ପ୍ରତିଦିନ ରାତିରେ ଧରନ୍ତୁ ସ୍ୱାମୀଙ୍କର ଏହି ଅଙ୍ଗ, ପୁରା ଘର ହେଇଯିବା କୋଟିପତି- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର। ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି। ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ। ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ।

ଆଜି ଆମେ ଆପଣଙ୍କୁ କହିବୁ କି ରାତିରେ ସ୍ୱାମୀ ର କେଉଁ ଅଙ୍ଗ କୁ ସ୍ତ୍ରୀ ଛୁଇଁବା ଆବଶ୍ୟକ। ଏବଂ ଏହା ଦ୍ୱାରା ଘରେ ଧନ ର ପ୍ରାପ୍ତି ହୋଇଥାଏ। ଏବଂ ପୁରା ଘରେ ଖୁସି ର ମାହୋଲ ହୋଇ ଯାଇଥାଏ। ଚାଲନ୍ତୁ ସେ ବିଷୟରେ ଜାଣିବା। କିନ୍ତୁ ତା ପୂର୍ବରୁ ଜାଣିନେବା କି ସ୍ଵାମୀ କୁ କେଉଁ ଚାରଟି କଥା ସ୍ତ୍ରୀ ଲୁଚାଇ ଥାଏ।

ଜଣେ ମନୁଷ୍ୟ ବିଭିନ୍ନ ପ୍ରକାରର ସମ୍ପର୍କରେ ବନ୍ଧା ହୋଇଥାଏ।ଏମାନଙ୍କ ଭିତରୁ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ବହୁତ ପବିତ୍ର ସମ୍ପର୍କ। ଏବଂ ସେମାନେ ଦୁଇ ଜଣଙ୍କ ସହ ଦୁଇ ପରିବାର କୁ ମଧ୍ୟ ବାନ୍ଧି ରଖିଥାଏ। ଏବଂ ସମ୍ପର୍କ ସେତେବେଳେ ମଜବୁତ ହୁଏ ଯେତେବେଳେ ସମ୍ପର୍କ ରେ ବିଶ୍ୱାସ ଥାଏ। ଏବଂ ଯଦି ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ବିଶ୍ୱାସ ଏବଂ ପ୍ରେମ ର ଅଭାବ ଦେଖାଯାଏ ତେବେ ତାଙ୍କ ଭିତରେ ଫାଟ ସୃଷ୍ଟି ହୋଇଯାଏ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ନିଜର ଦୁଃଖ ସୁଖ ର ସାଥୀ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି କଥା ହୋଇଯାଏ। ଯାହା ସେମାନେ ପରସ୍ପରକୁ କହି ପାରନ୍ତି ନାହିଁ।ଏବଂ ଏହି ସବୁ କଥା ସେମାନଙ୍କ ସମ୍ପର୍କ କୁ ଭାଙ୍ଗି ଦେଇ ଯାଇଥାଏ।

୧- ପ୍ରଥମ କଥାଟି ହେଉଛି ନିଜ ଅତୀତ ବିଷୟରେ ନ କହିବା।ଆମେ ନିଜ ଜୀବନ ରେ ଯେତେ ଆଗକୁ ବଢ଼ିଗଲେ ମଧ୍ୟ ନିଜ ଅତୀତ ବିଷୟରେ ସବୁବେଳେ ମନ ଥାଏ। ଏବଂ ସ୍ତ୍ରୀ ମାନେ ନିଜର ପ୍ରଥମ ପ୍ରେମ ବିଷୟରେ ନିଜ ସ୍ୱାମୀ ଙ୍କ ପାଖରେ ଲୁଚାଇ ରଖିଥାନ୍ତି।କାରଣ ସେ ନିଜର ଅତୀତ କୁ ବର୍ତ୍ତମାନ ଉପରେ ପ୍ରଭାବ ପକାଇଦିଆନ୍ତି ନାହିଁ। ୨- ଦ୍ୱିତୀୟ କଥା ଟି ହେଉଛି ନିଜ ବେମର କଥା। ମହିଳା ମାନଙ୍କ ଜୀଵନ ବହୁତ କଷ୍ଟ କର ହୋଇଥାଏ। ସେମାନେ ନିଜର ମାସିକ ଚକ୍ର କୁ ମଧ୍ୟ ସହି ଯାଆନ୍ତି। ଏବଂ ଅତ୍ୟଧିକ ମହିଳା ନିଜ ସ୍ୱାମୀ ଙ୍କ ପାଖରେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ୱଚନା ବିଷୟରେ କୁହନ୍ତି ନାହିଁ କାରଣ ସେ କାହାକୁ ଚିନ୍ତିତ କରିବାକୁ ଚାହାନ୍ତି ନାହିଁ।

୩- ତୃତୀୟ କଥା ଟି ହେଉଛି ନିଜର ସିକ୍ରେଟ କ୍ରସ। ଆମକୁ ଯେଉଁଠି ବି ପ୍ରେମ ମିଳେ ଆମେ ସେଠିକି ପଳାଉ। ପ୍ରେମ କରିବା ଖରାପ ନୁହେଁ। କିନ୍ତୁ ବିବାହ ପରେ ଅନୈତିକ ସମ୍ପର୍କ କିମ୍ବା ସିକ୍ରେଟ କ୍ରସ ରଖିବା ଆମ ଭାରତୀୟ ସମାଜ ରେ ନିନ୍ଦନୀୟ। ୪- ଚତୁର୍ଥ କଥା ହେଉଛି ପଇସା ଲୁଚେଇବା। ବହୁତ ମହିଳା ମାନେ ନିଜ ସ୍ୱାମୀ ଙ୍କ ପକେଟ ରୁ ପଇସା ଚୋରି କରି ଦେଇଥାନ୍ତି। ଏହାର କାରଣ ସେ ଭବିଷ୍ୟତ ପାଇଁ ସଞ୍ଚିତ କରି ରଖିଥାନ୍ତି।

ଏବଂ ତାଙ୍କ ପାଖରେ ସେ ସମସ୍ୟା ର ସମାଧାନ ଥାଏ। ଏବେ ଚାଲନ୍ତୁ ଜାଣିନେବା ସ୍ତ୍ରୀ କୁ ନିଜ ସ୍ୱାମୀ ର କେଉଁ ଅଙ୍ଗ କୁ ଛୁଇଁବା ଉଚିତ। ଆମ ସଂସ୍କୃତି ଅନୁସାରେ ସମସ୍ତ ଘରେ ଆମେ ନିଜ ଗୁରୁଜନ ମାନଙ୍କ ପାଦ ନିଶ୍ଚିତ ଛୁଇଁ ଥାଉ। ଏହି ପରମ୍ପରା ର କାରଣ ଅନେକ ଅଛି। ଶାସ୍ତ୍ର ଅନୁସାରେ ଆମେ ଗୁରୁଜନଙ୍କ ପାଦ ଛୁଇଁଲେ ଆମକୁ ପୁଣ୍ୟ ମିଳିଥାଏ।ଏବଂ ଆମକୁ ଆଶୀର୍ବାଦ ମଧ୍ୟ ମିଳିଥାଏ।

ସେହି ଭଳି ନିଜ ସ୍ୱାମୀ ଙ୍କ ପାଦ ମଧ୍ୟ ଛୁଇଁ ବାର ପରମ୍ପରା ରହିଛି। ଏହା ମାନ୍ୟତା ଅଛି କି ସକାଳୁ ଉଠି ସର୍ଵ ପ୍ରଥମେ ନିଜ ସ୍ୱାମୀ ଙ୍କର ପାଦ ଛୁଇଁବା ଉଚିତ। ଏବଂ ସନ୍ଧ୍ୟାରେ ସେ ଘରକୁ ଫେରିଲେ ସେତେବେଳେ ମଧ୍ୟ ପାଦ ଛୁଇଁବା ଆବଶ୍ୟକ। ଏହା କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଅଧିକ ପ୍ରେମ ବଢ଼ିଥାଏ ଏବଂ ସ୍ତ୍ରୀ ନିଜ ସ୍ୱାମୀ କୁ ସମ୍ମାନ ମଧ୍ୟ କରିଥାଏ। ଏବଂ ସ୍ୱାମୀ ନିଜ ଦ୍ୱାୟିତ୍ୱ କୁ ମଧ୍ୟ ଭଲରେ ନିଭାଇ ଥାଏ। ଏବଂ ସଂପର୍କ ମଧ୍ୟ ନିବିଡ଼ ଏବଂ ମଜବୁତ ହୋଇଥାଏ।ଏବଂ ଏହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଧନ ର ଯେବେ ଅଭାବ ଦେଖା ଯାଏ ନାହିଁ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *