Chanakya Niti- ପବିତ୍ର ମହିଳାଙ୍କ ମଧ୍ୟରେ ଥାଏ ଏହି 3 ଟି ଲକ୍ଷଣ, ଏମାନଙ୍କୁ ବିବାହ କଲେ ଖୋଲିଯାଏ ଭାଗ୍ଯର ତାଲା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀବନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି ।

ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ ।

ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ ଏବଂ ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ ।

ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି ।

ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ । କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ ।

ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ମହିଳା ମାନେ ନିଜ କୁଳ ର ସମ୍ମାନ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ନାରୀ ମାନେ ପବିତ୍ର ଥାଆନ୍ତି ଏବଂ ତାଙ୍କର ଲକ୍ଷଣ ଗୁଡିକ କଣ? ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମତଃ, ଯେଉଁ ମହିଳା ମାନଙ୍କ ଶରୀର ରେ ହାଲକା ରୁମ ଥାଏ । ସେମାନେ ସର୍ଵଦା ପବିତ୍ର ହୋଇ ଥାଆନ୍ତି । ସେମାନେ ନିଜର ସ୍ୱାମୀ ଙ୍କ ସେବା ସର୍ଵଦା ମନ ଧ୍ୟାନ ର ସହିତ କରିଥାନ୍ତି । ଏବଂ ନିଜ ସ୍ୱାମୀ ଛଡା ଆଉ କାହାକୁ ମଧ୍ୟ ଦେଖନ୍ତି ନାହିଁ ଏବଂ ଏମାନେ ନିଜ ସ୍ୱାମୀ ଙ୍କୁ ବହୁତ ଭଲ ପାଆନ୍ତି । ଏମାନେ ପତିବ୍ର ମଧ୍ୟ ହୋଇ ଥାଆନ୍ତି ।

୨- ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ଝିଅ ମାନଙ୍କ ର ମସ୍ତିଷ୍କ ରେ କଳା ଯାଇ ଥାଏ ସେହି ମହିଳା ବୁଦ୍ଧି ରେ ତେଜ ଥାଆନ୍ତି । ଏବଂ ବହୁତ ପ୍ରଖର ମଧ୍ୟ ଥାଆନ୍ତି । ଏମାନେ ଉଚ୍ଚତମ ବିଶ୍ୱାସୀ ହୋଇଥାନ୍ତି । ଏହି ମହିଳା ମାନଙ୍କ ଭିତରେ ମାତା ସିତାଙ୍କ ଗୁଣ କୁ ସମାୟତ କରି ଦିଅନ୍ତି । ଏମାନଙ୍କ ହୃଦୟ ବହୁତ ବଡ଼ ହୋଇ ଥାଏ ଏବଂ ନିଜ ସଂସ୍କାର କୁ ଏମାନେ କେବେ ବି ଭୁଲନ୍ତି ନାହିଁ ।

୩- ବନ୍ଧୁଗଣ ତୃତୀୟତଃ, ଯେଉଁ ମହିଳା ମାନଙ୍କ ର ହାଲକା ନିଶ ଥାଏ ସେମାନେ ଧର୍ମ ଏବଂ ଦାନ ପୁଣ୍ୟ ରେ ବିଶ୍ୱାସ ରଖନ୍ତି । ଏବଂ ଏହି ନାରୀ ମାନଙ୍କ ସ୍ୱାମୀ ବହୁତ ଭାଗ୍ୟଶାଳୀ ଥାଆନ୍ତି । ଏଭଳି ନାରୀ ଙ୍କ ସହିତ ପୁରା ପରିବାର ମଧ୍ୟ ଖୁସି ରେ ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *