇବାର ଅବସର ପ୍ରାପ୍ତ ହେବ । ଘର ପରିବାରଙ୍କୁ ନେଇ ଦୂର ସ୍ଥାନକୁ ଭ୍ରମଣ କରିବାକୁ ଯିବାର ସମ୍ଭାବନା ବନୁଛି । କାର୍ଯ୍ୟ କ୍ଷେତ୍ରରେ ଅନ୍ୟ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଠାରୁ ଏହି ରାଶିର ଲୋକମାନେ ନିଜର କାମ ପାଇଁ ପ୍ରସଂଶା ଶୁଣିବାକୁ ପାଇବେ । ଚାକିରି କରିଥିବା ଲୋକଙ୍କର ଦରମା ବୃଦ୍ଧି ହେବ । ନୂତନ ଜମି, ଘର ଓ ଗାଡି କିଣିବା ପାଇଁ ଏହି ସମୟ ଠାରୁ ଶୁଭ ଯୋଗ ଏହି ରାଶି ମାନଙ୍କ ପାଇଁ ରହୁଛି ।

ଭଗବାନ ଶନିଦେବଙ୍କ ଅଶେଷ କୃପା ଏହି ଭାଗ୍ୟଶାଳୀ ରାଶିମାନଙ୍କ ଉପରେ ପଡିବା ପାଇଁ ଯାଉଥିବାରୁ ଏମାନେ ଯେଉଁ ଯୋଜନା ପ୍ରସ୍ତୁତ କରିବେ।   ଆଗାମୀ ସମୟ ମଧ୍ୟରେ ସେହି ଯୋଜନାକୁ ନିହାତି ଭାବରେ ସୂଚାରୁ ରୂପରେ ସମ୍ପର୍ଣ୍ଣ କରିପାରିବେ । କୌଣସି କାର୍ଯ୍ୟ ଆରମ୍ଭ କରିବାଠୁ ନେଇ କରି ଶେଷ ହେବା ପର୍ଯ୍ୟନ୍ତ କିଛି ବାଧା ବିଘ୍ନ ସୃଷ୍ଟି ହେବ ନାହିଁ ।

ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କ ଆଶ୍ରୀବାଦ ଥିବାରୁ ସେମାନଙ୍କ ସମସ୍ତ ଆର୍ଥିକ ସମସ୍ଯା ଏବେ ଠାରୁ ଧୀରେ ଧୀରେ କମିବାକୁ ଲାଗିବ । ମା ଲକ୍ଷ୍ମୀଙ୍କ ଦୟାରୁ ଏହି ବିଶେଷ ରାଶିମାନଙ୍କର ଘର ସୁଖ, ସମୃଦ୍ଧି ଓ ଐଶ୍ଵର୍ଯ୍ୟରେ ପୁରୀ ଉଠିବ । ଆପଣମାନେ ବହୁତ ଦିନରୁ କରିଥିବା ଭଲ କର୍ମର ପୂଣ୍ୟଫଳ ଆପଣଙ୍କୁ ମିଳିବା ପାଇଁ ଯାଉଛି । ଘର ପରିବାରର ସଂପୂର୍ଣ୍ଣ ସହଯୋଗ ଆପଣଙ୍କ ପାଇଁ ରହିବ ।

ଆମେ ଆଲୋଚନା କରୁଥିବା ସେହି ଭାଗ୍ୟଶାଳି ରାଶି ଗୁଡିକ ହେଉଛନ୍ତି । ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ମୀନ ରାଶି ଓ  କନ୍ୟା ରାଶି ।   ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ ।  ଧନ୍ୟବାଦ ।

Leave a Reply

Your email address will not be published. Required fields are marked *