Jyotish Shastra- ପଣା ସଂକ୍ରାନ୍ତି (14 April), ସୁନା ପରି ଚମକିବ ଏହି 5 ଟି ରାଶିର ଭାଗ୍ୟ ବଦଳିବ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ ଆପଣମାନଙ୍କୁ ଏହି ପବିତ୍ର ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଶୁଭକାମନା ଯେପରି ଆମେ ସମସ୍ତେ ଜାଣିଛେ ଯେ ଏହି ପଣା ସଂକ୍ରାନ୍ତିରେ ପ୍ରତ୍ୟେକ ଓଡ଼ିଆ ବାସି ଏକ ନୂତନ ବର୍ଷ ରୂପେ ପାଳନ କରିଥାନ୍ତି ଏହି ଦିନ ପଣା ସଂକ୍ରାନ୍ତିକୁ ସାରା ଓଡ଼ିଶାରେ ବହୁ ଧୁମଧାମରେ ପାଳନ କରାଯାଏ ।

ତେବେ ଦିନ ଠାରୁ ଏହି ୫ ଗୋଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଅଛି । ପ୍ରଭୁ ହନୁମାନ ଙ୍କ କୃପା ରୁ ଏମାନଙ୍କ ଭାଗ୍ୟ ର ଦ୍ଵାର ଖୋଲିବାକୁ ଯାଉଅଛି । ଏମାନଙ୍କ ଭାଗ୍ୟ ର ଦୀପ ଜଳିବାକୁ ଯାଉଅଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛି ବୃଷ ରାଶି । ବୃଷ ରାଶି ର ବ୍ୟକ୍ତି ମାନଂକ ପାଇଁ ଏହି ରାଜଯୋଗ ଖୁବ୍ ଭଲ୍ ରହିବ । ଏମାନଙ୍କ ଭାଗ୍ୟ ର ଦ୍ଵାର ଖୋଲିଯିବ । ଶୁଭ ସମୟ ଆରମ୍ଭ ହେବାକୁ ଯାଉଅଛି । ଆପଣଙ୍କ ର ଯଦି କିଛି ନୂଆ ଯୋଜନା ଅଛି ତାହେଲେ ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ପ୍ରଭୁ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କୁ ଭଲ ଲାଭ ମିଳିବ ।

୨- ଦ୍ଵିତୀୟ ରେ ହେଉଛି ମେଷ ରାଶି । ଏହି ରାଶି ବ୍ୟକ୍ତି ମାନଙ୍କ ପାଇଁ ରାଜଯୋଗ ସମୟ ଆସୁଅଛି । ପୂର୍ବରୁ ଥିବା ସମସ୍ୟା ବର୍ତ୍ତମାନ ଦୂର ହୋଇଯିବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ସମସ୍ତ କାର୍ଯ୍ୟ ରେ ଉନ୍ନତି ହେବ । ଆପଣ ନୂଆ ନୂଆ ଲୋକ ଙ୍କ ସହ ସାକ୍ଷାତ କରିବେ ଯାହାକି ଆପଣଙ୍କୁ ସଠିକ୍ ଦିଗ ଦେଖାଇବ । ବ୍ୟାପାରି ମାନଂକ ପାଇଁ ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଧନ ର ବର୍ଷା ହେବାର ଯୋଗ ବନୁଅଛି ।


୩- ତୃତୀୟ ରେ ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନଂକ ପାଇ ଧନ ଲାଭ ର ଯୋଗ ବନୁଅଛି । ବ୍ୟାପାରୀ ମାନଂକ ପାଇଁ ବ୍ୟାପାର କ୍ଷେତ୍ର ରେ ଧନ ଲାଭ ର ସମ୍ଭାବନା ବନୁଅଛି । ଆପଣ ବହୁତ୍ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ରେ ସଫଳତା ହାସଲ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଯିବ । ଭାଗ୍ୟ ର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।


୪- ଚତୁର୍ଥ ରେ ହେଉଛି ତୁଳା ରାଶି । ତେବେ ଏହି ଵିଷୁଵ ସଂକ୍ରାନ୍ତିରେ ତୁଳା ରାଶିର ଵ୍ୟକ୍ତି ବିଶେଷଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଛି ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ଏମାନଙ୍କ ଉପରେ ଭରପୁର ମାତ୍ରାରେ ପଡ଼ିବା ଯାଉଛି । ଏହି ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଖୁସି ଖବର ଏମାନଙ୍କ ଉପରେ ଭଗଵାନ ହନୁମାନଙ୍କ କୃପା ରହିବା କାରଣରୁ ଏମାନଙ୍କର ଭଲ ସମୟ ଆସିବାକୁ ଯାଉଛି ଈଶ୍ୱରଙ୍କ ଆଶିର୍ବାଦ କାରଣରୁ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ସଫଳତା ଆପଣମାନଙ୍କୁ ନିଶ୍ଚିତ ମିଳିବ । ଆପଣଙ୍କର ଯେଉଁ ସବୁ ସମସ୍ଯା ଥିଲା ସବୁ ଅନ୍ତ ହେବାକୁ ଯାଉଛି ।


୫- ପଞ୍ଚମ ରେ ହେଉଛି କୁମ୍ଭ ରାଶି । ତେବେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଉପରେ ଧନର ବର୍ଷା ହୋଇପାରେ । କିନ୍ତୁ ଆପଣଙ୍କୁ ବି ସାବଧାନ ରହିବାକୁ ପଡିବ ଯେ ଆଗାମୀ ଦିନରେ ଆପଣଙ୍କ ଦ୍ଵାରା ଏମିତି କିଛି ଭୁଲ ନହୁଏ ଯାହାଫଳରେ ବଜରଙ୍ଗବାଳୀ ଆପଣଙ୍କ ଉପରେ ରାଗି ନଯାନ୍ତି । ଏମାନଙ୍କର ସମସ୍ତ ଅସୁବିଧା ବହୁତ ଶୀଘ୍ର ଦୂର ହେବାକୁ ଯାଉଅଛି ।

ଚାକିରି ଖୋଜୁଥିବା ଲୋକମାନଙ୍କୁ ବହୁତ ଶୀଘ୍ର ଚାକିରି ମିଳିଯିବାର ସମ୍ଭାବନା ଅଛି । ଏହା ବ୍ୟତୀତ ଆଜିଯାଏଁ ଚାଲି ଆସୁଥିବା ଆର୍ଥିକ ଅସୁବିଧା ମଧ୍ୟ ବହୁତ ଜଲଦି ସମାପ୍ତ ହେବ । କୌଣସି କାର୍ଯ୍ୟକୁ ତରତର ହୋଇ କରିଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *