Jyotish Shastra- ସାରା ଜୀବନ ଦୁଃଖୀ ରୁହନ୍ତି ଏହି 2 ଟି ନାମର ଝିଅ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଦୁଇ ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ କି ଜୀବନସାରା ଦୁଖୀ ରହିଥାନ୍ତି । ତଥା ସେମାନଙ୍କୁ କେବେ ମଧ୍ୟ ନିଜ ସ୍ଵାମୀ ଙ୍କ ପ୍ରେମ ମିଳି ନଥାଏ । ଆମ୍ଭ ସମଜାରେ ବିବାହ ଦୁଇ ଲୋକଙ୍କ ନୁହେଁ ବରଂ ଦୁଇ ପରିବାରର ମିଳନ ମଧ୍ୟ ହୋଇଥାଏ । ଏହି ସମାଜରେ ବିବାହ କୁ ଏକ ପବିତ୍ର ବନ୍ଧନ ମାନାଯାଇଅଛି ଯାହା କି ଦୁନିଆର ସମସ୍ତ ବନ୍ଧନ ଠାରୁ ବହୁତ ଅଲଗା ହୋଇଥାଏ ।

ସ୍ଵାମୀ ସ୍ତ୍ରୀ ଙ୍କର ଏହି ବନ୍ଧନ କୁ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ମାନାଯାଇଅଛି । ସବୁ ପୁଅ ଝିଅ ବିବାହ ପୂର୍ବରୁ ଅଜଣା ରହିଥାନ୍ତି । ଏବଂ ବିବାହ ପରେ ଉଭୟ ଏକା ସହିତ ନିଜ ଜୀବନର ପ୍ରାରମ୍ଭ କରିଥାନ୍ତି । ବିବାହ ହେବା ପରେ ଉଭୟ ପରସ୍ପର ର ସାଥ ନିଭାଇଥାନ୍ତି । ଏବଂ ଏକ ବନ୍ଧନରେ ଜୀବନସାରା ପାଇଁ ବାନ୍ଧି ହୋଇଯାନ୍ତି । ହିନ୍ଦୁ ବିବାହ ରେ ୭ ପରିକ୍ରମାର ବିଶେଷ ମହତ୍ଵ ରହିଅଛି ।

ଏହି ସମ୍ପର୍କ ରେ ଜଣଙ୍କର ସାଥ ନ ମିଳିବ ତେବେ ଏଭଳି ସ୍ଥିତି ରେ ଏହି ସମ୍ପର୍କ ଆଗକୁ ଯାଇନଥାଏ । ଏହା ଫଳରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଏଭଳି ଭାବରେ ବଢିଯାଇଥାଏ । ଏହା ଫଳରେ ଉଭୟ ପରସ୍ପର କୁ ଅପଶବ୍ଦ କହିଥାନ୍ତି । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରେମ କମିବାକୁ ଲାଗିଥାଏ । ଯଦି ଉଭୟଙ୍କ ମଧ୍ୟରେ ପ୍ରେମ ରହିନଥାଏ ତେବେ ଏହା ଦେଖି ପତ୍ନୀ ନିଜ ପତି ଙ୍କ ଠାରୁ ଦୁଖିତ ରହିଥାନ୍ତି ।

ଏହାପରେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କର ମିଠାପଣ ଶେଷ ହେବାକୁ ଲାଗିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ୨ ଟି ଝିଅ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ ଯେଉଁମାନେ ନିଜ ସ୍ଵାମୀ ଙ୍କ ଠାରୁ ସର୍ବଦା ଦୁଖୀ ରହିଥାନ୍ତି । ଆସନ୍ତୁ ଜାଣିବା ସେହି ୨ ଟି ନାମର ସ୍ତ୍ରୀ ଙ୍କ ସମ୍ବନ୍ଧରେ ।

୧- P ନାମର ଝିଅ;- ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନଙ୍କୁ କେବେ ମଧ୍ୟ ନିଜ ସ୍ଵାମୀ ଙ୍କ ଠାରୁ ଖୁସି ମିଳି ନଥାଏ । କିନ୍ତୁ ଏହି ନାମର ଝିଅ ନିଜ ସ୍ଵାମୀ ଙ୍କୁ ବହୁତ ପ୍ରେମ କରିଥାନ୍ତି । ଏହି ନାମର ଝିଅ ମାନଙ୍କୁ ସର୍ବଦା ନିଜ ପ୍ରେମ କୁ ହରାଇବାର ଡର ଲାଗି ରହିଥାଏ । ଏହି କାରଣରୁ ସର୍ବଦା ଦୁଖୀ ରହିଥାନ୍ତି ।

୨- K ନାମ ଥିବା ଝିଅ;- ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ମଧ୍ୟ ନିଜ ସ୍ଵାମୀ ଙ୍କ ଠାରୁ ଖୁସି ରହି ନଥାନ୍ତି । ଏହା ସହିତ ଏହି ନାମର ଝିଅ ସର୍ବଦା ନିଜ ସ୍ଵାମୀ ଙ୍କ ଉପରେ ସନ୍ଦେହ କରିଥାନ୍ତି । ଏମାନେ ସ୍ଵଭାବରୁ ଖରାପ ହୋଇ ନଥାନ୍ତି ମାତ୍ର ଏମାନେ ନିଜ ସ୍ଵାମୀ କୁ କେବେ ହେଲେ ଅନ୍ୟ ସହିତ ବାଣ୍ଟିବାକୁ ଚାହାନ୍ତି ନାହିଁ ।

ଏହି କାରଣରୁ ଏମାନେ ସବୁବେଳେ ଦୁଖୀ ରହିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *