ଆମେ ଜାଣିଛୁ କି ଯଦି ଆମେ ସକାଳ ସମୟଟି ଭଲ ରେ ବିତେଇଥାଉ ତେବେ ଆମର ଦିନ ଟି ମଧ୍ୟ ଭଲ ରେ କଟିଥାଏ, ଯଦି ସକାଳ ସମୟଟି ଖରାପ ବିତୀଥାଏ ତେବେ ପୁରା ଦିନ ଟି ଖରାପ ରେ କଟିଥାଏ ।
ତେଣୁ ସକାଳ ସମୟରେ ଆମେ ସମସ୍ତେ ଚାହିଁ ଥାଉ କି ଆମ ମାନଙ୍କ ର ସକାଳ ସମୟ ଟି କିପରି ଭଲ ରେ କଟିବ । ପ୍ରତେକ ମଣିଷ ସକାଳୁ ଉଠିବା ପରେ ନିଜ କାମ ସାରି ଶେଠୀ ପାଇଁ ପ୍ରଥମେ ଭଗବାନ ଙ୍କ ଆରାଧନା କରିଥାନ୍ତି । କିନ୍ତୁ ଏପରି କିଛି ଜିନିଷ ଓ ଏଭଳି କିଛି ଲୋକମାନେ ଆମ ପରିବେଶ ରେ ଥାନ୍ତି ଯାହା ସକାଳେ ଦେଖିବା ଶୁଭ ଅଟେ ଓ କିଛି ଏପରି ଜିନିଷ ଅଛି ଯାହା ଦେଖିବା ଅଶୁଭ ଅଟେ । ଆପଣ ଠାରେ ଯଦି ଭୁଲରେ ଭି ସେହି ଜିନିଷକୁ ଦେଖି ନେବେ ତାହେଲେ ଆପଣଙ୍କ ଦିନ ଖୁବ ଖରାପ ଜୀବ ।
ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବା ପାଇଁ ଯାଉଛୁ ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କିମ୍ବା ବ୍ୟକ୍ତି ଦେଖିଲେ ଶୁଭ ଓ କେଉଁ ବ୍ୟକ୍ତି ଦେଖିଲେ ଏହା ଅଶୁଭ ହୋଇଥାଏ । ପ୍ରଥମେ ଯଦି ଆପଣ ସକାଳୁ ଉଠିବା ମାତ୍ରେ କୌଣସି ଘମଣ୍ଡି ଓ ଚରିତ୍ର ହିନ ନାରୀ କୁ ଦେଖନ୍ତି ତେବେ ଆପଣଙ୍କ ଦିନ ଟି ଖରାପ ରେ ଯିବ ସେହିଦିନ କୌଣସି ଶୁଭ କାର୍ଯ୍ୟ ମଧ୍ୟ ଅଶୁଭ ରେ ପରିଣତ ହୋଇଯିବ ।
ଦ୍ଵିତୀୟ କଥା ଟି ହେଲା ଭଙ୍ଗା ଦର୍ପଣ, ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା ଦର୍ପଣ ଥାଏ ତେବେ ତାହା ସକାଳୁ ଦେଖିବା ଦ୍ଵାରା ତାହେଲେ ଆପଣଙ୍କ ର କୌଣସି କାର୍ଯ୍ୟ ହେବ ନାହିନ । ତେଣୁ ଘରେ ଭଙ୍ଗା ଦର୍ପଣ ଘରେ ରଖନ୍ତୁ ନାହିନ । ପ୍ରତ୍ଯେକ ଘରେ ଚପଲ ଓ ଜୋତା ରଖାଯାଏ କିନ୍ତୁ ଚପଲ ଓ ଜୋତା କୁ ସାଇତି ରଖନ୍ତୁ କାରଣ ସକାଳୁ ଉଠିବା ମାତ୍ରେ ଯଦି ଆପଣ ଘର ବାହାରେ ଜୋତା ଚପଲ ଏପଟ ସେପଟ ରଖିଥାନ୍ତି ଓ ଏହାକୁ ଦେଖନ୍ତି ତେବେ ଆପଣଙ୍କ ଦିନ ଟି ବ୍ୟସ୍ତ ଓ ଚିନ୍ତା ଓ ବିଘ୍ନ ରେ କଟିବ ।
ଚତୁର୍ଥ ଜିନିଷ ଟି ହେଲା ଯଦି ଆପଣ କୌଣସି ଖାଲି ପାତ୍ର ବା ଖାଲି ପର୍ସ ଆଦି ଦେଖନ୍ତି ତେବେ ଆପଣଙ୍କ ଦିନ ଟି ଅଶୁଭ ରେ କଟିଥାଏ । କିନ୍ତୁ ଯଦି ଆପଣ ସକାଳୁ କୌଣସି ପୂର୍ଣ ପାତ୍ର ଦେଖନ୍ତି ତେବେ ଆପଣଙ୍କ ଦିନ ଟି ଅତ୍ୟନ୍ତ ଶୁଭ ରେ କଟିବ । ପଞ୍ଚମ ଜିନିଷ ଟି ହେଲା ସକାଳୁ ଯଦି ଆପଣ କୌଣସି କଳି ଝଗଡା ହେଉଥିବା ଶୁଣିଲେ ବା ଆପଣଙ୍କ ଘରେ ଯଦି କଳି ଝଗଡା ହେଉଥାଏ ତେବେ ଜାଣିବେ ଆପଣଙ୍କ ଦିନ ଟି ଅମଙ୍ଗଳ ରେ କଟିବ ।
ଷଷ୍ଠ ହେଉଛି ସକାଳୁ ମୂହ ନଧୋଇ କେବେ ବ କାହା ମୁହ ଚାହିଁବେ ନାହି ନହେଲେ ଆପଣଙ୍କ ଦିନ ଟି ଅଶୁଭ ରେ କଟିବ କିନ୍ତୁ ଆପଣ ଭଗବାନ ଙ୍କ ଦର୍ଶନ କରିପାରିବେ । ସକାଳୁ ଉଠିବା ମାତ୍ରେ କାହାକୁ କର୍ଜ ଦେବେ ନାହିନ ଏପରି କରିବା ଦ୍ଵାରା ସେହି ପଇସା ବିଲମ୍ବରେ ମିଳିଥାଏ । ସକାଳୁ ଉଠି ପ୍ରଥମେ ସୂର୍ଯ୍ୟ ଙ୍କୁ ପ୍ରଣାମ କରିବେ । ପିତାମାତା ଙ୍କୁ ପ୍ରଣାମ କରନ୍ତୁ ଆପଣଙ୍କ ଦିନ ଶୁଭ ରେ ବିତିବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ