Garuda Puran: ସକାଳ 8 ଟା ପରେ ଗାଧଉଥିବା ମହିଳାମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଆମ୍ଭ ଜୀବନର ଦୁଇଟି ପ୍ରମୁଖ ଅଙ୍ଗ ଅଟେ । ଆମ୍ଭ ଜୀବନରେ ଆମ୍ଭ କରୁଥିବା ପ୍ରତ୍ୟକ କାର୍ଯ୍ୟ ର ଫଳ ଆମ୍ଭକୁ ଏହା ଅନୁସାରେ ହିଁ ମିଳିଥାଏ । ଆମ୍ଭେ ଜୀବନରେ ଯାହା ସବୁ କରିଥାଉ ତାହାର ପ୍ରଭାବ ଆମ୍ଭ ଉପରେ ନିଶ୍ଚିତ ଭାବରେ ପଡିଥାଏ । ଶାସ୍ତ୍ର ଅନୁସାରେ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ସ୍ନାନ କରିବାକୁ ସବୁଠାରୁ ଶୁଭ ବୋଲି କୁହାଯାଇଅଛି । କାରଣ ଏହା ଦେବତା ମାନଙ୍କର ସ୍ନାନ ର ସମୟ ଅଟେ ।

ମାତ୍ର ଏହା ସମ୍ଭବ ହୋଇପାରି ନଥାଏ । ଏଥିପାଇଁ ସକାଳୁ ଯେତେ ଶୀଘ୍ର ହେବ ସେତେ ଜଲ୍ଦି ମହିଳା ମାନଙ୍କୁ ସ୍ନାନ କରିନେବା ଉଚିତ । ଜଲ୍ଦି ସ୍ନାନ କରିବା ଦ୍ଵାରା ଶରୀରରେ ସତେଜ ରହିଥାଏ ତଥା ଆଳସ୍ୟ କମ ରହିଥାଏ । ଏହା ସହିତ ନକାରାତ୍ମକ ବିଚାର ମନରେ ଆସିନଥାଏ । ଏହାର ଶୁଭ ପରିଣାମ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ଉପରେ ମଧ୍ୟ ପଡିଥାଏ ।

ସ୍ନାନ ପରେ ଭଗବାନ ଙ୍କ ପୂଜା କୁ ମଧ୍ୟ ସର୍ବୋତ୍ତମ ମାନାଯାଇଥାଏ । ଏହାଦ୍ବାରା ଘରେ ସକାରତ୍ମକ ଊର୍ଜା ବ୍ୟାପ୍ତ ହୋଇଯାଇଥାଏ । ଏଣୁ ମହିଳା ମାନଙ୍କୁ ସ୍ନାନ କରିବା ପରେ ସର୍ବ ପ୍ରଥମେ ଭଗବାନ ଙ୍କ ନାମ ସ୍ମରଣ କରିବା ଆବଶ୍ୟକ । ସକାଳ ୮ ଟା ପରେ ସ୍ନାନ କୁ ଅଶୂର ସ୍ନାନ କୁହାଯାଏ । ଏହି ସମୟ ପରେ ସ୍ନାନ କରିଲେ ଶରୀରକୁ ଯନ୍ତ୍ରଣା ପୀଡା ଏବଂ ବହୁତ କିଛି ସହିବାକୁ ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ସ୍ନାନ କରିବା ସମୟରେ କୌଣସି ମହିଳା ଙ୍କୁ ପୂର୍ଣ୍ଣ ରୂପରେ ନଗ୍ନ ହୋଇ ସ୍ନାନ କରିବା ଅନୁଚିତ । ଏହା ବାସ୍ତୁ ଶାସ୍ତ୍ର ଦୃଷ୍ଟିରୁ ସଠିକ ହୋଇନଥାଏ । କାରଣ ଆମ୍ଭ ପୂର୍ବଜ ଆମ୍ଭ ଆଖପାଖରେ ସବୁବେଳେ ଅବସ୍ଥିତ ହୋଇଥାନ୍ତି ଏବଂ ସେ ଆମ୍ଭ ବସ୍ତ୍ର ମାନଙ୍କରୁ ପଡୁଥିବା ପାଣି କୁ ଗ୍ରହଣ କରିଥାନ୍ତି ।

ନିବସ୍ତ୍ର ସ୍ନାନ କରିବା ଦ୍ଵାରା ସେ ଏଭଳି କରିପାରିନଥାନ୍ତି ଏବଂ ଅତୃପ୍ତ ହୋଇ ଆମ୍ଭ ଉପରେ କ୍ରୋଧିତ ହୋଇଯାଇଥାନ୍ତି । ଏଣୁ ନିବସ୍ତ୍ର ହୋଇ କେବେ ସ୍ନାନ କରିବା ଉଚିତ ନୁହେଁ । ସାର୍ବଜନୀକ ସ୍ଥାନ ମାନଙ୍କରେ ମଧ୍ୟ କେବେ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । ବନ୍ଧୁଗଣ ଏହି ନିୟମ ପାଳନ କରି ସ୍ନାନ କରନ୍ତୁ ଆପଣଙ୍କର ମଙ୍ଗଳ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *