Chanakya NIti- ସକାଳୁ ଉଠିବା ମାତ୍ରେ ଭୁଲରେ ବି ଦେଖନ୍ତୁ ନାହିଁ ମହିଳାଙ୍କର ଏହି 2 ଟି ଜିନିଷ, ବିନା ପୂଜା ପାଠରେ ହେଇ ଯାଆନ୍ତି କୋଟିପତି

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି ।

ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ ।

ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ ।

ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ ।

କିନ୍ତୁ ଚାଣକ୍ୟ ଶାସ୍ତ୍ର ଅନୁସାରେ ନାରୀ ମାନଂକୁ ତିନୋଟି ଜିନିଷ ରୁ ବଞ୍ଚି ରହିବା ଉଚିତ । ତେବେ ଆସନ୍ତୁ ଜାଣନେବା ସେହି ତିନୋଟି ଜିନିଷ କଣ ଏବଂ ସକାଳୁ ଉଠି କଣ ଦେଖିଲେ ହୋଇ ପାରିବା ଧନୀ ଆସନ୍ରୁ ଜାଣିନେବା ।

ପ୍ରଥମ ଜିନିଷ ହେଉଛି ଅହଂକାର । ନାରୀ ମାନଂକୁ ଅହଂକାର ଠାରୁ ଦୂରେଇ ରହିବା ଉଚିତ । କାରଣ ଅହଂକାର ବ୍ୟକ୍ତି ର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ । ଅହଂକାର ପାଇଁ ଘରେ ସୁଖ ସମୃଦ୍ଧି ଧୀରେ ଧୀରେ ପଳାଇ ଥାଏ ଏବଂ ଦୁଃଖ ଦରିଦ୍ରତା ଆସିଯାଇ ଥାଏ ।

ଦ୍ଵିତୀୟ ରେ ହେଉଛି ଅଜ୍ଞାନତା । ଅଜ୍ଞାନତା ମହିଳା ମାନଙ୍କ ପାଇଁ ଭଲ ହୋଇ ନଥାଏ । ଚାନକ୍ୟ ଙ୍କ ଅନୁସାରେ ସ୍ତ୍ରୀ ମାନେ ଜ୍ଞାନୀ ହେବା ଉଚିତ । ସେ ଜ୍ଞାନୀ ହେଲେ ହେଁ ନିଜ ଘର ପରିବାର କୁ ଜ୍ଞାନୀ କରାଇ ପାରିବ ନଚେତ ସମସ୍ତେ ମୂର୍ଖାମୀ ର ଶିକାର ହେବେ ।

ତୃତୀୟ ରେ ହେଉଛି ଲୋଭ ରୁ ଦୂରରେ ରହିବା ଉଚିତ । ଚାନକ୍ୟ ଙ୍କ ଅନୁସାରେ ନାରୀ ମାନେ ଲୋଭ ରୁ ଦୁର ରେ ରହିବା ଆବଶ୍ୟକ କାରଣ ଏହା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇ ଯାଇଥାଏ । ଏବଂ ଘରେ ଝଗଡା ମଧ୍ୟ ହୋଇଥାଏ ତେଣୁ କୌଣସି ଵସ୍ତୁ ପ୍ରତି ଲୋଭ ରଖିବା ଉଚିତ ନୁହେଁ ।

ଏବେ ଆସନ୍ରୁ କିପରି ବିନା ପୂଜା ପାଠରେ ଧନୀ ହୋଇ ପାରିବା ସେ ବିଷୟରେ ଆଲୋଚନା କରି ନେବା ।

ବ୍ୟକ୍ତି ର ଜୀବନରେ ସ୍ତ୍ରୀ ଅନେକ ରୂପରେ ରହିଥାନ୍ତି କେବେ ମାତା କେବେ ସ୍ତ୍ରୀ କେବେ କନ୍ୟା ଆଦି ଅନେକ ରୂପରେ ରହିଥାଏ । ନାରୀ ବିନା ପୁରୁଷ ଜୀବନରେ କୌଣସି ଅସ୍ତିତ୍ବ ନାହିଁ ।
ଏହି ପରି ମାନ୍ୟତା ରହିଛି କି ଯଦି ନାରୀ ର ଗୋଡ଼ ଛୁଇଁ ବେ ତେବେ ଅନେକ ପାପ ରୁ ମୁକ୍ତ ହୋଇ ଯିବେ ଏବଂ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ମଧ୍ୟ ଆସିବ । ସକାଳୁ ଉଠି ନାରୀ ମାନଙ୍କ ର ଗୋଡ଼ ଛୁଇଁ ଆଶୀର୍ବାଦ ନେଲେ ଆମ ଭାଗ୍ୟ ପରିବର୍ତ୍ତନ ହୋଇ ଧନ ମଧ୍ୟ ଲାଭ କରିଥାଉ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *