ସକାଳୁ ଉଠି କରି ହିଁ ନାଭୀରେ ଲଗାଇ ଦିଅନ୍ତୁ ଏହି ଏକ ଚମତ୍କାରୀ ଜିନିଷ ! ଘରକୁ ଟାଣି ହୋଇ ଆସିବ ଧନଦୌଲତ !

ନମସ୍କାର ବନ୍ଧୁଗଣ, କିଛି ଲୋକଙ୍କ ଭାଗ୍ୟ ଜନ୍ମ ରୁ ଉଜ୍ଵଳ ଆଉ କିଛି ଲୋକଙ୍କ ଭାଗ୍ୟ କର୍ମ ଅନୁଯାୟୀ ହୋଇଥାଏ ଉଜ୍ଵଳ । କିନ୍ତୁ କିଛି ଲୋକଙ୍କ ଭାଗ୍ୟ ବହୁତ କଷ୍ଟ କରିବା ପରେ ମଧ୍ୟ ସୁଧୁରି ନଥାଏ । ଏହାର ଗୋଟିଏ ହିଁ ଅର୍ଥ ହୋଇଥାଏ ତାଙ୍କ ଉପରେ କୌଣସି ନା କୌଣସି ଦୋଷ ଲାଗିଛି । ଏହାକୁ ଦୂର କରିବା ପାଇଁ ଆପଣ ଏକ ସହଜ ଉପାୟ କରନ୍ତୁ ବାସ ସବୁଦିନ ସକାଳୁ ଉଠି ନିଜ ନାଭିରେ ଲଗାନ୍ତୁ ଗୋଟିଏ ଜିନିଷ ତାହା ଆପଣଙ୍କ ଶୋଇଥିବା ଭାଗ୍ୟକୁ ଉଠାଇଦେବ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଯଦି ଆପଣଙ୍କର ଓଠ ବାରମ୍ବାର ଫାଟୁଥାଏ ଏବଂ ଆପଣ ଏହି ସମସ୍ୟାର କିଛି ନିବାରଣ କରିପାରୁନଥାନ୍ତି ତେବେ ଆପଣ ନିଜ ନାଭିରେ ସୋରିଷ ତେଲ ଲଗାନ୍ତୁ । ଦେଖିବେ ଆପଣଙ୍କ ଫାଟୁଥିବା ଓଠର ସମସ୍ୟା ସମ୍ପୂର୍ଣ ଦୂର ହେବ । ଯଦି ଆପଣଙ୍କ ଗୁରୁ ଗ୍ରହ ଖରାପ ହୋଇଥାଏ ସେମାନେ ବହୁତ ଆର୍ଥିକ ପୀଡାରେ ଗତି କରିଥାନ୍ତି ।

କାରଣ ଗୁରୁ ଗ୍ରହ ମଣିଷ ଜୀବନର ଧନ ସମ୍ପତ୍ତି ସହ ଜଡିତ ଥାଏ । ଯଦି ଆପଣଙ୍କ ଗୁରୁ ଗ୍ରହ ସୁଦୃଢ ଥିବ ତେବେ ଆପଣଙ୍କ ଜୀବନ ଆପେ ଆପେ ସଫଳତା ଏବଂ ପ୍ରଗତି ଆଡକୁ ଅଗ୍ରସର ହେବାକୁ ଲାଗିଥାଏ । କରଜରେ ବୁଡି ରହିବା କରାଜକୁ ସୁଝି ନ ପାରିବା ଆପଣଙ୍କ ଗୁରୁ ଗ୍ରହ ଖରାପ ଏହାର ସୂଚନା ଦେଇଥାଏ ।

ଯଦି ଆପଣଙ୍କ ଗୁରୁ ଗ୍ରହ ଖରାପ ଥାଏ ତେବେ ଆପଣ ନିଜ ନାଭିରେ କେବଳ ହଳଦୀର ତିଲକ ଲଗାନ୍ତୁ । ଧ୍ୟାନ ରଖିବେ ଆପଣଙ୍କୁ ଓଦା ହଳଦିର ବ୍ୟବହାର କରିବା ଅନୁଚିତ । ଆପଣଙ୍କୁ ଶୁଖିଲା ହଳଦୀ ତଥା ହଳଦୀ ପାଉଡରର ବ୍ୟବହାର କରିବା ଉଚିତ । ଆପଣ ପ୍ରତ୍ୟକ ଦିନ ସକାଳେ ନିଜ ନାଭିରେ ହଳଦୀର ଟିପା ଲଗାଇବା ଦ୍ଵାରା ଆପଣଙ୍କ ଗୁରୁ ଗ୍ରହ ଉପରେ ଏହାର ଶୁଭ ପ୍ରଭାବ ପଡିଥାଏ ।

ଏବଂ ଆପଣଙ୍କ ଭାଗ୍ୟ ଧୀରେ ଧୀରେ ବଳବାନ ହେବା ଆରମ୍ଭ କରିଦେଇଥାଏ । ଏହାପରେ ଧନ ଆପଣଙ୍କ ଆଡକୁ ଆକର୍ଷିତ ହେବାକୁ ଲାଗିଥାଏ । ତେବେ ଧନ ଆଗମନ କରିବା ପାଇଁ ନିଜ ନାଭିରେ କେବଳ ଗୋଟିଏ ଟୋପା ହଳଦୀ ଲଗାଇବା ପାଇଁ ଜମା ବି ଭୁଲିବେନି ସକାଳୁ । କାରଣ ଏହି ଗୋଟିଏ ଟୋପା ହଳଦୀ ଆପଣଙ୍କ ଜୀବନରେ ସୁଖ ଶାନ୍ତିର ଆଗମନ କରାଇଦେଇଥାଏ ।

ପାଖରେ ଧନ ଥିଲେ ହିଁ ସବୁ ଖୁସିକୁ ହାତ ମୁଠାରେ କରିହୁଏ । ତେଣୁ ଆପଣ ଧନକୁ ଆପଣଙ୍କ ପାଖକୁ ଟାଣିବା ପାଇଁ ନାଭିରେ ହଳଦୀ ଲଗାନ୍ତୁ ହୋଇ ହୋଇଯାଅନ୍ତୁ ଧନବାନ । ଏହା କରିବା ପରେ ଧନ ଆପଣଙ୍କ ପାଖକୁ ଆସିବା ପାଇଁ କେହି ବି ଅଟକାଇପାରିବେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *