ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ପରେ ପତି ଓ ପତ୍ନୀ ଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ । ଏହା ସ୍ୱାଭାବିକ ଅଟେ । କିନ୍ତୁ ଶାସ୍ତ୍ର ଅନୁସାରେ ସପ୍ତାହ ର ଏଭଳି କିଛି ଦିନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯେଉଁ ଦିନ ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ ହେବା ଦ୍ଵାରା ସେମାନଙ୍କ ସନ୍ତାନ ଫଳିଭୁତ ହୋଇଥାଏ ଏବଂ ଏହି ଦିନ ଯେଉଁ ମାନେ ସମ୍ବନ୍ଧ ସ୍ଥାପନ କରନ୍ତି ସେମାନଙ୍କ ସନ୍ତାନ ସମସ୍ତ କ୍ଷେତ୍ରରେ ଅବଶ୍ୟ ସଫଳତା ହାସଲ କରିଥାନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ସପ୍ତାହ ର କେଉଁ ଦିନ ଉଭୟ ପତି ଓ ପତ୍ନୀ ସମ୍ବନ୍ଧ ସ୍ଥାପନ କରିବା ଉଚିତ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ପ୍ରଥମତଃ, ଯେବେବି ପତି ଓ ପତ୍ନୀ ପରସ୍ପର ସହିତ ସମ୍ବନ୍ଧ ସ୍ଥାପନ କରନ୍ତି ତେବେ ସେହି ଦିନ ଟି ସପ୍ତାହ ର ରବିବାର ହେବା ଆବଶ୍ୟକ । ଏହି ଦିନ ପତି ଓ ପତ୍ନୀ ସମ୍ବନ୍ଧ ସ୍ଥାପନ କରିବା ଶୁଭ ହୋଇଥାଏ । ଏହି ଦିନ ରେ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ପତି ଓ ପତ୍ନୀ ଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ ଏବଂ ଉଭୟ ଙ୍କ ମଧ୍ୟରେ ପ୍ରେମ ଅଧିକ ବଢ଼ିଥାଏ ।
୨. ବନ୍ଧୁଗଣ ଦ୍ବିତୀୟତଃ, ସପ୍ତାହ ର ସୋମବାର ଦିନ ଉଭୟ ପତି ଓ ପତ୍ନୀ ସମ୍ବନ୍ଧ ସ୍ଥାପନ କରିବା ଉଚିତ ହୋଇଥାଏ । ଏହି ଦିନ ପରସ୍ପର ଙ୍କ ସହିତ ସମ୍ବନ୍ଧ ସ୍ଥାପନ ହେବା ଦ୍ଵାରା ସେମାନଙ୍କ ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ ।
୩. ବନ୍ଧୁଗଣ ତୃତୀୟତଃ, ବୁଧବାର ଓ ଶୁକ୍ରବାର ଦିନ ମଧ୍ୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ସ୍ଥାପନ ହେବା ଉଚିତ । ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ ଫଳିଭୁତ ହୋଇଥାଏ ଏବଂ ସେମାନଙ୍କ ଜୀବନ ରେ କେବେବି କ୍ଳେଶ ସୃଷ୍ଟି ହୋଇ ନଥାଏ । ଏହା ସହିତ ଉଭୟ ପତି ଓ ପତ୍ନୀ ଙ୍କୁ ଖରାପ ପରିସ୍ଥିତି ର ସାମ୍ନା ମଧ୍ୟ କରିବାକୁ ପଡ଼ିନଥାଏ ।
୪. ବନ୍ଧୁଗଣ ଚତୁର୍ଥତଃ, ଏହି ବିଷୟ ର ଅବଶ୍ୟ ଧ୍ୟାନ ରଖିବା ଉଚିତ ଯେ, ଯଦି ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରୁ ସପ୍ତାହ ର ଯେ କୌଣସି ଦିନ ରେ ଜଣଙ୍କ ଉପବାସ ରହିଥାଏ ତେବେ କେବେବି ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ପରବର୍ତ୍ତୀ ଜନ୍ମ ରେ ପଶୁ ର ଜନ୍ମ ମିଳିଥାଏ । ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ