Chakanya Niti- ମରିଗଲେ ବି ସକାଳୁ ସକାଳୁ ଏହି 3 ଟି କାମ କେବେ ବି କରିବେନି ନହେଲେ ସାରା ଜୀବନ ପସ୍ତେଇବେ

ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସୁଖମୟ ଅଥବା ସଫଳ ବନାଇବା ନିମନ୍ତେ ବ୍ୟବକାରିକ ସୂଚନା ଦିଆ ଯାଇଅଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ, ସେ ନିଜ ନୀତି ଶିକ୍ଷା କାରଣରୁ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜାଗାଦି ରେ ବସାଇ ଦେଇଥିଲେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ଏହି ୩ ଟି କାର୍ଯ୍ୟ ସମ୍ବନ୍ଧରେ ଆସନ୍ତୁ ଜାଣିବା । ସକାଳୁ ଉଠିବା ମାତ୍ରେ ଆପଣ ଆଦୌ ଏହି କାର୍ଯ୍ୟ କରନ୍ତୁ ନାହିଁ । କଥାରେ ଅଛି ଯଦି ଆରମ୍ଭ ଭଲ ହେବ ତେବେ ଅନ୍ତ ମଧ୍ୟ ଭଲ ହେବ ।

୧- ପ୍ରାଏ କେତେକ ଲୋକେ ଏଭଳି ଅଛନ୍ତି ଯେଉଁ ମାନେ ସକାଳୁ ଉଠି ସର୍ବ ପ୍ରଥମେ ଆଇନା ରେ ନିଜ ଚେହେରା ଦେଖିଥାନ୍ତି । କେତେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ଅନ୍ୟକୁ ଶୁଭ ମାନିଥାନ୍ତି । ସକାଳେ ଉଠିବା ମାତ୍ରେ ସେହି ଲୋକମାନଙ୍କ ଚେହେରା ସର୍ବ ପ୍ରଥମେ ଦେଖିଥାନ୍ତି । ମାତ୍ର ଶାସ୍ତ୍ର ଅନୁଯାୟୀ ଏଭଳି କରିବା ଆଦୌ ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ସର୍ବ ପ୍ରଥମେ ଆପଣ ଆଖି ବନ୍ଧ କରି ଭଗବାନ ଙ୍କ ସ୍ମରଣ କରନ୍ତୁ । ଏହା ସହିତ ଆପଣ ନିଜ ହାତକୁ ଦେଖନ୍ତୁ । ଏହା ଫଳରେ ସଂପୂର୍ଣ୍ଣ ଦିନ ଆପଣଙ୍କ ଉପରେ ସକାରତ୍ମକ ଊର୍ଜା ର ପ୍ରଭାବ ରହିଥାଏ ଏବଂ ଆପଣଙ୍କ ଦିନ ଭଲରେ କଟିଥାଏ ।

୨- ସକାଳୁ ଉଠିବା ମାତ୍ରେ ଶଙ୍ଖ ର ଧ୍ୱନି, ମନ୍ଦିରର ଘଣ୍ଟି ର ଆବାଜ, ତଥା ଗାୟତ୍ରୀ ମନ୍ତ୍ର ଶୁଣିବା ଶୁଭ ମାନାଯାଇଅଛି । ଆପଣ ମାନେ ନିଜ ଶୋଇବା ଘରେ ମୟୁରପଙ୍ଖ ତଥା ପ୍ରାକୃତିକ ଦୃଶ୍ୟର ଚିତ୍ର ଲଗାନ୍ତୁ ।

୩- ସକାଳୁ ଉଠି ଆପଣ ସର୍ବପ୍ରଥମେ ଖବର କାଗଜ ପଢନ୍ତୁ ନାହିଁ । ଏହା ଆପଣଙ୍କ ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ ।

୪- ସକାଳୁ ଉଠିବା ମାତ୍ରେ କୌଣସି ହିଂ-ସ-କ ପଶୁ ର ଚିତ୍ର ଆଦୌ ଦେଖନ୍ତୁ ନାହିଁ । ଏହା ସହିତ ଆପଣ ଆଦୌ ଝଗଡା କରନ୍ତୁ ନାହିଁ । ଏହା ଆପଣଙ୍କ ଶୁଭ ଗ୍ରହ ଙ୍କ ସ୍ଥିତି ଖରାପ କରିଥାଏ । ଏହା ସଂପୂର୍ଣ୍ଣ ଦିନ ଆପଣଙ୍କ ମସ୍ତିଷ୍କ କୁ ଅଯଥା ଦ୍ଵନ୍ଦରେ ପକାଇଥାଏ ।

୫- ବହୁତ ଲୋକଙ୍କୁ ଉଠିବା ମାତ୍ରେ ବେଡ’ଟି ର ଅଭ୍ୟାସ ରହିଅଛି । ସେହି ବ୍ୟକ୍ତି ମାନେ ବିନା ବ୍ରସ କରି ଚାହା ତଥା କଫିର ଆନନ୍ଦ ନେଇଥାନ୍ତି । ଏଭଳି କରିବା ଦ୍ଵାରା ରାହୁ କେତୁ ଙ୍କ ପ୍ରଭାବ ବଢିଥାଏ । ଆପଣଙ୍କ ଜୀବନରେ ବେକାରର ପରିସ୍ଥିତି ଉପୁଜିଥାଏ । ଏଥି ନିମନ୍ତେ ସକାଳୁ ଯଦି ଆପଣ ଉଠୁଛନ୍ତି ତେବେ ବ୍ରସ କରି ଚାହା ପିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ବିଶେଷ ବିବରଣୀ ପ୍ରତି ଧ୍ୟାନ ଦିଅନ୍ତୁ ଆପଣଙ୍କର ମଙ୍ଗଳ ହେବ । ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *