Makara Sankranti 2023: ପବିତ୍ର ମକର ସଙ୍କ୍ରାନ୍ତିରେ ଦାନ କରନ୍ତୁ ଏହି 1 ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟର ତାଲା, ଯାହା ଚାହିଁବେ ପାଇବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜାନୁଆରୀ ୧୪ ତାରିଖରେ ପବିତ୍ର ମକର ସଙ୍କ୍ରାନ୍ତି ପାଳିତ ହେବା ପାଇଁ ଯାଉଅଛି । ତେବେ ଭଗବାନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଏହି ଦିନରେ ପ୍ରବେଶ କରିଥାନ୍ତି । ତେଣୁ ଏହାକୁ ମକର ସଙ୍କ୍ରାନ୍ତି କୁହାଯାଇଥାଏ । ତେବେ ମକର ସଙ୍କ୍ରାନ୍ତି ଠାରୁ ପ୍ରଭୁ ସୂର୍ଯ୍ୟ ଉତ୍ତରାୟଣ ଦିଗରେ କରିବାକୁ ଆରମ୍ଭ କରିଥାନ୍ତି । ତେବେ ଏହି ପବିତ୍ର ସଙ୍କ୍ରାନ୍ତିରେ ନିଷ୍ଠାର ପୂଜା ଅର୍ଚନା କରିବା ଦସହିତ ଦାନ ଧର୍ମକୁ ମଧ୍ୟ ମହତ୍ଵ ଦିଆଯାଇଥାଏ ।

ତେବେ ଏହି ଦିନରେ ଯଦି ଏପରି କିଛି ବିଶେଷ ଦାନ ଧର୍ମ କରିବେ । ତେବେ ବ୍ୟକ୍ତିର ଜୀବନରେ ଥିବା ବହୁ ପ୍ରକାର ଅର୍ଥ ସମସ୍ଯା ଦୂର ହୋଇଥାଏ । ତେବେ ଚାଲନ୍ତୁ ଏହି ପବିତ୍ର ସଙ୍କ୍ରାନ୍ତିରେ କେଉଁ ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ସେହି ବିଷୟରେ ଆଲୋଚନା କରିବା ।

ପ୍ରଥମରେ ତେବେ ମକର ସଙ୍କ୍ରାନ୍ତି ଦିନ ଯେଉଁ ବ୍ୟକ୍ତି ଖସା ଦାନ କରିଥାଏ । ତାହା ଧାର୍ମିକ ଦୃଷ୍ଟି କୋଣରୁ ବହୁତ ଶୁଭ ବିବେଚନା କରାଯାଇଥାଏ । ତେବେ ଖସା କିମ୍ବା ଖସାରେ ଲଡୁ ପ୍ରସ୍ତୁତ କରି ଯଦି କୌଣସି ବ୍ରାହ୍ମଣକୁ ଦାନ କରିଥାନ୍ତି । ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କର କୋପ ରହିଥାଏ । ତାହା ଦୂର ହୋଇବା ସହ ପ୍ରଭୁ ଶନି, ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କର ମଧ୍ୟ ଆଶ୍ରୀବାଦ ହୋଇଥାଏ ।

ଦିତୀୟରେ ମକର ସଙ୍କ୍ରାନ୍ତିରେ ବସ୍ତ୍ର ଓ କମ୍ବଳ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଯାହା ଉପରେ ରାହୁ ଦୋଷ ରହିଥାଏ । ଏହା ସହିତ ଜୀବନରେ ବହୁ ପ୍ରକାର ସମସ୍ଯାମାନ ଲାଗି ରହୁଥାଏ । ତେବେ ଏହାର ସମାଧାନ ହୋଇଥାଏ । ତେବେ ବସ୍ତ୍ର ଦାନ କରିବା ସମୟରେ ଏକ କଥା ଉପରେ ନିଶ୍ଚୟ ଧ୍ୟାନ ରଖିବା ଉଚିତ ।

ଏହା କି ଯେ ଏହି ଦିନ କେବେବି ପୁରୁଣା ବସ୍ତ୍ର କିମ୍ବା ଛିଣ୍ଡାଫଟା ବସ୍ତ୍ର ଆଦି ଦାନ କରିବା ଶୁଭ ମନାଯାଇନଥାଏ । କାରଣ ଏପରି କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ଦରିଦ୍ରତା ଆସିଯାଇଥାଏ । ତୃତୀୟରେ ଗୁଡ ଦାନ କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ଅଟକି ରହିଥିବା ବହୁ ବିଦ୍ଧ କାର୍ଯ୍ୟ ପୂରଣ ହୋଇଥାଏ । ଏହା ସହିତ ବ୍ୟକ୍ତିର ଅନେକ ଗୁଡିଏ ଗ୍ରହର ସ୍ଥିତି ମଧ୍ୟ ମଜଭୁତ ହୋଇଥାଏ ।

ତେବେ ଚତୁର୍ଥରେ ଏହି ମକର ସଙ୍କ୍ରାନ୍ତି ଭଳି ପବିତ୍ର ଦିନରେ ଘିଅ ଦାନ କରିବା ମଧ୍ୟ ବହୁତ ଶୁଭ ମନାଯାଇଥାଏ । କାରଣ ଘିଅ ଦାନ କରିବା ଦ୍ଵାରା ଦେବ ଗୁରୁ ବୃହସ୍ପତି ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । କାରଣ ଦେବଗୃରୁ ବୃହସ୍ପତି ପ୍ରସନ୍ନ ହୋଇବା ଦ୍ଵାରା ବ୍ୟକ୍ତିର  ବନ୍ଦ ରହିଥିବା ଭାଗ୍ୟର ତାଲା ମଧ୍ୟ ଖୋଲିଯାଇଥାଏ ।

ତେବେ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ମଧ୍ୟ ମକର ସଙ୍କ୍ରାନ୍ତିରେ ଦାନ କରି ପୂଜାର ଓ ଦାନର ଉଚିତ ଫଳ ପ୍ରାପ୍ତ କରନ୍ତୁ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *