Jyotish Shastra- ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି ଏହି ୨ ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ସମସ୍ତ ବ୍ୟକ୍ତି ଙ୍କ ସ୍ୱଭାବ ଓ ଗୁଣ ସ୍ୱତନ୍ତ୍ର ଓ ଭିନ୍ନ ହୋଇଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ଜଣା ପଡ଼ିଥାଏ ।

ଏହାଦ୍ବାରା ବ୍ୟକ୍ତି ର କୁଣ୍ଡଳୀ ମଧ୍ୟ ନିର୍ଦ୍ଧାରଣ କରାଯାଇଥାଏ । ବ୍ୟକ୍ତି ନିଜର ନାମ ଦ୍ବାରା ହିଁ ପରିଚିତ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମର ଝିଅ ଙ୍କ ସମ୍ବନ୍ଧରେ କହିବୁ

ଯେଉଁମାନଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ସମସ୍ତଙ୍କ ହୃଦୟ ରେ ରାଜ୍ କରନ୍ତି । ଏହି ନାମ ଥିବା ଝିଅ କେବେବି ଅନ୍ୟ ମାନଙ୍କ ପାଇଁ ନିଜ ମନରେ କିଛି ବି କଥା ରଖନ୍ତି ନାହିଁ । ଏହି ଝିଅ ମାନଙ୍କ ଏହି ସ୍ୱଭାବ ଯୋଗୁଁ ଏମାନେ ନିଜ ଘର ଓ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି ଓ ସମସ୍ତଙ୍କ ହୃଦୟ ରେ ସ୍ଥାନ ସୃଷ୍ଟି କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ସେହି ୨ଟି ନାମ ର ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସଫା ହୃଦୟ ର ହୋଇଥାନ୍ତି । ଏମାନଙ୍କ ପାଖରେ ଧନ ଓ ଐଶ୍ୱର୍ଯ୍ୟ ର ଆଦୌ ଅଭାବ ନଥାଏ । ଏମାନଙ୍କ ଭାବନା ହିଁ ଏମାନଙ୍କୁ ସଫଳତା ର ମାର୍ଗ ରେ ପହଞ୍ଚାଇଥାଏ । ଏମାନେ କେବେବି କାହାର ପଛରେ କିଛି ଖରାପ କୁହନ୍ତି ନାହିଁ । ଏହି ଝିଅ ମାନେ ସର୍ବଦା ନିଜର ମନ କଥା ଖୋଲିକରି କୁହନ୍ତି ।

ଏହି ନାମର ଝିଅ ସମସ୍ତ ସମ୍ପର୍କ କୁ ଯୋଡ଼ି ରଖିବା ପାଇଁ ସର୍ବଦା ଚେଷ୍ଟା କରନ୍ତି ଏବଂ ଏମାନେ ସବୁ ସମ୍ପର୍କ କୁ ସମ୍ମାନ ଦେଇଥାନ୍ତି ଓ ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ନିଭାଇ ଥାଆନ୍ତି । ଏହି କାରଣରୁ ଏହି ନାମର ଝିଅ ସମସ୍ତଙ୍କ ହୃଦୟ ର ମାଲିକ ଅଟନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ନାମ ଭଳି ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟକୁ ଖୁସି ଦେବାକୁ ଚାହିଁଥାନ୍ତି ଏବଂ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖନ୍ତି । ଏହି ନାମର ଝିଅ ଙ୍କ ନାମ ରେ ହିଁ ତାଙ୍କର ପବିତ୍ରତା ଝଲସି ଥାଏ । ଏହି ନାମର ଝିଅ ମାନଙ୍କୁ ନିଜର ମାନ ସମ୍ମାନ ବହୁତ ପ୍ରିୟ ହୋଇଥାଏ ଏବଂ ନିଜର ମାନ ସମ୍ମାନ ପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

ଏହି ଝିଅ ମାନେ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି । ଏହି ନାମର ଝିଅ ମାନେ ମଧ୍ୟ କେବେବି ଅନ୍ୟ ପାଇଁ ନିଜ ମନରେ କୌଣସି କଥା ରଖନ୍ତି ନାହିଁ । ଏମାନଙ୍କ ହସ ରେ ହିଁ ସମସ୍ତେ ମୁଗ୍ଧ ହୋଇଯାଆନ୍ତି । ଏହି ନାମର ଝିଅ ମାନେ ନିଜର ଏହି ବିଶେଷ ଗୁଣ ଯୋଗୁଁ ସମସ୍ତଙ୍କ ହୃଦୟ ରେ ରାଜ୍ କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *