ଆଜି ଆମେ ଆପଣଙ୍କୁ ପେଟ କମ କରିବା ପାଇଁ ଓ ପତଳା ହେବା ପାଇଁ ଏକ ଆୟୁର୍ବେଦିକ ଉପାୟ କହିବୁ । କିନ୍ତୁ ଏହା ପୂର୍ବରୁ ସବୁବେଳେ ମନେ ରଖନ୍ତୁ ଖାଇବାର ୧.୫ ଘଣ୍ଟା ପରେ ପାଣି ପିଇବା ଉଚିତ ଓ ପାଣିକୁ କେବେ ବି ଜଲ୍ଦି ଜଲ୍ଦି ପିଇବେ ନାହିଁ । ପାଣିକୁ ସର୍ବଦା ଧୀରେ ଧୀରେ ସେବନ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କୁ କେବେ ବି ମୋଟାପା ଆସିବ ନାହିଁ । ଯଦି ଆପଣଙ୍କ ଓଜନ ବଢି ଯାଇଛି ତେବେ ଆପଣ ଚା ପିଇବା ଭଳି ପାଣି ପିଅନ୍ତୁ ଦେଖିବେ ଆପଣଙ୍କ ଓଜନ କମ ହୋଇଯିବ ।
ଏହା ଦ୍ଵାରା ଆଣ୍ଠୁ ଗଣ୍ଠି ବ୍ୟଥା, ଗୋଇଠି ବ୍ୟଥାରେ ବି ଅଳ୍ପ ଆରାମ ମିଳିଥାଏ । ସକାଳୁ ସକାଳୁ ଉଠିବା ମାତ୍ରେ ହିଁ ଯାହାକୁ ମୁଣ୍ଡ ବ୍ୟଥା ହୋଇଥାଏ ଓ ଚକ୍କର ଆସିଥାଏ ଏହି ସବୁ ୭ ଦିନ ଭିତରେ ଦୂର ହୋଇଯିବ । ସବୁବେଳେ ମନେ ରଖିବେ ପାଣିକୁ ସବୁବେଳେ ଧୀରେ ଧୀରେ ଓ ଅଳ୍ପ ଅଳ୍ପ କରି ପିଇବା ଉଚିତ ।
ବର୍ତ୍ତମାନ ଚାଳନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ବିଷୟରେ ଯାହା ଆପଣଙ୍କ ଚର୍ବିକୁ କମ କରିବାରେ ସାହାର୍ଯ୍ୟ କରିବ । ଏହି ଉପାୟରେ ଆପଣ ଆଲସୀର ମଞ୍ଜିକୁ ୪ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଶୁଖିଲା ଜିରା ଓ ଅଜୱାଇନ ନିଅନ୍ତୁ । ଏହି ଚୂରଣକୁ ତିଆରି କରିବା ପାଇଁ ଆପଣଙ୍କୁ ୩ ଚାମଚ ଆଲସୀ ମଞ୍ଜି, ଦୁଇ ଚାମଚ ଜିରା ଓ ଦୁଇ ଚାମଚ ଅଜୱାଇନ ନିଅନ୍ତୁ । ଏହି ତିନୋଟି ଜିନିଷକୁ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଚୂରଣ ତିଆରି ହୋଇଯିବ ।
ଏହି ଚୂରଣ ପେଟର ଚର୍ବିକୁ ବହୁତ ଜଲ୍ଦି କମ କରିବାରେ ସାହାର୍ଯ୍ୟ କରିବେ । ଏହି ଚୂରଣ ସେବନ କରିବା ସମୟରେ ଖାଇବା ପୂର୍ବରୁ ଓ ଖାଇବା ପରେ ଅଳ୍ପ ଗରମ କରି ପାଣି ସେବନ କରିବା ଉଚିତ । ଏହା ସହିତ ପୁରା ଦିନ ପର୍ଯ୍ୟାପ୍ତ ପାଣି ସେବନ କରନ୍ତୁ । ଗୋଟିଏ ଚାମଚ ଚୂରଣ ଅଳ୍ପ ଗ୍ରାମ ପାଣି ସହିତ ସବୁଦିନ ସକାଳ ଖାଇବା ପୂର୍ବରୁ ନେବାର ଅଛି । ୧୦ ଦିନ ମଧ୍ୟରେ ଆପଣ ଫରକ ଦେଖିବେ । ଯଦି ଜଲ୍ଦି ଚର୍ବି କମ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଦିନକୁ ଦୁଇ ଥର ନେଇ ପାରିବେ ।
ଗୋଟିଏ ଚାମଚ ସକାଳ ଖାଇବା ପୂର୍ବରୁ ଓ ଗୋଟିଏ ଚାମଚ ରାତିରେ ଖାଇବା ପୂର୍ବରୁ ନେଇ ପାରିବେ । ଖାଇବା ଓ ଚୂରଣ ସେବନ କରିବା ମଧ୍ୟରେ ଅଧ ଘଣ୍ଟା ଗ୍ୟାପ ଥିବା ଦରକାର । ଏହି ଚୂରଣ ନେବା ପରେ ଆପଣଙ୍କୁ ଥଣ୍ଡା ଜିନିଷର ସେବନ କରିବାକୁ ପଡିବ । କାରଣ ଆଲସୀ ଗରମ ହୋଇଥାଏ । ମୋଟାପା ହେବା ଦ୍ଵାରା ବ୍ୟକ୍ତିର ଶରୀରରେ ହୃଦୟ ଓ ଫୁସଫୁସ ଉପରେ ପ୍ରଭାବ ପଡେ ନାହିଁ ଏହା ସହିତ ମଧୁମେହ ଓ ରକ୍ତ ଚାପ ଇତ୍ୟାଦି ରୋଗ ବି ବଢିଯାଏ । ସେଥିପାଇଁ ମୋଟାପା ଠାରୁ ସବୁବେଳେ ଦୂରେଇ ରୁହନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ