ବନ୍ଧୁଗଣ, ହିନ୍ଦୁ ଧର୍ମ ରେ ବିବାହ କୁ ସାତ ଜନ୍ମର ବନ୍ଧନ ବୋଲି ମାନାଯାଇଥାଏ । କେବଳ ଏତିକି ନୁହେଁ ସନାତନ ଧର୍ମ ରେ ସର୍ବଦା ଗୋଟିଏ ପୁରୁଷ ଏବଂ ଏକ ସ୍ତ୍ରୀ ର କଥା କୁହାଯାଇଅଛି । ଅର୍ଥାତ ପୁରୁଷ ଙ୍କ ଜୀବନରେ ଏକ ମହିଳା ଏବଂ ମହିଳା ଙ୍କ ଜୀବନରେ କେବେଳ ଗୋଟିଏ ପୁରୁଷ ରହିବା ଆବଶ୍ୟକ । ମାତ୍ର ଆମ୍ଭେ ଯଦି ଆପଣଙ୍କୁ ଏହା କହିବୁ ଯେ ବୈଦିକ ପରମ୍ପରା ଅନୁସାରେ ଏହା ଆଦୌ ହୋଇ ନଥାଏ, ତେବେ ଆପଣଙ୍କୁ କିପରି ଲାଗିବ ?
ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ । ବୈଦିକ ପରମ୍ପରା ଅନୁସାରେ ସବୁ ସ୍ତ୍ରୀ ଙ୍କର ୪ ଟି ସ୍ଵାମୀ ରହିଥାନ୍ତି । ଯେଉଁ ସ୍ଵାମୀ ସହିତ ସେ ନିଜର ସଂପୂର୍ଣ୍ଣ ଜୀବନ ବିତାଇଥାଏ ସେ ସାଧାରଣତ ତାହାର ଚତୁର୍ଥ ସ୍ଵାମୀ ହୋଇଥାଏ । ତେବେ ଆସନ୍ତୁ ବାକି ୩ ସ୍ଵାମୀ ଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ହିନ୍ଦୁ ଧର୍ମ ରେ ବ୍ୟକ୍ତି ର ଜନ୍ମ ରୁ ଆରମ୍ଭ କରି ମୃ-ତ୍ୟୁ ପର୍ଯ୍ୟନ୍ତ ୧୬ ଟି କର୍ମ ଅନିବାର୍ଯ୍ୟ ବୋଲି କୁହାଯାଇଅଛି । ଯାହାକୁ ୧୬ ସଂସ୍କାର ନାମରେ ବୋଲି ଜଣାଯାଏ ।
ମାତ୍ର ବିବାହ ସଂସ୍କାର ସମ୍ବନ୍ଧରେ କହିବାକୁ ଗଲେ, କୁହାଯାଇଥାଏ ଯେ ଜୀବନରେ ବିବାହ କେବଳ ଗୋଟିଏ ଥର ହୋଇଥାଏ । ଏବଂ ତାହା ମଧ୍ୟ କେବଳ ଗୋଟିଏ ମନୁଷ୍ୟ ସହିତ କରାଯାଇଥାଏ । ଏହା ବ୍ୟତୀତ ହିନ୍ଦୁ ବିବାହ ରେ ୭ ଅଙ୍କ ର ମଧ୍ୟ ବହୁତ ମହତ୍ଵ ରହିଅଛି ।
୭ ବଚନ ମଧ୍ୟରୁ ତୃତୀୟ ବଚନ ଯାହାର ମହତ୍ଵ ବହୁତ ରହିଅଛି ଏଥିରେ କନ୍ୟା କହିଥାଏ ଯଦି ଆପଣ ଜୀବନର ୩ ଟି ଅବସ୍ଥା ରେ ମୋ ସହିତ ରହିବାକୁ ପ୍ରସ୍ତୁତ ଅଛନ୍ତି ତେବେ ମୁଁ ଆପଣଙ୍କ ସହିତ ବିବାହ କରିବାକୁ ପ୍ରସ୍ତୁତ ଅଛି । ବୈଦିକ ରୀତି ଅନୁସାରେ ଏକ ଏଭଳି ନିୟମ ଅଛି ଯେଉଁଥିରେ ସ୍ତ୍ରୀ ୪ ଟି ସ୍ଵାମୀ ବନାଇ ପାରିବେ । ବିବାହ ସମୟରେ ରୀତି ଅନୁଯାୟୀ ସବୁଠାରୁ ପ୍ରଥମ ଅଧିକାର ଚନ୍ଦ୍ରମା ଙ୍କୁ ଅର୍ପଣ କରାଯାଇଥାଏ । ଏହାପରେ ବିଶ୍ଵାବସୁ ନାମକ ଏକ ଗନ୍ଧର୍ବ କୁ ଅର୍ପଣ କରାଯାଇଥାଏ, ଏହାପରେ ଅଗ୍ନିଦେବ ଙ୍କ ସହିତ ମଧ୍ୟ ବିବାହ ସମ୍ପର୍ଣ୍ଣ କରାଯାଇଥାଏ ।
ଏହାପରେ ଅନ୍ତ ରେ କନ୍ୟାର ବିବାହ ତାଙ୍କ ସ୍ଵାମୀ ସହିତ କରାଯାଇଥାଏ । ଆପଣ ଚିନ୍ତା କରୁଥିବେ ଯେ ଯଦି ଏପରି ତେବେ ଆମ୍ଭେ କାହିଁକି ଜାଣିନଥାଉ । ସଂପୂର୍ଣ୍ଣ କଥା ହେଉଛି ଯେ ବିବାହ ସମୟରେ ପଣ୍ଡିତ ଯେଉଁ ମନ୍ତ୍ର ର ଉଚ୍ଚାରଣ କରିଥାନ୍ତି ତାହା ସଂସ୍କୃତ ରେ ହୋଇଥାଏ । ଏବଂ ଆମ୍ଭ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ସଂସ୍କୃତ ବୁଝାଯାଇନଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।