୧୪ ଫେବୃଆରୀ ଭ୍ୟାଲେଣ୍ଟାଇନ ଡେ ରେ ଏହି ୫ଟି ନାମର ବ୍ୟକ୍ତି ଙ୍କୁ ମିଳିବ ତାଙ୍କର ସଚ୍ଚା ପ୍ରେମ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଲ ପାଇବାର ଶବ୍ଦ ଶୁଣିବା ଦ୍ଵାରା ସର୍ବ ପ୍ରଥମେ ଆପଣଙ୍କ ଜୀବନରେ ଥିବା ଖାସ୍ ବ୍ୟକ୍ତି ଙ୍କ ଛବି ଆପଣଙ୍କ ସମ୍ମୁଖ ରେ ଆସିଯାଇଥାଏ ଏବଂ ତାଙ୍କ ସହିତ ବିତାଇଥିବା ସମସ୍ତ ମୁହୂର୍ତ୍ତ ମନେ ପଡି ଯାଇଥାଏ । ଭଲ ପାଇବା ହେଉଛି ଦୁନିଆ ର ସବୁଠାରୁ ବଡ଼ ଶକ୍ତି । ଭଲ ପାଇବା ଦୁନିଆ ର ସମସ୍ତ ସମ୍ପର୍କ ଠାରୁ ବଡ଼ ଓ ଭିନ୍ନ ହୋଇଥାଏ । ଆପଣ ମାନେ ଦେଖିଥିବେ ପ୍ରାୟତଃ ଭ୍ୟାଲେଣ୍ଟାଇନ ଡେ ଦିନ ସମସ୍ତେ ନିଜ ମନ ପସନ୍ଦ ର ବ୍ୟକ୍ତି ଙ୍କୁ ପ୍ରପୋଜ କରିଥାନ୍ତି । ଭଲ ପାଇବାର କୌଣସି ଦିନ ନଥାଏ । କିନ୍ତୁ ଏହି ଦିନକୁ ଅଧିକ ଖାସ୍ ବୋଲି ମାନା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ଟି ନାମର ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ଭ୍ୟାଲେଣ୍ଟାଇନ ଡେ ରେ ତାଙ୍କ ଭଲ ପାଇବା ମିଳିବାକୁ ଯାଉଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘R’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ନିରୀହ ହୋଇଥାନ୍ତି । ସେମାନେ ନିଜ ର ମତ କୁ ରଖିଥାନ୍ତି ଏବଂ ଏହାସହିତ ଅନ୍ୟ ର ମତ କୁ ମଧ୍ୟ ଶୁଣିବାକୁ ଧୈର୍ଯ୍ୟ ରଖିଥାନ୍ତି । ଏହି ବ୍ୟକ୍ତି ମାନେ ଭଲ ପାଇବାରେ କେବେବି ଧୋକା ଦିଅନ୍ତି ନାହିଁ ଏବଂ ବହୁତ ଇମାନ୍ଦାର ଅଟନ୍ତି । ଏହି ନାମର ବ୍ୟକ୍ତି ବିଶେଷ ଙ୍କୁ ଭ୍ୟାଲେଣ୍ଟାଇନ ଡେ ରେ ନିଶ୍ଚିତ ଭାବରେ ତାଙ୍କ ଭଲ ପାଇବା ହାସଲ ହେବ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କ ସମସ୍ତ ଆବଶ୍ୟକତା କୁ ପୂର୍ଣ କରିବା ନିମନ୍ତେ ଚେଷ୍ଟା କରନ୍ତି । ଏମାନଙ୍କୁ ବହୁତ ଶୀଘ୍ର ନିଜର ସତ ଭଲ ପାଇବା ମିଳି ଯାଇଥାଏ ଏବଂ ଏମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ବେଳେବେଳେ ଏମାନେ ଭୁଲ ରାସ୍ତା ରେ ପାଦ ରଖିଥାନ୍ତି । ଯେଉଁ କାରଣରୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କ ବହୁତ ଯତ୍ନ ନେଇଥାନ୍ତି ଏବଂ ଭଲ ପାଆନ୍ତି । ଏହା ସହିତ ସମସ୍ତ ଖୁସି ପ୍ରଦାନ କରନ୍ତି । ଏହି ନାମର ପୁଅ ମାନଙ୍କୁ ଏହି ଭ୍ୟାଲେଣ୍ଟାଇନ ଡେ ରେ ନିଶ୍ଚିତ ଭାବରେ ତାଙ୍କ ଭଲ ପାଇବା ମିଳିବ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘A’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମ ମାମଲାରେ ବହୁତ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏମାନଙ୍କୁ ଅତି ସହଜରେ ଏମାନଙ୍କ ଜୀବନ ସାଥି ମିଳିନଥାଏ । କିନ୍ତୁ ଯେବେବି ଏହି ନାମର ପୁଅ ମାନଙ୍କୁ ନିଜ ପାର୍ଟନର ମିଳିଥାଏ ସେ ଜୀବନ ସାରା ତାଙ୍କୁ ଭଲ ପାଆନ୍ତି ଏବଂ କେବେବି ଅଲଗା ହୁଅନ୍ତି ନାହିଁ । ଏହିଥର ଭ୍ୟାଲେଣ୍ଟାଇନ ଡେ ଏମାନଙ୍କ ପାଇଁ ବହୁତ ଲକି ଅଟେ ।

୫. ବନ୍ଧୁଗଣ ପଞ୍ଚମ ଅକ୍ଷରଟି ହେଉଛି, ‘K’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜର ସମସ୍ତ ଦାୟିତ୍ବ କୁ ସଠିକ ଭାବରେ ତୁଲାଇ ଥାନ୍ତି । ଏମାନେ ସମ୍ପର୍କ ର ମହତ୍ତ୍ୱ କୁ ବୁଝିଥାନ୍ତି । ଏମାନେ ନିଜ ପାର୍ଟନର କୁ କେବେବି ଧୋକା ଦିଅନ୍ତି ନାହିଁ । ଏହି ନାମର ବ୍ୟକ୍ତି ମାନଙ୍କୁ ଏହିଥର ଭ୍ୟାଲେଣ୍ଟାଇନ ଡେ ରେ ନିଜ ପାର୍ଟନର ନିଶ୍ଚିତ ଭାବରେ ମିଳିବ ଏବଂ ସତ ଭଲ ପାଇବା ହାସଲ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *