ବନ୍ଧୁଗଣ, ପ୍ରାଚୀନ କାଳରୁ କୁହାଯାଇଅଛି ଯେ, ଭାଗ୍ୟଶାଳୀ ମହିଳା ମାନଙ୍କର କିଛି ଅଲଗା ସ୍ଵଭାବ ରହିଥାଏ । ଏମାନଙ୍କ ସମ୍ବନ୍ଧରେ ବହୁତ କମ ଲୋକଙ୍କୁ ହିଁ ଜଣାଥାଏ । ଯେଉଁଭଳି ମନୁଷ୍ୟ ର ରାଶି ତାହାର ଭବିଷ୍ୟତ ସମ୍ବନ୍ଧରେ କହିଥାଏ, ସେହିଭଳି ମହିଳା ମାନଙ୍କର ଶରୀରର କିଛି ଅଙ୍ଗ ବଡ ଥିଲେ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସମୁଦ୍ର ଶାସ୍ତ୍ର ରେ ସ୍ତ୍ରୀ ଙ୍କର କେତେକ ଶୁଭ ଅଙ୍ଗ ତଥା ତାଙ୍କର ଲକ୍ଷଣ ସମ୍ବନ୍ଧରେ କିହାଯାଇଅଛି ।
ଯଦି ତାଙ୍କର ଏହି ଅଙ୍ଗ ବଡ ଥିବ ତେବେ ସେମାନେ ନିଜ ସହିତ ନିଜ ସ୍ଵାମୀ ଙ୍କ ଭାଗ୍ୟ ମଧ୍ୟ ଚମକାଇ ଦେଇଥାନ୍ତି । ଆଜି ଆମ୍ଭେ ସେହି ଭାଗ୍ୟଶାଳୀ ମହିଳା ମାନଙ୍କ କିଛି ଏହି ଭଳି ବିଶେଷ ଅଙ୍ଗ ସମ୍ବନ୍ଧରେ ଜାଣିବା । ୧- ଲମ୍ବା କେଶ- ବନ୍ଧୁଗଣ ଲମ୍ବା କେଶ ମହିଳା ମାନଙ୍କ ସୌନ୍ଦର୍ଜ୍ୟ କୁ ବଢାଇବା ସହିତ, ଏହି ମହିଳା ମାନଙ୍କ ଗୃହ ରେ ପ୍ରବେଶ ଦ୍ଵାରା ଘରେ ସୁଖ ଶାନ୍ତି ବଢିଯାଇଥାଏ । ସମସ୍ତ ସଦସ୍ୟ ମାନଙ୍କର ଭାଗ୍ୟ ମଧ୍ୟ ଖୋଲିଯାଇଥାଏ । ଏମାନେ ନିଜ ସହିତ ନିଜ ଭାଗ୍ୟ ମଧ୍ୟ ନେଇ ଆସିଥାନ୍ତି ।
୨- ଲମ୍ବା ଗର୍ଦନ- ମହିଳା ମାନଙ୍କର ଲମ୍ବା ଗର୍ଦନ ସୌଭାଗ୍ୟ ର ପ୍ରତୀକ ମାନାଯାଇଥାଏ । ମାନା ଯାଇଅଛି ଏହିଭଳି ଗର୍ଦନ ଥିବା ମହିଳା ଶୁଭ ଲକ୍ଷଣ ଯୁକ୍ତ ହୋଇଥାନ୍ତି । ଘରେ ସର୍ବଦା ଖୁସି ର ମାହୋଲ ବନି ରହିଥାଏ ।
୩- ଲମ୍ବା ନାକ- ଲମ୍ବା ନାକ ଥିବା ମହିଳା ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଅଯଥାରେ ଖର୍ଚ୍ଚ କରି ନଥାନ୍ତି ଏବଂ ଘରେ ଥିବା ଆୟ ହିସାବରେ ହିଁ ଚାଲିଥାନ୍ତି । ଏହିଭଳି ମହିଳା ନିଜ ସ୍ଵାମୀ ଙ୍କୁ ବହୁତ ସୁଖ ପହଞ୍ଚାଇଥାନ୍ତି । ଏମାନେ ତାଙ୍କ ସହିତ ସର୍ବଦା ସ୍ଥିର ରହିଥାନ୍ତି ।
୪- ଉଚ୍ଚ କପାଳ- ଯଦି ସ୍ତ୍ରୀ ର ମଥା ଚଉଡା ଅଟେ ତେବେ ଆପଣ ତାଙ୍କୁ ଅସୁନ୍ଦରତାରେ ଯୋଡନ୍ତୁ ନାହିଁ । ଏହିଭଳି ମହିଳା ବହୁତ କରିସ୍ମାୟୁ ହୋଇଥାନ୍ତି । ଏହା ସହିତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ସମସ୍ତ ପରିସ୍ଥିତି ରେ ଭାବି ବିଚାରୀ କାର୍ଯ୍ୟ କରିଥାନ୍ତି । ଏମାନେ ଆଗକୁ ବଢିବାର ପ୍ରୟାସ ସର୍ବଦା କରିଥାନ୍ତି ।
୫- ଲମ୍ବା ଆଙ୍ଗୁଳି- ଯେଉଁ ମାନଙ୍କ ଆଙ୍ଗୁଳି ଲମ୍ବା ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜର ସମସ୍ତ କାର୍ଯ୍ୟ ଭଲ ଭାବରେ କରିଥାନ୍ତି । ଏମାନଙ୍କୁ ପଢା ଲେଖା କରିବାକୁ ମଧ୍ୟ ଭଲ ଲାଗିଥାଏ । ଏହିଭଳି ମହିଳା ଙ୍କ ଆସିବା କାରଣରୁ ଆପଣଙ୍କ ଘରେ ଧନର କେବେ ଅଭାବ ହୋଇନଥାଏ । ଏମାନଙ୍କୁ ପଇସାର ମହତ୍ଵ ମଧ୍ୟ ଭଲ ଭାବରେ ଜଣାଥାଏ ।
୬- ବଡ ବଡ ଆଖି- ମହିଳା ମାନଙ୍କର ବଡ ବଡ ଆଖି ନା କେବଳ ତାଙ୍କ ସୌନ୍ଦର୍ଜ୍ୟ କୁ ବଢାଇଥାଏ, ଏମାନେ ଅତ୍ୟନ୍ତ ବିଶ୍ଵାସ ଜନକ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ସାଥି ସହିତ ବହୁତ ପ୍ରେମ କରିଥାନ୍ତି । ଏବଂ ସ୍ଵଭାବରୁ ଅତ୍ୟନ୍ତ ଦୟାଳୁ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।