ପୂଜା ସମୟରେ ଦୀପ ରୁ ଦୀପ କିମ୍ବା ଧୂପ ଲଗାଇଲେ କେଉଁ ସମସ୍ଯା ଦେଖାଦିଏ, ଜାଣନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, କିଛି ଏପରି ଅନୁଚିନ୍ତା ଯାହା ଜାଣି ଆପଣ କାମ କଲେ ଆପଣ ଆପଣଙ୍କର ଦୈନନ୍ଦିନ ଜୀବନ ଟିକୁ ସୁଖ, ଶାନ୍ତି ଓ ସମୃଦ୍ଧିମୟ କରିପାରିବେ । ତେବେ ଆସନ୍ତୁ ଜାଣିବା,ମହାଦେବଙ୍କୁ ମିଶ୍ରି ସହିତ କ୍ଷୀର ଅର୍ପଣ କରିବା ଦ୍ଵାରା, ଉତ୍ତମବୁଦ୍ଧି ପ୍ରାପ୍ତ କରିବା ପାଇଁ ଇଚ୍ଛା ରଖୁଥିବା ଲୋକ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମହାଦେବଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରାଇବା ଦ୍ଵାରା ସନ୍ତାନ ପ୍ରାପ୍ତି ଇଚ୍ଛା ରଖୁଥିବା ଲୋକ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ସୂର୍ଯ୍ୟ, ଗଣେଶ, ଦୂର୍ଗା, ଶିବ, ଏବ॰ ବିଷ୍ଣୁ ଏହି ପଞ୍ଚଦେବତାଙ୍କୁ ସବୁଦିନ ପୂଜକରିବା ଉଚିତ୍ । ଏହାଦ୍ବାରା ଲକ୍ଷ୍ମୀକୃପା ପ୍ରାପ୍ତ ହୋଇଥାଏ ଏବ॰ ସୁଖ ସମୃଦ୍ଧି ହୋଇଥାଏ । ଠାକୁର ଘରେ ସକାଳେ ଏବ॰ ସନ୍ଧ୍ୟାବେଳେ ଦୁଇଟି ଦୀପ ଜାଳିବ ଉଚିତ୍ । ଗୋଟିଏ ତେଲରେ ଏବ॰ ଅନ୍ୟଟି ଘିଅରେ ।

ମହିଳାମାନେ ନିତ୍ୟ ଠାକୁରଙ୍କ ପୂଜକରିବା ଦ୍ଵାରା ସେମାନଙ୍କ ଠାରେ ଭୟଙ୍କର ହୃଦରୋଗ ଏବ॰ କ୍ୟାନ୍ସର ରୋଗ ଇତ୍ୟାଦି ର ସମ୍ଭାବନା କମ ହୋଇଥାଏ । ତାହାଛଡା ସେମାନଙ୍କର ଅକାଳ ମୃତ୍ୟୁ ଯୋଗ ଦୂର ହୋଇଥାଏ । ରବିବାର ଦିନ ଧୁବ ଘାସ ଛିଣ୍ଡାଇବା ଅମଙ୍ଗଳକାରୀ ହୋଇଥାଏ । ଘରେ କରାଯାଉଥିବା ପୂଜା ଅପେକ୍ଷା ଅଧିକ ଫଳ ପ୍ରାପ୍ତି ହୋଇଥାଏ ।

ଯେଉଁ ଲୋକ ମାନେ ଭୁତ ପ୍ରେତଙ୍କୁ ପୂଜା କରିଥାନ୍ତି ସେମାନେ ଭୁତ ପ୍ରେତଙ୍କୁ ପ୍ରାପ୍ତ ହୋଇଥାନ୍ତି ଏବ॰ ଈଶ୍ଵରଙ୍କୁ ପୂଜା କରୁଥିବା ଲୋକ ମାନଙ୍କୁ ଈଶ୍ଵର ଙ୍କୁ ପ୍ରାପ୍ତ ହୋଇଥାନ୍ତି ।ହିନ୍ଦୁ ଧର୍ମ ଅନୁସାରେ ମୃତକ ଏବ॰ ଭୁତ ପ୍ରେତଙ୍କୁ ଉପାସନା ତାମସିକ ଗୁଣ କୁହାଯାଇଥାଏ ଏବ॰ କେବଳ ଈଶ୍ଵର ଶରଣାଗତ ହେବା ପାଇଁ କୁହାଯାଇଛି । ବହୁତ ଲୋକ ନିଜ ପସନ୍ଦ ର ନେତା କିମ୍ବା ଅଭିନତାଙ୍କୁ ପୂଜା କରିଥାନ୍ତି ଯାହା ହିନ୍ଦୁଧର୍ମ ଅନୁସାରେ ଗ୍ରହଣୀୟ ହୋଇନଥାଏ ଏବ॰ ମାନସିକ ଅଧପତନ ର କାରଣ ହୋଇଥାଏ ।

ବହୁତ ଲୋକ ନିଜର ଜୀବନ୍ତ କିମ୍ବା ମୃତ ଗୁରୁଦେବଙ୍କୁ ପୂଜା କରିଥାନ୍ତି , ଯାହା ହିନ୍ଦୁଶାସ୍ତ୍ର ଅନୁସାରେ ଗ୍ରହଣୀୟ ଅନୁଚିତ ହୋଇଥାଏ । ଯେଉଁ ଲୋକମାନେ ସମାଧି କବର ଇତ୍ୟାଦି ପୂଜା କରିଥାନ୍ତି, ତାହା ଭୁତ ପ୍ରେତ ଙ୍କୁ ପୂଜକରିବା ସହିତ ସମାନ ହୋଇଥାଏ । ଯାହା ଶାସ୍ତ୍ର ନିଷେଧ ହୋଇଥାଏ ।

ଯେଉଁ ଲୋକମାନେ ଈଶ୍ଵର ଙ୍କ ବ୍ଯତୀତ ପ୍ରାକୃତିକ ଏବ॰ ସାଂସାରିକ ବସ୍ତୁ ଙ୍କୁ ପୂଜା କରିଥାନ୍ତି ସେମାନଙ୍କର ମାନସିକ ଅଧପତନ ହୋଇଥାଏ । ଅପରାହ୍ନରେ, ରାତ୍ର ସମୟରେ, କୃଷ୍ଣ ପକ୍ଷରେ, ଅସ୍ତମିତରେ ଏବ॰ ଦ୍ଵାଦଶୀ ତିଥିରେ ଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ କରିବା ଅନୁଚିତ୍ ହୋଇଥାଏ । ଯେଉଁ ଜାଗାରେ ଅପୂଜ୍ୟର ପୂଜା ହୋଇଥାଏ ଏବ॰ବିଦ୍ଵାନ ଙ୍କୁ ଅନାଦର ହୋଇଥାଏ, ସେଠାରେ ଦୁର୍ବିକ୍ଷ, ମୃତୁ ଏବ॰ ଭୟ ଉତ୍ପର୍ନ ହୋଇଥାଏ ।

ଓସ୍ତଗଛ କୁ ସବୁବେଳେ ପୂର୍ବାହ୍ନ ପରେ ଦ୍ଵିତୀୟ ପ୍ରହରକୁ ନମସ୍କାର କରିବା ଉଚିତ୍ । ଠାକୁରଙ୍କ ମୂର୍ତି ସ୍ନାନ୍ନ କରାଇବା ସମୟରେ ମୂର୍ତିକୁ ଆଙ୍ଗୁଠିରେ ରଗଡିବା ଉଚିତ୍ ନୁହେଁ ଏହା ଅମଙ୍ଗଳ ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *