ଋଣ ମୁକ୍ତ ହେବା ପାଇଁ କଣ କରିବା ଉଚିତ ? ଗୀତା ରେ କଣ କହିଛନ୍ତି ଶ୍ରୀକୃଷ୍ଣ- Krishna Vani

ଭଗବାନ କୃଷ୍ଣ ଙ୍କ ଅନୁସାରେ ମନୁଷ୍ୟ ଦୈନଦିନ ଜୀବନରେ ଋଣ ମୁକ୍ତ ହେବାର ଉପାୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ବ୍ୟକ୍ତିର ଜନ୍ମ ତାର ପରିଚୟ ହୋଇନଥାଏ । ବ୍ୟକ୍ତିର ଧର୍ମ ତାର ମଧ୍ୟ ପରିଚୟ ହୋଇନଥାଏ ।

ବ୍ୟକ୍ତିଟିର କର୍ମହିଁ ତାର ପରିଚୟ ହୋଇଥାଏ । ତେଣୁକରି କର୍ମକୁ ଭାଗବାନ ବୋଲି କୁହାଯାଇଛି । ବ୍ୟକ୍ତିଟି ଯେଉଁ ଭଳି ଭାବରେ ତାର ଦୈନଦୀନ ଜୀବନରେ କର୍ମ କରିଥାଏ, ତାର ସେହି କର୍ମ କୁ ଆଧାର କରି ତାର ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ଯେଉଁ କର୍ମ କରିଛି ସେହି ବ୍ୟକ୍ତିଟିକୁ ସେହି ଭଳି ଭାବରେ ଫଳ ମିଳିଥାଏ । ତେଣୁକରି ସଦା ସର୍ବଦା ନିଜର କର୍ମ ପ୍ରତି ସଚେତନ ହେବ ଆବଶ୍ୟକ । କର୍ମଦ୍ୱାରା ହିଁ ସଫଳତା ଆସିଥାଏ ।

ଋଣ ମନୁଷ୍ୟର ସବୁଠୁ ବଡ ଶତ୍ରୁ ହୋଇଥାଏ । ଯଦି ଦୈନଦୀନ ଜୀବନରେ ଖୁସିପୁର୍ନ ରହିବାକୁ ଚାହୁଁଛନ୍ତି ତାହାଲେ ଋଣ କରନ୍ତୁ ନାହିଁ । ଅଥବା ଯଦି ଋଣ କରିଛନ୍ତି ତାହାଲେ ଖୁବ ଶୀଘ୍ର ସୁଝିଦେବା ଆବଶ୍ୟକ ।

ଋଣ ଯେ ପର୍ଯ୍ୟନ୍ତ ବ୍ୟକ୍ତିଟିର ମୁଣ୍ଡ ଉପରେ ରହିଥାଏ, ବ୍ୟକ୍ତିଟି ମୁଣ୍ଡ ଉଠେଇକରି ଚାଲି ପାରେନାହିଁ । ବେଳେବେଳେ କିଛି ବ୍ୟକ୍ତି ଋଣ ସୁଝି ନପାରି ନିଜର ମୂଲ୍ୟବାନ ଜୀବନଟିକୁ ହରାଇବସିଥାନ୍ତି । ଏହା ଦ୍ୱାରା ସେମାନେ ବୁଝିପାରନ୍ତିନି କି ସେମାନଙ୍କ ମାରିବା ଦ୍ୱାରା ସିନା ସେମାନେ ଋଣରୁ ମୁକ୍ତ ହେଇଯିବେ କିନ୍ତୁ ସେମାନଙ୍କର ଯେଉଁ ସନ୍ତାନ ଅଛନ୍ତି ସେମାନେ ସେହି ଋଣକୁ ସୁଝିବାକୁ କେତେ ହଇରାଣ ହୋଇଥାନ୍ତି ।

ତେଣୁକରି ଜୀବନରେ ଋଣ କରନ୍ତୁ ନାହିଁ । ମନୁଷ୍ୟ ତାର ଭବିଷ୍ୟତ ରେ ଯାହା ଘଟିବାକୁ ଯାଉଛି ତାକୁ ସେହିକଥାଗୁଡିକୁ ଚିନ୍ତା କରିବା ଉଚିତ ନୁହେଁ ଏବଂ ଯାହା ଅତୀତରେ ଘଟି ଯାଇଛି ତାହାକୁ ଭାବିବା ଉଚିତ ନୁହେଁ । ସେ ଏହା ସଦାସର୍ବଦା ଭାବିବା ଉଚିତ ଯେ ସେ ବର୍ତ୍ତମାନ କଣ କରୁଛି । ଓ କଣ କଲେ ସଫଳତା ଆଡକୁ ଅଗ୍ରସର ହେବ ।

ଶିକ୍ଷ୍ୟା ହିଁ ମନୁଷ୍ୟକୁ ଉତ୍କୃଷ୍ଟ କରି ଗଢ଼ିଥାଏ । ସୁନ୍ଦର ଯୌବନ ଚାଲିଯାଇଥାଏ । ଜୀବନରେ ଅର୍ଜିତ ଧନ ମଧ୍ୟ ଚାଲିଯାଇଥାଏ । କିନ୍ତୁ ଯଦି ଉଚିତ ଶିକ୍ଷ୍ୟା ମିଳିଥାଏ ତାହାଲେ ଜଣେ ସଫଳତା ଆଡକୁ ଅଗ୍ରସର ହୋଇଯାଇଥାଏ । ବ୍ୟକ୍ତି ଟିର ଶିକ୍ଷ୍ୟା, ଆଉ ସଂସ୍କାର ବ୍ୟକ୍ତି ଟିକୁ ଅସୁନ୍ଦର ହେଲେ ମଧ୍ୟ ସୁନ୍ଦର କରିଦେଇଥାଏ । ବ୍ୟବସାୟ ସମ୍ପର୍କିତ ଜ୍ଞାନ କୌଣସି ବ୍ୟକ୍ତି ଆଗର ପ୍ରକାଶ କରନ୍ତୁ ନାହିଁ । ସେ ତୁମର ନିଜର ହେହି ହୁଅନ୍ତୁ କି ଅନ୍ୟ । ଯଦି ଆପଣ ଏପରି କରନ୍ତି ତାହାଲେ ଆପଙ୍କର ବିନାଶ ଆବଶ୍ୟକ ।


ବାସ୍ତବିକ ଜ୍ଞାନ ପୁସ୍ତକ ବା ସମ୍ପତିରୁ ମିଳିନଥାଏ । ଯଦି ଏପରି ହୁଅନ୍ତା ତାହାଲେ ଲୋକ ମାନେ ଦରକାର ପଡିଲେ ମଧ୍ୟ ଏହାର ପ୍ରୟୋଗ କରିପାରି ନଥାନ୍ତି । ଯଦି କୌଣସି ବ୍ୟକ୍ତି ଆପଣଙ୍କର ବହୁତ ନିକଟତର ସେହି ବ୍ୟକ୍ତି ଆପଣଙ୍କଠାରୁ ଯେତେବି ଦୂରରେ ଥିଲେ ମଧ୍ୟ ଆପଣଙ୍କର ହୃଦୟରେ ରହିଥାନ୍ତି । ଯଦି ଯିଏ ଥରେ ହୃଦୟରୁ ବାହାରି ଯାଇଥାଏ ସେହି ବ୍ୟକ୍ତି ପାଖରେ ଥାଇ ମଧ୍ୟ ଦୂରତା ପରି ଲାଗିଥାଏ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କେତୋଟି ପ୍ରଶ୍ନ ନିଜକୁ ପଚାର, କାରଣ ଏହା କରିବା ଦ୍ୱାରା କାଯ୍ୟରେ ଅତି ସହଜରେ ସଫଳତା ମିଳିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *