ଯଦି ପୂଜା କରିବା ସମୟରେ ଆପଣଙ୍କୁ ମିଳୁଛି ଏହି 4 ସଙ୍କେତ, ତ ଜାଣି ନିଅନ୍ତୁ ଏହାର ଅର୍ଥ କଣ ! -Jyotish Shastra

ବନ୍ଧୁଗଣ କଣ ଆପଣ  ଜାଣନ୍ତି କି, ପୂଜା ଘରେ ପୂଜା କରୁଥିବା ସମୟରେ ଆପଣଙ୍କ ଅଜାଣତରେ କିଛି ସଙ୍କେତ ଆପଣଙ୍କୁ ମିଳୁଛି, କିନ୍ତୁ ଆପଣଙ୍କୁ  ତାହା ସବୁ ଅଜଣା । ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହେଇ ଭଗବାନ ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି । କିନ୍ତୁ ଆପଣ ତାହା ବୁଝି ପାରନ୍ତିନି । ଆସନ୍ତୁ ଜାଣିବା ସେସବୁ ସଙ୍କେତ ବିଷୟରେ ।ବନ୍ଧୁଗଣ   ଆପଣ ପୁଜାର୍ଚ୍ଚନା କରୁଥିବା ସମୟରେ କିଛି ସଙ୍କେତ ମିଳିଥାଏ ।

ଯେମିତି କି ପୂଜା  ଚାଲିଥିବା ସମୟରେ ଆପଣଙ୍କ ଦ୍ଵାରକୁ କେହି ଜଣେ ଭିକ୍ଷା ନେବାକୁ ଆସିଛନ୍ତି, ଏବଂ ଖୁବ ବଡ ପାଟି ରେ ଭଗବାନ ଙ୍କ ନାମ ଉଚାରଣ କରୁଛନ୍ତି । ତେବେ ଆପଣ ବୁଝିଜାନ୍ତୁ ଯେ ଭଗବାନ ଆପଣଙ୍କ ଦ୍ଵାରକୁ ଆସିଛନ୍ତି । ଆପଣ ତାଙ୍କୁ ଭିକାରି ଭାବି ଦ୍ଵାରରୁ ତଡି ଦିଅନ୍ତୁ ନାହିଁ ।   ତାଙ୍କୁ ଉଚିତ ସମ୍ମାନ ଦେଇ ପ୍ରଣାମ କରନ୍ତୁ ଏବଂ ଉଚିତ ଭିକ୍ଷା ପ୍ରଦାନ କରନ୍ତୁ ।

ଆଉ ଏକ ସଙ୍କେତ ହେଉଛି ଯଦି ଆପଣ ପୂଜା କରୁଛନ୍ତି ଏବଂ ଭଗବାନଙ୍କର ଆଳତି କରୁଛନ୍ତି  ଏବଂ ସେ ଆଳତି ଆହୁରି ଅଧିକ ଉତେଜିତ ହେଇ ଉଠିଛି  ତେବେ ଆପଣ ବୁଝି ନିଅନ୍ତୁ ଯେ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । 3ୟ ସଙ୍କେତ ଯଦି ଆପଣ ପୂଜାର୍ଚନା କରୁଥିବା ସମୟରେ ଧୂପକାଠି କିମ୍ବା ଝୁଣା ଧୂପ ଧୂଆଁ  ର ଆକୃତି ଆପଣଙ୍କ ଘରର ଇଷ୍ଟ ଦେବାତା ଙ୍କ ଆକୃତି ଭଳି ଦେଖା ଯାଉଛି, ତେବେ ଏହା ମଧ୍ୟ ଭଗବାନ ଙ୍କ ସନ୍ତୁଷ୍ଠ ହେବାର ସଙ୍କେତ ଅଟେ ।

ଆଉ ଗୋଟେ ସଙ୍କେତ ହେଉଛି, ଯଦି ପୂଜାର୍ଚନା କରୁଥିବା ସମୟରେ ଯଦି ଭଗବାନଙ୍କୁ ଅର୍ପଣ କରିଥିବା ପୁଷ୍ପ ଭଗବାନଙ୍କ ମଥାରୁ କିମ୍ବା ତାଙ୍କ ଚରଣରୁ ଆପଣଙ୍କ ଆଡକୁ ଆସି ପଡେ, ତେବେ ଭଗବାନ ଆପଣଙ୍କ ଉପରେ  ସନ୍ତୁଷ୍ଟ ଅଛନ୍ତି ବୋଲି ବୁଝି ନିଅନ୍ତୁ । ଏହି ସବୁ ଥିଲା ପୂଜା ଘରେ ଘଟୁଥିବା ଅଲୌକିତ ସଙ୍କେତ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *