Vastu Tips- ସକାଳୁ ଉଠି ସବୁଠୁ ପ୍ରଥମେ କୁହନ୍ତୁ ଏହି 2 ଟି ଶବ୍ଦ, ସବୁ ଦିନ ପାଇଁ ଦରିଦ୍ରତା ହେଇଯିବ ଦୂର

ଯଦି କିଛି ଦିନରୁ ଆପଣଙ୍କ ଘରେ ସବୁ କିଛି ଖରାପ ଘଟୁଛି, ସବୁ କାର୍ଯ୍ୟ ବିଫଳ ହେଉଛି, ଚାରିଆଡ଼େ ନକାରାତ୍ମକ ବାତାବରଣ ଛାଇ ରହିଛି ଓ ସବୁ କିଛି ଛାଡ଼ି କୁଆଡେ ପଳେଇ ଯିବାକୁ ଆପଣଙ୍କ ମନ ହେଉଛି,

କେବେ ପରିବାରର କେବେ କାର୍ଯ୍ୟ କ୍ଷେତ୍ରର ଚିନ୍ତା ଲାଗି ରହୁଛି ତେବେ ଏହି ସବୁରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କେବଳ ସକାଳୁ ଉଠି କହିବାକୁ ହେବ ଏହି ଦୁଇଟି ଶବ୍ଦ । ଚାଲନ୍ତୁ ଜାଣିବା ତାହା କଣ ଅଟେ । ଭଗବାନ ଶିବ ଓ ମା ଗୌରୀ ସର୍ବଦା ତାଙ୍କ ଭକ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି ଓ ତାଙ୍କୁ ସମସ୍ତ ଖୁସି ଦେଇଥାନ୍ତି । ଆପଣ ତାଙ୍କୁ ପ୍ରସନ୍ନ କରି ଜୀବନର ସମସ୍ତ ଖୁସି ପାଇ ପାରିବେ । ଏହି ଚମତ୍କାର ଶବ୍ଦର ପ୍ରୟୋଗ କରି ଆପଣ ନିଶ୍ଚୟ ସଫଳତା ହାସଲ କରି ପାରିବେ ।

ଏହି ଶବ୍ଦକୁ ଜପ କରି ଆପଣ ମାନସିକ ଭାବେ ମଜବୁତ୍ ହୋଇଯିବେ । ଆପଣ ଏହା ନିଶ୍ଚୟ ଜାଣିଥିବେ ଯେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଦ୍ୟାର୍ଥୀ ମାନେ ଏହି ଶବ୍ଦର ଜପ କରିବା ଦ୍ଵାରା ଉତ୍ତମ ପରିଣାମ ପ୍ରାପ୍ତ ହେବେ ଓ ସଫଳତାର ଶୀର୍ଷକୁ ଛୁଇଁ ପାରିବେ । ମହିଳାମାନେ ମଧ୍ୟ ଏହି ଶବ୍ଦର ଜପ କରିବା ଦ୍ଵାରା ତାଙ୍କ ଜୀବନ ଖୁସିରେ ଭରିଯିବ ଓ ଅନେକ ଶୁଭ ଫଳ ପ୍ରାପ୍ତ ହେବେ ।

ସକାଳୁ ଉଠି ସ୍ୱଚ୍ଛ ହୋଇ ଆପଣଙ୍କୁ ଏହି ଦୁଇଟି ଶବ୍ଦ କହିବାକୁ ହେବ । କେବଳ ମାତ୍ର ଦୁଇଟି ଶବ୍ଦ ହୋଇଥିଲେ ମଧ୍ୟ, ଏହି ଦୁଇଟି ଶବ୍ଦର ପ୍ରଭାବ ଅକଳ୍ପନୀୟ ଅଟେ । ନବ ବିବାହିତା ମହିଳା ସକାଳୁ ଉଠି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇ ଏହି ଶବ୍ଦ କହିଲେ ସେମାନଙ୍କ ଖୁବ୍ ଭଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ । ନିୟମିତ ଭାବେ ସକାଳୁ ଉଠି ସ୍ୱଚ୍ଚ ହୋଇ ଏହି ଶବ୍ଦର ଜପ କରିବା ଦ୍ଵାରା ଆପଣ ଦୀର୍ଘାୟୁ ହେବେ ।

ଆଉ ମଧ୍ୟ ଏହି ଦୁଇଟି ଶବ୍ଦର ପ୍ରଭାବରେ ଆପଣ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ପ୍ରଗତି କରିବେ ଓ ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଖୁବ୍ ଭଲ ରହିବ । ବହୁତ ଦିନ ଧରି ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣଙ୍କ ବ୍ୟାପାରରେ ବିଶେଷ ଲାଭ ହୋଇ ପାରୁ ନାହିଁ ତେବେ, ବ୍ୟବସାୟୀ ମାନଙ୍କ ବ୍ୟାପାରରେ ମଧ୍ୟ ବୃଦ୍ଧି ହେବ ଓ ଅନେକ ଦିନରୁ ଆପଣଙ୍କର କୌଣସି ମନୋସ୍କାମନା ଥିଲେ ତାହା ନିଶ୍ଚୟ ପୂର୍ଣ୍ଣ ହେବ । ନିୟମିତ ଏହି ଦୁଇଟି ଶବ୍ଦର ଜପ କରିବା ଦ୍ବାରା ଆପଣଙ୍କ ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ ନିଶ୍ଚୟ ହେବ ।

ଆମ ଗୁରୁଜନ ମାନେ କୁହନ୍ତି ପ୍ରତିଦିନ ସକାଳୁ ଉଠି ସର୍ବ ପ୍ରଥମେ ନିଜ ଇଷ୍ଟଦେବଙ୍କ ଧ୍ୟାନ ନିହାତି କରିବା ଉଚିତ୍ । ଦିନର ଆରମ୍ଭ ପୂଜା ପ୍ରାର୍ଥନାରେ କରିବା ଦ୍ୱାରା ଆପଣଙ୍କ ସାରା ଦିନ ଭଲ ଭାବେ ବିତିବ । ତେବେ ସେହି ଚମତ୍କାରୀ ଶବ୍ଦଟି ହେଉଛି ‘ଓଁ ଝୁମ୍ ଶହ’ । ଏହା ଲହୁ ମହା ମୃତ୍ୟୁଞ୍ଜୟ ଶବ୍ଦ ଅଟେ । ଏହି ଶବ୍ଦର ଉଚ୍ଚାରଣ ମାତ୍ରେ ଆପଣଙ୍କ କୁଣ୍ଡଳିର ସମସ୍ତ ଦୋଷ ସମାପ୍ତ ହୋଇଯାଏ ଓ ସମସ୍ତ ପ୍ରକାର ଗ୍ରହଙ୍କ ପ୍ରଭାବ ମଧ୍ୟ ନଷ୍ଟ ହୋଇଯାଏ । ସକାଳୁ ଉଠି ସ୍ନାନ କରି ସଫା ବସ୍ତ୍ର ପରିଧାନ କରି ସର୍ବ ପ୍ରଥମେ ଏହି ମନ୍ତ୍ରଟି ଜପ କରନ୍ତୁ ଓ ଶୁଭ ଫଳ ପ୍ରାପ୍ତ ହୁଅନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *