ବନ୍ଧୁଗଣ, ସାଧାରଣତ ଆଜିଭଳି ଦିନରେ ପ୍ରତ୍ୟକ ବ୍ୟକ୍ତି ନିଜ ସମସ୍ୟା ରେ ଚିନ୍ତିତ ଅଛନ୍ତି । କିଏ ନିଜ ପରିବାର କୁ ନେଇ ତ ଆଉ କେହି ନିଜ ଜୀବନ କୁ ନେଇ । କାହାକୁ ନିଜ ସମ୍ପର୍କ କୁ ନେଇ ଚିନ୍ତା ରହିଥାଏ । ଏହା ତ ଆମ୍ଭେ ପ୍ରାଏ ସମସ୍ତେ ଜାଣିଥଊ ଯେ ଏହି ଧରାପୃଷ୍ଟ ରେ ଜନ୍ମ ନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ନାନା ପ୍ରକାରର ଦୁଖର ସାମ୍ନା କରିବାକୁ ହୋଇଥାଏ । କାରଣ ଇଶ୍ଵର ମନୁଷ୍ୟ ମାନଙ୍କୁ ଧରାପୃଷ୍ଟ କୁ ପଠାଇଛନ୍ତି । ଏହା ସହିତ ଦୁଖ କୁ ମଧ୍ୟ ପଠାଇଦେଇଛନ୍ତି । ଏହି ଦୁନିଆରେ ସୁଖ ଏବଂ ଦୁଖ ଏଭଳି ଦୁଇଟି ପରିସ୍ଥିତି ଅଟେ ।
ଯାହାର ସାମ୍ନା ପ୍ରତ୍ୟକ ବ୍ୟକ୍ତି ନ ଚାହିଁ ମଧ୍ୟ କରିବାକୁ ହୋଇଥାଏ । ସେହିଭଳି ଆମ୍ଭ ଜୀବନରେ ଯେତେବେଳେ ସୁଖ ହୋଇଥାଏ, ତ ଆମ୍ଭେ ପ୍ରସନ୍ନ ହୋଇଯାଇଥାଉ । ମାତ୍ର ଯେତେବେଳେ ଦୁଖ ଆସିଥାଏ ତେବେ ଆମ୍ଭେ ନିଜ ଜୀବନକୁ ଗାଳି କରିଥାଉ । ଆମ୍ଭେ ଭୁଲିଯାଇଥାଉ ଯେ ଦୁଖ ପରେ ସୁଖ ଆସିଥାଏ ଏବଂ ସୁଖ ପରେ ଦୁଖ ଆସିଥାଏ ।
ଏହି ଦୁନିଆରେ ଅନେକ ଲୋକେ ଦୁଖ ରୁ ବଞ୍ଚିତ ହେବା ନିମନ୍ତେ ଭଗବାନ ଙ୍କ ସରଣକୁ ଯାଇଥାନ୍ତି । ମାତ୍ର ଯେବେ ସୁଖ ର ଦିନ ଆସିଥାଏ ତେବେ ସେମାନେ ଭଗବାନ ଙ୍କୁ ଭୁଲିଯାଇଥାନ୍ତି । ଯାହାର ଦଣ୍ଡ ତାଙ୍କୁ ଆଗାମୀ କେତେ ଜନ୍ମ ପର୍ଯ୍ୟନ୍ତ ଭୋଗିବାକୁ ପଡିଥାଏ । ଆଜି ଆମ୍ଭେ ଆପଣଙ୍କୁ ଯେଉଁ ମାନଙ୍କ କଥା କହିବାକୁ ଯାଉଅଛୁ, ସେମାନଙ୍କୁ ନିଜ ଜୀବନରେ ବହୁତ ପ୍ରକାରର ଦୁଖ ର ସମୁଖୀନ ହେବାକୁ ପଡିଥାଏ । ଏବଂ ତାଙ୍କୁ ନିଜ ଜୀବନରେ ସଚ୍ଚା ପ୍ରେମ ମଧ୍ୟ କେବେ ମିଳିନଥାଏ । ଆସନ୍ତୁ ଜାଣିବା ସେହି ବିଶେଷ ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ।
୧- S- ଏହି ନାମର ବ୍ୟକ୍ତିମାନେ ନିଜ ଦାଇତ୍ଵ ପ୍ରତି ନିଷ୍ଠାବାନ ହୋଇଥାନ୍ତି । ଏମାନେ ସମସ୍ତ ସମ୍ପର୍କ କୁ ଭଲ ଭାବରେ ନିଭାଇଥାନ୍ତି । ନିଜେ କଷ୍ଟ ପାଇ ଅନ୍ୟକୁ ସୁଖ ଦେବା ଏମାନଙ୍କୁ ଭଲ ଲାଗିଥାଏ । ମାତ୍ର ଏଭଳି ଲୋକଙ୍କୁ ଲୋକପ୍ରିୟ ହେବା ନିମନ୍ତେ ବହୁତ ଭଲ ଲାଗିଥାଏ । ଏମାନେ କେବେ କାହାର ଖରାପ ଚିନ୍ତା ମଧ୍ୟ କରି ନଥାନ୍ତି । ଏମାନେ ବହୁତ ଭାବୁକ ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ସ୍ଵଛ ଏବଂ ନରମ ହୃଦୟ କାରଣରୁ ଲୋକେ ଏମାନଙ୍କର ଖରାପ ଫାଇଦା ଉଠାଇଥାନ୍ତି ।
୨- P- ଏହି ନାମ ଥିବା ବ୍ୟକ୍ତି ବହୁତ ନିରୀହ ତଥା ସରଳ ହୋଇଥାନ୍ତି । ଏହି ସ୍ଵଭାବ ପାଇଁ ଅନ୍ୟ ଲୋକେ ଏମାନଙ୍କର ଫାଇଦା ଉଠାଇଥାନ୍ତି । ଏମାନଙ୍କର ନିଜସ୍ଵ ନିର୍ଣ୍ଣୟ ରହିଥାଏ । ଏଥିପାଇଁ ଏମାନେ କୌଣସି ପ୍ରଜାରର ବୁଝାମଣା କରି ନଥାନ୍ତି । ଏହି ବ୍ୟକ୍ତି ମାନେ ସାଧାରଣ ତ ନିଜ ନିଷ୍ପତ୍ତି କୁ ଅନ୍ୟ ମାନଙ୍କ ଉପରେ ଜବରଦସ୍ତ ଥୋପିଥାନ୍ତି । ଏଥିପାଇଁ ଏମାନଙ୍କୁ ବିଦ୍ରୋହ ର ସାମ୍ନା କରିବାକୁ ପଡିଥାଏ ।
୩- B- ଶାସ୍ତ୍ର ଅନୁଯାୟୀ ଏହି ନାମର ବ୍ୟକ୍ତି ବହୁତ ଶାନ୍ତ ଏବଂ ଧର୍ଯ୍ୟଶାଳି ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏବଂ ସମସ୍ତ କାର୍ଯ୍ୟ କରିବା ପାଇଁ ନିଜର ଜୀବନ ଲଗାଇଦେଇଥାନ୍ତି । ଏମାନଙ୍କୁ ସଫଳତା ଅତି ସହଜରେ ମିଳିଯାଇଥାଏ । ମାତ୍ର ଏମାନଙ୍କ କମ କହିବା ଏବଂ ଭୋଳାପଣ ହେତୁ ଏମାନଙ୍କୁ ଘମଣ୍ଡି ହେବାର ସାଙ୍ଗ୍ୟା ମିଳିଯାଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ