5 ଟି କଥା ସର୍ବଦା ଗୁପ୍ତ ରଖନ୍ତୁ, ନହେଲେ ପରେ ପସ୍ତେଇବେ- Ajira Anuchinta

ବନ୍ଧୁଗଣ, ସାଧାରଣତ ପ୍ରତ୍ୟକ ବ୍ୟକ୍ତି ଙ୍କ ପାଖରେ କିଛି ନା କିଛି ଗୁ-ପ୍ତ ବିଷୟ ଅଛି ଯାହାକୁ ସେମାନେ କାହା ଆଗରେ କହିବାକୁ ଭଲ ପାଇ ନଥାନ୍ତି । କାରଣ ଯଦି ଆପଣ ନିଜ ଗୁ-ପ୍ତ କଥା ଅନ୍ୟ ସମସ୍ତଙ୍କୁ କୁହନ୍ତି ତେବେ ହୋଇପାରେ ଆପଣଙ୍କୁ ପଛରେ ପ-ଶ୍ଚା-ତାପ କରିବାକୁ ହେବ । ଏହା ସହିତ ନିରାଶତା ମଧ୍ୟ ମିଳିପାରେ ।

ଅଧିକାଂଶ ସମୟରେ କୌଣସି ବ୍ୟକ୍ତି ଯଦି ଆପଣଙ୍କୁ ତାଙ୍କର କୌଣସି ଗପତା କଥା ସମ୍ବନ୍ଧରେ କୁହନ୍ତି, ତେବେ ଆପଣଙ୍କୁ ମଧ୍ୟ ଲାଗେ ଯେ ଆପଣ ମଧ୍ୟ ତାଙ୍କୁ ନିଜର ଗୁ-ପ୍ତ କଥା କହିବ କୌଣସି ଦୃଷ୍ଟିରୁ ଖରାପ ନୁହେଁ । ମାତ୍ର ଏହା ଭୁଲ ଅଟେ । ଯେଉଁ କାନଟି କେବଳ ଶୁଣିବାର ଥିଲା ତାହା ପରିବର୍ତେ ଆପଣ କାନର ଉପଯୋଗୀ ବୋଲି ଆପଣ ନିଜର ସିକ୍ରେଟ ତାଙ୍କୁ କହିଦେଲେ ।

ଏହା ଆପଣଙ୍କୁ ଭବିଷ୍ୟତ ରେ କିଛି ସମସ୍ୟାରେ ମଧ୍ୟ ପକାଇ ପାରେ । ଜୀବନରେ ଏଭଳି କିଛି ଲୋକ ମଧ୍ୟ ଆପଣଙ୍କ ଜୀବନକୁ ଆସିଥାନ୍ତି ଯେଉଁ ମାନେ ଏଭଳି କଥା କୁହନ୍ତି ଯାହା ଦ୍ଵାରା ଆପଣ ନିଜର ସିକ୍ରେଟ ତାଙ୍କୁ କହିବାକୁ ଲାଗିଯିବେ । ଏଭଳି ଲୋକଙ୍କ ଠାରୁ ସର୍ବଦା ସାବଧାନ ରହିବାକୁ ପଡିବ । ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ୫ ଟି ସିକ୍ରେଟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଏହାକୁ ଆପଣ କାହାକୁ କହିବେ ନାହିଁ ।

୧- ଆପଣ କାହାକୁ କିଛି ଦାନ କରୁଛନ୍ତି ଅଥବା ଆପଣ କୌଣସି ସେବା କାର୍ଯ୍ୟ କରୁଛନ୍ତି ତେବେ ଆପଣ କାହାକୁ ଏହା କହିବେ ନାହିଁ । ଆପଣ ଏହି କଥା ଜାଣିଛନ୍ତି ଯେ ଡାହାଣ ହାତ ଯଦି ଦାନ କରିଥାଏ ତେବେ ବାମ ହାତ ଜେଭଳି ତାହା ସମ୍ବନ୍ଧରେ ଜାଣି ନପାରେ । ଏଣୁ ଉପକାର କରନ୍ତୁ ଏବଂ ଭୁଲି ଜାଆନ୍ତୁ ।

୨- ଆପଣଙ୍କର ନିଜର କିଛି ବିଚାର ଥିବ ଅଥବା ନିଜର କିଛି ସ୍ଵତନ୍ତ୍ର ବିଶ୍ଵାସ ଥିବ, ଯାହା ଆପଣ ନିଜେ କ୍ରିଏଟ କରିଥିବେ । ଏବଂ କୌଣସି ବ୍ୟକ୍ତି ବିଶେଷ ଅଥବା ଅନ୍ୟ ଯେ କୌଣସି ବିଷୟରେ ଆପଣଙ୍କର କିଛି ପର୍ଶନାଲ ଚିନ୍ତାଧାରା ମଧ୍ୟ ଥିବ । ଏହା ଆପଣଙ୍କ ର ବିଶ୍ଵାସ ଅଟେ । ଏଣୁ ଏହା ଆପଣଙ୍କ ପାଖରେ ହିଁ ସିକ୍ରେଟ ରହିବା ଆବଶ୍ୟକ ।

୩- ପ୍ରତ୍ୟକ ମଣିଷ ର ଜୀବନରେ କିଛି ନା କିଛି ଲକ୍ଷ ରହିଅଛି । ଏବଂ ତାକୁ ପାଇବା ପାଇଁ ସେ ବହୁତ କଷ୍ଟ ମଧ୍ୟ ସ୍ଵୀକାର କରିଥାଏ । ଆପଣ ନିଜର ଲକ୍ଷ ଯାହାକୁ ଇଛା ତାହାକୁ କହିବା ଆଦୌ ଉଚିତ ନୁହେଁ । କାରଣ ଯଦି ଆପଣଙ୍କ ଲକ୍ଷ ବହୁତ ବଡ ହୋଇଥାଏ ତେବେ ଲୋକ ମାନେ ଆପଣଙ୍କୁ ଈ-ର୍ଷା କରିବାକୁ ଲାଗିଥାନ୍ତି । ଏହା ସହିତ ଲୋକ ମାନେ ଆପଣଙ୍କ ଉପରେ ହସିବାକୁ ଲାଗିଥାନ୍ତି ।

୪- ପ୍ରତ୍ୟକ ବ୍ୟକ୍ତି ଙ୍କ ଜୀବନଶୈଳୀ ଅଲଗା ହୋଇଥାଏ । ଏହା ସମ୍ଭବ ନୁହେଁ ଯେ ଆପଣଙ୍କ ନିକଟକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତି ଆପଣଙ୍କ ଧର୍ମ ର ହୋଇଥିବେ । ଏଣୁ ଆପଣ ନିଜ ଧର୍ମ ର ସିକ୍ରେଟ ସମସ୍ତଙ୍କ ସାଙ୍ଗରେ ସେୟାର କରିବା ଆଦୌ ଆବଶ୍ୟକ ନାହିଁ ।

୫- ପ୍ରତ୍ୟକ ମଣିଷ ର କିଛି ସିକ୍ରେଟ ପର୍ଶନାଲ ଲାଇଫ ମଧ୍ୟ ରହିଥାଏ । କେହି ଯଦି ନିଜ ଜୀବନରେ ଜାଣତ ତଥା ଅଜାଣତରେ କିଛି ଭୁଲ କାର୍ଯ୍ୟ କରିଥାଏ ତେବେ ତାକୁ କାହାଋ ଆଗରେ ସେୟାର କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *