ସକାଳୁ ଉଠିବା ପରେ କହି ଦିଅନ୍ତୁ ଏହି 2 ଟି ଶବ୍ଦ ତାପରେ ଦେଖନ୍ତୁ ଚମତ୍କାର, ଯାହା ମାଗିବେ ତାହା ପାଇବେ

ନମସ୍କାର ବନ୍ଧୁଗଣ ହନୁମାନ ଆମ ସମସ୍ତଙ୍କ ର ପ୍ରିୟ ଦେଵତା । ନିଜର ଶକ୍ତି ଏବଂ ଭକ୍ତି ପାଇଁ ଯୁଗ ଯୁଗ ଧରି ହନୁମାନ ଙ୍କ ନାମ ଅମର ରହିଛି ।

ହନୁମାନ ଙ୍କୁ ବଜରଙ୍ଗ ବଲି, କେଶରୀ,ଅଞ୍ଜନି ପୁତ୍ର,ପବନ ପୁତ୍ର, ସଂକୋଟ ମୋଚନ,ମହାବୀର,ଇତ୍ୟାଦି ନାମ ରେ ଆମେ ତାଙ୍କୁ ଡାକିଥାଉ । ଶ୍ରୀ ହନୁମାନ ଙ୍କ ମାତାଙ୍କ ନାମ ଅଞ୍ଜନା ।

ଯିଏ କି ଗୌତମ ଙ୍କ ପୁତ୍ରୀ ଅଟେ । ହନୁମାନ ଙ୍କ ପିତା ବାୟୁ ଅଟନ୍ତି ସେଥିପାଇଁ ତାଙ୍କୁ ଅଞ୍ଜନି ପୁତ୍ର କିମ୍ବା ପବନ ପୁତ୍ର ବୋଲି କୁହାଯାଏ । ଭଗବାନ ଶ୍ରୀରାମ ଙ୍କ ର ସେ ବହୁତ ପ୍ରିୟ ଅଟନ୍ତି । ଶ୍ରୀ ରାମ ହନୁମାନ ଙ୍କ ଉପରେ ବହୁତ ଅଧିକ ବିଶ୍ୱାସ ମଧ୍ୟ କରନ୍ତି ଏବଂ ଶ୍ରୀ ହନୁମାନ ଶ୍ରୀ ରାମଙ୍କର ପରମ ଭକ୍ତ ଅଟନ୍ତି ଏବଂ ଶ୍ରୀ ରାମ ଙ୍କର ପ୍ରତ୍ୟକ ଆଜ୍ଞା ର ପାଳନ ମଧ୍ୟ କରିଥାନ୍ତି । ଅନେକ ଦେଵତା ଙ୍କ ଠାରୁ ହନୁମାନଙ୍କୁ ଅନେକ ବର ପ୍ରାପ୍ତ ହୋଇଥିଲା ।

ସୂର୍ଯ୍ୟ ଦେଵତା ନିଜର ଗୋଟିଏ ତେଜ ର ଅଂଶ ଦେଇ ତେଜଵାନ, ବୁଦ୍ଧିମାନ ହେବାର ବରଦାନ ଦେଇଥିଲେ । ହନୁମାନ ଶ୍ରୀ ରାମ ଙ୍କୁ ଏକ ବରଦାନ ମାଗିଥିଲେ କି ଯେ ପର୍ଯ୍ୟନ୍ତ ସଂସାର ରେ ରାମ ନାମ ରହିଥିବା ମୋ ଦେହରେ ସେତେ ଦିନ ପ୍ରାଣ ଥିବ । ଏହି କାରଣ ଯୋଗୁଁ ହନୁମାନ ଯୁଗ ଯୁଗ ପର୍ଯ୍ୟନ୍ତ ଅମର ରହିଛନ୍ତି ।

ରାମାୟଣ ଏବଂ ଆହୁରି ଅନେକ ଧର୍ମ ପୁସ୍ତକ ରେ ହନୁମାନ ଙ୍କ ବିଷୟରେ ଏବଂ ତାଙ୍କ ଶକ୍ତି ପରାକ୍ରମୀ ବିଷୟରେ ମଧ୍ୟ ଅନେକ କିଛି ଲେଖା ଯାଇଛି । ଗଦା ହନୁମାନ ଙ୍କ ର ଅସ୍ତ୍ର ଅଟେ । ମଙ୍ଗଳବାର ଏବଂ ଶନିବାର ଦିନ ହେଉଛି ହନୁମାନ ଙ୍କର ପ୍ରିୟ ଦିନ । ଏହି ଦିନ ହନୁମାନ ଙ୍କର ପୂଜା ଅର୍ଚ୍ଚନା କରା ଯାଏ  ଏବଂ ଏହା ମାନ୍ୟତା ଅଛି କି ଯେଉଁ ଠାରେ ହନୁମାନ ଥାଆନ୍ତି ସେଠାରେ ଭୂତ, ପିଶାଚ, ରାକ୍ଷସ ଆଦି ନକରାତ୍ମକ ଶକ୍ତି ଆସେ ନାହିଁ ।

ସମସ୍ତ ହିନ୍ଦୁ ଘରେ ହନୁମାନ ଙ୍କ ପୂଜା ତାଙ୍କ ଚାଳିସା, ଏବଂ ଶ୍ଲୋକ ଗାଇଥାନ୍ତି । ବିଶେଷ ରୂପେ ମଙ୍ଗଳବାର ଦିନ ହନୁମାନ ଙ୍କର ପୂଜା ଅର୍ଚ୍ଚନା ଏବଂ ଚାଳିସା ପାଠ କରା ଯାଇଥାଏ ।
ତେବେ ଚାଲନ୍ତୁ ଜାଣିନେବା ଶ୍ରୀହନୁମାନ ଙ୍କୁ କିପରି ଭାବେ ପ୍ରସନ୍ନ କରାଇବା ଯାହା ଦ୍ୱାରା ଆମେ ନିଜର ଅସୁବିଧା କୁ ଦୁର କରିବା । ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

୧- ପ୍ରଥମ କଥା ହେଉଛି ଯେପରି ଆମେ ଜାଣିଛୁ କି ମଙ୍ଗଳବାର ଦିନ ହେଉଛି ହନୁମାନ ଙ୍କର ପ୍ରିୟ ଦିନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କାହାର ଜାତକ ରେ ମଙ୍ଗଳ ଦୋଷ ଥାଏ ତେବେ ସେ ମଙ୍ଗଳବାର ଦିନ ବିଶେଷ ପୂଜା କରିବା ଉଚିତ ଏବଂ ହନୁମାନ ଚାଳିସା ପାଠ କରିବା ମଧ୍ୟ ଆବଶ୍ୟକ । ଏହା ଛଡା ସମ୍ପୂର୍ଣ୍ଣ ଶ୍ରଦ୍ଧା ଭକ୍ତି ରେ ବ୍ରତ,ଉପବାସ କରିବା ଉଚିତ । ଏହା ଦ୍ୱାରା ଜାତକ ରେ ମଙ୍ଗଳ ଦୋଷ ଦୁର ହୋଇଯାଇ ଥାଏ ।

୨- ଦ୍ୱିତୀୟ ରେ ହେଉଛି ହନୁମାନ ଙ୍କୁ ଜାମିନି ତେଲ ବହୁତ ପସନ୍ଦ ସେଥିପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସେଠାରେ ଜାମିନି ତେଲ ଚଢ଼ାନ୍ତୁ । ଏହା ଦ୍ୱାରା ଜାତକ ରେ ଥିବା ମଙ୍ଗଳ ଦୋଷ ଦୁର ହୋଇ ଯାଇଥାଏ ଏବଂ ହନୁମାନ ଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ହନୁମାନ ଙ୍କୁ ପ୍ରସାଦ ରେ ଗୁଡ଼ ଚିନି ସହିତ ପାନ ମଧ୍ୟ ଚଢ଼ାନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଙ୍କ ପାଖରେ ଓଁ ଶ୍ରୀ ହନୁମନ୍ତେୟ ନମଃ ତଥା ଓଁ କ୍ରମା କ୍ରିମ କ୍ରୋମ ଶଃ ଭୋମାୟ ନମଃ .  ଏହା ଦ୍ୱାରା ନିଶ୍ଚିତ ହନୁମାନ ଙ୍କ କୃପା ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *