ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଲ ପାଇବାର ଶବ୍ଦ ଶୁଣିବା ଦ୍ଵାରା ସର୍ବ ପ୍ରଥମେ ଆପଣଙ୍କ ଜୀବନରେ ଥିବା ଖାସ୍ ବ୍ୟକ୍ତି ଙ୍କ ଛବି ଆପଣଙ୍କ ସମ୍ମୁଖ ରେ ଆସିଯାଇଥାଏ ଏବଂ ତାଙ୍କ ସହିତ ବିତାଇଥିବା ସମସ୍ତ ମୁହୂର୍ତ୍ତ ମନେ ପଡି ଯାଇଥାଏ । ଭଲ ପାଇବା ହେଉଛି ଦୁନିଆ ର ସବୁଠାରୁ ବଡ଼ ଶକ୍ତି । ଭଲ ପାଇବା ଦୁନିଆ ର ସମସ୍ତ ସମ୍ପର୍କ ଠାରୁ ବଡ଼ ଓ ଭିନ୍ନ ହୋଇଥାଏ । ଆପଣ ମାନେ ଦେଖିଥିବେ ପ୍ରାୟତଃ ଭ୍ୟାଲେଣ୍ଟାଇନ ଡେ ଦିନ ସମସ୍ତେ ନିଜ ମନ ପସନ୍ଦ ର ବ୍ୟକ୍ତି ଙ୍କୁ ପ୍ରପୋଜ କରିଥାନ୍ତି । ଭଲ ପାଇବାର କୌଣସି ଦିନ ନଥାଏ । କିନ୍ତୁ ଏହି ଦିନକୁ ଅଧିକ ଖାସ୍ ବୋଲି ମାନା ଯାଇଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ଟି ନାମର ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ଭ୍ୟାଲେଣ୍ଟାଇନ ଡେ ରେ ତାଙ୍କ ଭଲ ପାଇବା ମିଳିବାକୁ ଯାଉଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘R’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ନିରୀହ ହୋଇଥାନ୍ତି । ସେମାନେ ନିଜ ର ମତ କୁ ରଖିଥାନ୍ତି ଏବଂ ଏହାସହିତ ଅନ୍ୟ ର ମତ କୁ ମଧ୍ୟ ଶୁଣିବାକୁ ଧୈର୍ଯ୍ୟ ରଖିଥାନ୍ତି । ଏହି ବ୍ୟକ୍ତି ମାନେ ଭଲ ପାଇବାରେ କେବେବି ଧୋକା ଦିଅନ୍ତି ନାହିଁ ଏବଂ ବହୁତ ଇମାନ୍ଦାର ଅଟନ୍ତି । ଏହି ନାମର ବ୍ୟକ୍ତି ବିଶେଷ ଙ୍କୁ ଭ୍ୟାଲେଣ୍ଟାଇନ ଡେ ରେ ନିଶ୍ଚିତ ଭାବରେ ତାଙ୍କ ଭଲ ପାଇବା ହାସଲ ହେବ ।
୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କ ସମସ୍ତ ଆବଶ୍ୟକତା କୁ ପୂର୍ଣ କରିବା ନିମନ୍ତେ ଚେଷ୍ଟା କରନ୍ତି । ଏମାନଙ୍କୁ ବହୁତ ଶୀଘ୍ର ନିଜର ସତ ଭଲ ପାଇବା ମିଳି ଯାଇଥାଏ ଏବଂ ଏମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ବେଳେବେଳେ ଏମାନେ ଭୁଲ ରାସ୍ତା ରେ ପାଦ ରଖିଥାନ୍ତି । ଯେଉଁ କାରଣରୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କ ବହୁତ ଯତ୍ନ ନେଇଥାନ୍ତି ଏବଂ ଭଲ ପାଆନ୍ତି । ଏହା ସହିତ ସମସ୍ତ ଖୁସି ପ୍ରଦାନ କରନ୍ତି । ଏହି ନାମର ପୁଅ ମାନଙ୍କୁ ଏହି ଭ୍ୟାଲେଣ୍ଟାଇନ ଡେ ରେ ନିଶ୍ଚିତ ଭାବରେ ତାଙ୍କ ଭଲ ପାଇବା ମିଳିବ ।
୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘A’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମ ମାମଲାରେ ବହୁତ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏମାନଙ୍କୁ ଅତି ସହଜରେ ଏମାନଙ୍କ ଜୀବନ ସାଥି ମିଳିନଥାଏ । କିନ୍ତୁ ଯେବେବି ଏହି ନାମର ପୁଅ ମାନଙ୍କୁ ନିଜ ପାର୍ଟନର ମିଳିଥାଏ ସେ ଜୀବନ ସାରା ତାଙ୍କୁ ଭଲ ପାଆନ୍ତି ଏବଂ କେବେବି ଅଲଗା ହୁଅନ୍ତି ନାହିଁ । ଏହିଥର ଭ୍ୟାଲେଣ୍ଟାଇନ ଡେ ଏମାନଙ୍କ ପାଇଁ ବହୁତ ଲକି ଅଟେ ।
୫. ବନ୍ଧୁଗଣ ପଞ୍ଚମ ଅକ୍ଷରଟି ହେଉଛି, ‘K’ । ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜର ସମସ୍ତ ଦାୟିତ୍ବ କୁ ସଠିକ ଭାବରେ ତୁଲାଇ ଥାନ୍ତି । ଏମାନେ ସମ୍ପର୍କ ର ମହତ୍ତ୍ୱ କୁ ବୁଝିଥାନ୍ତି । ଏମାନେ ନିଜ ପାର୍ଟନର କୁ କେବେବି ଧୋକା ଦିଅନ୍ତି ନାହିଁ । ଏହି ନାମର ବ୍ୟକ୍ତି ମାନଙ୍କୁ ଏହିଥର ଭ୍ୟାଲେଣ୍ଟାଇନ ଡେ ରେ ନିଜ ପାର୍ଟନର ନିଶ୍ଚିତ ଭାବରେ ମିଳିବ ଏବଂ ସତ ଭଲ ପାଇବା ହାସଲ ହେବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।