Vastu Shastra- ସକାଳ 8 ଟା ପରେ ଗାଧଉଥିବା ସ୍ତ୍ରୀ ମାନେ ଏହାକୁ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନେ କରୁଥିବା ପ୍ରତ୍ଯେକଟି ଭଲ କାର୍ଯ୍ୟ ଦ୍ଵାରା ଘର ସ୍ଵର୍ଗ ପାଲଟି ଯାଇଥାଏ । ଯଦି ସେହି ସବୁ କାର୍ଯ୍ୟକୁ ସଠିକ ଢଙ୍ଗରେ କରିଥିବେ ତେବେ ହିଁ ତାହାର ସଠିକ ଫଳ ମିଳିଥାଏ । ଆଜି ଆପଣ ମାନେ ଗାଧୋଇବା ବିଷୟରେ କିଛି ଏପରି ନିୟମ ଜାଣିବାକୁ ପାଇବେ । ଯଦି ଏହିପରି ନିୟମର ଉଲଂଘନ କରି ମହିଳା ଜଣଙ୍କ ସ୍ନାନ କରିଥାଏ ।

ତେବେ ବହୁତ ଖରାପ ପରିଣାମ ତାହାର ପରିବାରକୁ ଭୋଗିବାକୁ ପଡିଥାଏ । ପ୍ରତ୍ଯେକଟି ମନୁଷ୍ୟ ଗାଧୋଇବା ନିହାତି ଭାବରେ ଦରକାର ହୋଇଥାଏ। କାରଣ ସ୍ନାନ କରିବା ଦ୍ଵାରା ଶରୀରରେ ଥିବା ଧୁଳି ମଇଳା ଦୂର ହୋଇଥାଏ । ଯାହା ଦ୍ଵାରା ଶରୀର ରୋଗଜୀବାଣୁଙ୍କ ଠାରୁ ଦୂରରେ ରହିବା ସହ ସତେଜ ଅନୁଭବ କରିଥାଏ ।

ଏହା ସହିତ ସ୍ନାନ କରିବାର ସବୁଠାରୁ ବିଶେଷ ମହତ୍ଵ ହେଉଛି । ଶରୀରରେ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଯାହା ଫଳରେ ବ୍ୟକ୍ତି ମାନସିକ ସ୍ଥିତିରେ ଶାନ୍ତି ଆସିଥାଏ । ସ୍ନାନ କରିବା ସମୟରେ ଶରୀରକୁ ସଂପୂର୍ଣ୍ଣ ଓଦା କରି ଭଲ ଭାବରେ ସ୍ବଚ୍ଛ ଭାବରେ ସ୍ନାନ କରିବା ଉଚିତ । ଯଦି କୌଣସି ବ୍ୟକ୍ତି ଅଧାପନ୍ତରା ହୋଇ ସ୍ନାନ କରିଥାଏ ।

ତେବେ ସେହି ବ୍ୟକ୍ତିର କୁଣ୍ଡଳୀରେ ଖରାପ ସ୍ଥିତି ଆସିଯାଏ । ସ୍ନାନ କରିବା ସମୟରେ ଉଲଗ-ନ ହୋଇ ଗାଧୋଇବା ଅନୁଚିତ । ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ଆସିଯାଇଥାଏ । ବିଶେଷ କରି ମହିଳା ମାନେ ଏହି କଥା ଉପରେ ଅଧିକ ଯତ୍ନଶୀଳ ହେବା ଉଚିତ । ଏହା ଛଡା ବିଳମ୍ବରେ ଗାଧୋଉଥିବା ମହିଳାଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ସ୍ନାନ କରିସାରିଲା ପରେ ଅନ୍ୟ କାହାର ତଉଲିଆରେ ନିଜର ଶରୀରକୁ ପୋଛିବା ଅନୁଚିତ ।

ଏପରି କରିବା ଦ୍ଵାରା ବ୍ୟକ୍ତିର ଶରୀରରେ ଚର୍ମ ଜନିତ ବିଭିନ୍ନ ସମସ୍ଯା ଆସିବାର ସମ୍ଭାବନା ରହିଥାଏ ।  ଗାଧୋଇବା ସମୟରେ ମୁଣ୍ଡରେ ପ୍ରଥମେ ହଟାତ ପାଣି ଢାଳି ଗାଧୋଇବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ରକ୍ତ ସଂଚାଳନ ବନ୍ଦ ହେବାର ସମ୍ଭାବନା ରହିଥାଏ । ଯାହା ଦ୍ଵାରା ହାର୍ଟ ଆଟାକ୍, ବ୍ରେନ ଷ୍ଟ୍ରୋକ ଓ ପାରଲାଇଜ ଭଳି ସମସ୍ଯା ଆସିପାରେ ।

ପ୍ରଥମେ ନିଜ ଶରୀରରେ ପାଣି ଢାଳି ଢାଳି ତାପରେ ମୁଣ୍ଡରେ ପାଣି ଢାଳି ଗାଧୋଇବା ଉଚିତ । କିଛି ଶାରୀରିକ କାର୍ଯ୍ୟ କରି ସଂପୂର୍ଣ୍ଣ ଝାଳ ହୋଇଥିବା ଶରୀରରେ ହଟାତ ସ୍ନାନ କରିବା ଅନୁଚିତ । ଗାଧୋଇ ସାରିଲା ପରେ ତେଲ ଶରୀରରେ ମାଲିସ କରିବା ଅନୁଚିତ । ତେଲ ମାଲିସ କରି ସାରିଲା ପରେ ସ୍ନାନ କରିବା ଦ୍ଵାରା ଭଲ ହୋଇଥାଏ ।

ଯଦି ସ୍ନାନ ସମ୍ବଦ୍ଧିତ ଏପରି କିଛି ନିୟମକୁ ପାଳନ କରନ୍ତି । ତେବେ ଶାରୀରିକ ଓ ମାନସିକ ସ୍ଥିତି ବହୁତ ଭଲ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *