ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ପାଇଁ ସଖାଳର ଆରମ୍ଭ ଏକ ନୂଆ ଆଶାକୁ ନେଇ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯଦି ମଣିଷର ସଖାଳ ଆରମ୍ଭ ଭଲ ହୋଇଥିବ ତା ହେଲେ ତାର ସଂପୂର୍ଣ୍ଣ ଦିନ ଭଲରେ ଯିବ ।
ଯଦି ସଖାଳର ଆରମ୍ଭ କିଛି ଅଶୁଭ ଜିନିଷରୁ ହୋଇଥା ତା ହେଲେ ମଣିଷର ପୁରା ଦିନଟି ଖରାପ ଯାଇଥାଏ । ତେଣୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏପରି ଦୃଶ୍ୟ ବିଷୟରେ କୁହାଯାଇଛି ଯାହାକୁ ମଣିଷ ସଖାଳ ସମୟରେ ଦେଖିବା ଉଚିତ ନୁହେଁ ।
ଏହି ସବୁ ଦ୍ରୁଶ୍ଯକୁ ଦେଖିବା ଦ୍ଵାରା ମଣିଷ କେବେହେଲେ ନିଜ ଜୀବନରେ ଉନ୍ନତି କରନ୍ତି ନାହିଁ । ଏହି ସବୁ ଭୁଲ ପାଇଁ ମଣିଷ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଭୁଲ ସେ ମଧ୍ୟ ଦେଖିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଭୁଲ ସେ ମଧ୍ୟ ଚରିତ୍ରହୀନ ମହିଳା ମାନଙ୍କୁ ଦେଖିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ କୁହାଯାଇଛି ଏହି ଭଳି ମହିଳାଙ୍କର ମୁହଁ ଦେଖିଲେ ଆପଣଙ୍କର ସଂପୂର୍ଣ୍ଣ ଦିନ ବରବାଦ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ଏହି ଭଳି ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ସଖାଳ ସମୟରେ ବାପା ମା କିମ୍ବା ଭଗବାନଙ୍କ ଦର୍ଶନ କରିବେ ତ ହେଲେ ଆପଣଙ୍କର ପୁରା ଦିନ ବହୁତ ଭଲ ଭାବରେ କଟିବ ଓ ଆପଣଙ୍କୁ ନିଜ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।
୨. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଭଙ୍ଗ ଆଇନାକୁ ଦେଖିବା ଉଚିତ ନୁହେଁ । ବିଜ୍ଞାନ ଓ ବାସ୍ତୁଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ହୋଇଥାଏ । ଭଙ୍ଗା ଆଇନାକୁ ଦେଖିବା ଦ୍ଵାରା ମଣିଷ ନିଜ ଜୀବନରେ କେବେହେଲ ଉନ୍ନତି କରିନଥାଏ। ଏହା ସହିତ ମଣିଷ ଜୀବନରେ ସବୁବେଳେ ସମସ୍ଯା ଲାଗିରହିଥାଏ ।
୩. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଓଲଟା ଚପଲ ଦେଖିବା ଉଚିତ ନୁହେଁ । ଓଲଟା ଚପଲକୁ ଦେଖିବା ଦ୍ଵାରା ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଯାହାଦ୍ୱାରା ଆପଣଙ୍କର ସେହି ଦିନର ସମସ୍ତ କାର୍ଯ୍ୟ ବିଫଳ ହୋଇଯାଇଥାଏ । ଏହା ବ୍ଯତୀତ ଏହି ଜିନିଷକୁ ଦେଖିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।
୪. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଅଇଁଠା ବାସନ କିମ୍ବା କୌଣସି ଖାଲି ପାତ୍ରକୁ ଦେଖିବା ଉଚିତ ନୁହେଁ । ଏହି ସବୁ ଦ୍ରୁଶ୍ଯକୁ ଦେଖିବା ଦ୍ଵାରା ଆପଣଙ୍କ ଉପରେ କେବେହେଲେ ମା ଲକ୍ଷ୍ମୀଙ୍କ କୃପା ରହିନଥାଏ ଏହା ସହିତ ଆପଣ ନିଜର ସମସ୍ତ କାର୍ଯ୍ୟରେ ବିଫଳ ହେବେ । ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯିବ ଓ ଆପଣଙ୍କ ଜୀବନରେ ଅନେକ ସମସ୍ଯା ଦେଖା ଦେବ ।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।