ସବ୍ୟସଚୀ ମିଶ୍ରଙ୍କ ସମତ୍ତି କେତେ, ଏବେ ହିଁ ଜାଣନ୍ତୁ

ସବ୍ୟସଚୀ ମିଶ୍ର ଜାହାଙ୍କ ଚର୍ଚ୍ଚା ବର୍ତମାନ ସମୟ ରେ ସାରା ଓଡ଼ିଶା ରେ ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ସେ ଆମ ଓଡ଼ିଶା ର ଏକ ମାତ୍ର ହିରୋ ଯିଏ କି ଶ୍ରମୀକ ମାନଙ୍କୁ ଯେଉଁ ମାନେ ଓଡ଼ିଶା ରେ ବାହାରେ ଫଶି ହୋଇ ରହି ଜାଇ ଥିଲେ । ସେମାନଙ୍କୁ ଘରକୁ ଫେରେଇ ଆଣିଛନ୍ତି ।

ସେ ବର୍ତମାନ ସମୟ ରେ ସହ ସହ ଲୋକ ମାନଙ୍କୁ ସାହାଯ୍ୟ କରି ସେମାନଙ୍କ ପାଇଁ ଭଗବାନ ପାଲଟିଛନ୍ତି ସବ୍ୟସଚୀ ମିଶ୍ର । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବୁ କି ସେହି ସବ୍ୟସଚୀ ମିଶ୍ର ଙ୍କ ଲାଇଫ୍ ଷ୍ଟାଇଲ୍ ତାଙ୍କର ସଂମ୍ପତୀ ଏବଂ ତାଙ୍କର ପରିବାର ବିଷୟ ରେ ସଂମ୍ପର୍ଣ୍ଣ କଥା ।

ବନ୍ଧୁଗଣ ସବ୍ୟସଚୀ ମିଶ୍ର ଙ୍କ ଜନ୍ମ ଗଞାମ୍ ଜିଲ୍ଲା ରେ ହୋଇ ଥିଲା । ବର୍ତମାନ 34 ବର୍ଷ ବୟସ ହୋଇଛି । 2002 ମସିହା ରେ ମନୋରଂଞନ ଜଗତ ରେ ପାଦ ଦେଇ ଥିଲେ । ପ୍ରଥମେ ସେ ଆଲବମ୍ କରୁ ଥିଲେ ଏବଂ ପରେ ସେ 2007 ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ ।

ସବ୍ୟସଚୀ ମିଶ୍ର ଙ୍କ ପ୍ରଥମ ଫିଲ୍ମ ପାଗଳ ପ୍ରେମୀ ରହି ଥିଲା । ଏହା ହିଟ୍ ହେବା ପରେ ସେ ସପନ ର ସୈଦାଗର ଫିଲ୍ମ ରେ କାମ କରି ଥିଲେ । ସବୁ ବେଳେ ସେ ନିଜର ସଫଳତା ର କ୍ରେଡିଟ୍ ହରପଟ୍ଟନାୟକ ଙ୍କୁ ଦିଅନ୍ତି ।ତା ପର ଠାରୁ ସେ ଆଜି ଯାଏ 40 ଟି ଫିଲ୍ମ କରି ସାରିଛନ୍ତି । ସେ ଓଡ଼ିଆ ଫିଲ୍ମ ସହିତ ତେଲୁଗୁ ଏବଂ ବେଙ୍ଗଲୀ ଫିଲ୍ମ ବି କରିଛନ୍ତି ।

ସବ୍ୟସଚୀ ମିଶ୍ର ଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ ତାଙ୍କର ମୂଖ୍ୟ ଆୟ ର ସ୍ରୋତ ହେଲା ବ୍ରାଣ୍ଡ ପ୍ରୋମସନ୍ । ଏମିତି ରେ ସେହି ଥିରେ ସେ କେବେ 5 ଲକ୍ଷ ତ କେବେ 1 କୋଟି ବି ନେଇ ଥାନ୍ତି । ଆପଣ ମାନେ ସବ୍ୟଙ୍କୁ ବହୁତ ସମୟ ରେ ବ୍ରାଣ୍ଡ ର ପ୍ରୋମସନ୍ କରୁ ଥିବାର ଦେଖି ଥିବେ ।

ସବ୍ୟସଚୀ ମିଶ୍ର ଙ୍କ ବହୁତ ବଡ ଘର ରହିଛି କଟକ ରେ ଏହା ସହିତ ତାଙ୍କ ପାଖରେ ବହୁତ ଗୁଡିଏ ଲଗଜୋରୀ କାର୍ ରହିଛି । ଏହା ସହିତ ତାଙ୍କ ପାଖରେ ବହୁତ ଗୁଡିଏ ବ୍ରାଣ୍ଡ ର ବାଇକ୍ ବି ରହିଛି । ଆଉ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 4 ରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରି ଥାନ୍ତି । ସେହି ପରି ବନ୍ଧୁଗଣ ବର୍ତମାନ ସମୟ ରେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟ ରେ କହିବା ପାଇଁ ଗଲେ ପାଖା ପାଖି 1 କୋଟି ଟଙ୍କା ର ସଂମ୍ପତୀ ତାଙ୍କ ପାଖରେ ରହିଛି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *