Jyotish Shastra- ସବୁଠୁ ଅଧିକ ରୋମାଣ୍ଟିକ ହେଇଥାନ୍ତି ଏହି 6 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଲ ପାଇବା ହେଉଛି ଏକ ସୁନ୍ଦର ଅନୁଭବ । ସମସ୍ତଙ୍କ ସହିତ ଏକ ଭଲ ପାଇବାର ସମ୍ପର୍କ ରହିଥାଏ । କିନ୍ତୁ ସବୁଠାରୁ ଖାସ ହୋଇଥାଏ ନିଜ ଲାଇଫ ପାର୍ଟନର୍ ଙ୍କ ସହିତ ।

ନିଜ ଲାଇଫ ପାର୍ଟନର୍ ଙ୍କୁ ମନ ଭିତରେ ଥିବା ଭଲ ପାଇବା କୁ ପ୍ରକାଶ କରିବା ଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ସେମାନେ ନିଜ ଲାଇଫ ପାର୍ଟନର୍ ଙ୍କୁ ପ୍ରପୋଜ କରିବା ପାଇଁ କେବେବି ସଙ୍କୋଚ କରନ୍ତି ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘A’ । ଏହି ନାମର ଝିଅ ଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ପାର୍ଟନର୍ ଙ୍କୁ ନେଇ ବହୁତ ସ୍ୱପ୍ନ ଦେଖିଥାନ୍ତି । ଏମାନେ ନିଜ ପାର୍ଟନର୍ ଙ୍କୁ ଖୁସି ରଖିବା ନିମନ୍ତେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି ଏବଂ ଏହି ନାମ ର ଝିଅ ନିଜ ଜୀବନ ର ସମସ୍ତ କ୍ଷଣ କୁ ରୋମାଣ୍ଟିକ ଅନ୍ଦାଜ ରେ ବଞ୍ଚିବାକୁ ପସନ୍ଦ କରନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି, ‘L’ । ଏହି ନାମର ଝିଅ ଙ୍କ ପାଇଁ ଭଲ ପାଇବା ହେଉଛି ଜୀବନ ର ଏକ ଖାସ ଅଙ୍ଗ । ଏମାନେ ନିଜ ସମ୍ପର୍କ କୁ ଇମାନଦାର ହୋଇ ନିଭାଇ ଥାଆନ୍ତି । ଏମାନେ କେବେବି ନିଜ ଜୀବନସାଥୀ ଙ୍କୁ ଦୁଃଖ ଦିଅନ୍ତି ନାହିଁ । ଏହା ସହିତ ଏମାନେ କୌଣସି ବ୍ୟକ୍ତି କୁ ମଧ୍ୟ ଦୁଃଖ ରେ ଦେଖି ପାରନ୍ତି ନାହିଁ ।

୩. ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି, ‘N’ । ଏହି ନାମର ଝିଅ ସର୍ବଦା ଅନ୍ୟ ର ସାହାଯ୍ୟ କରିଥାନ୍ତି । ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ଏମାନେ ସର୍ବଦା ହୃଦୟ ରୁ ଭାବିଥାନ୍ତି । ଏମାନେ ନିଜ ପାର୍ଟନର୍ ଙ୍କ ସହିତ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏହା ସହିତ ଏହି ନାମର ଝିଅ ନିଜ ଲାଇଫ କୁ ରୋମାଣ୍ଟିକ ଅନ୍ଦାଜ ରେ ବଞ୍ଚିବାକୁ ପସନ୍ଦ କରନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷର ଟି ହେଉଛି, ‘S’ । ଏହି ନାମର ଝିଅ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ନିଜ ପାର୍ଟନର୍ ଙ୍କୁ ଖୁସି କରାଇବା ନିମନ୍ତେ ନୂଆ ନୂଆ ଉପାୟ ଆପଣାଇ ଥାଆନ୍ତି । ଏହି ନାମର ଝିଅ ଯାହାକୁ ଭଲ ପାଆନ୍ତି ତା’ ସହିତ ଜୀବନ ସାରା ରୁହନ୍ତି । ଏମାନଙ୍କୁ ଜୀବନସାଥୀ ରୂପରେ ପାଇବା ଭାଗ୍ୟ ର କଥା ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମ ଅକ୍ଷର ଟି ହେଉଛି, ‘R’ । ଏହି ନାମର ଝିଅ ଙ୍କ ଅନ୍ଦାଜ ବହୁତ ରୋମାଣ୍ଟିକ ହୋଇଥାଏ । ଏମାନେ ଜୀବନ ରେ ଖୋଲିକରି ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନେ କେବେବି ନିଜ ପାର୍ଟନର୍ ଙ୍କୁ ଧୋକା ଦିଅନ୍ତି ନାହିଁ । ଏମାନେ ନିଜ ପାର୍ଟନର୍ ଙ୍କୁ ସବୁବେଳେ ଖୁସି ରେ ଦେଖିବାକୁ ଚାହାନ୍ତି ।

୬. ବନ୍ଧୁଗଣ ଷଷ୍ଠ ଅକ୍ଷର ଟି ହେଉଛି, ‘P’ । ଏହି ନାମର ଝିଅ ଙ୍କୁ ବହୁତ ରୋମାଣ୍ଟିକ କୁହାଯାଏ । ଏମାନେ ପ୍ରାୟତଃ ନିଜ ପାର୍ଟନର୍ ଙ୍କ ସହିତ ରୋମାଣ୍ଟିକ ମୁଡ଼ ରେ ରୁହନ୍ତି । ଏମାନେ ନିଜ ପାର୍ଟନର୍ ଙ୍କୁ ନେଇ ସର୍ବଦା ପ୍ରୋଟେକ୍ଟିଭ ରୁହନ୍ତି । ଏହି ନାମର ଝିଅ ନିଜ ପାର୍ଟନର୍ ଙ୍କୁ ଖୋଲିକରି ନିଜର ମନ ର କଥା କୁହନ୍ତି ଏବଂ ଆଦୋୖ ସଂକୋଚ କରନ୍ତି ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *