ବାଛନ୍ତୁ କୌଣସି ଗୋଟିଏ ଗିଫ୍ଟ ବକ୍ସ, ଜାଣନ୍ତୁ ମେ ମାସରେ ଆପଣଙ୍କୁ କଣ ମିଳିବ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ଗିଫ୍ଟ ବକ୍ସ ର ଚିତ୍ର ଦେଖାଇବୁ ।

ଆପଣଂକୁ ଏହି ଗିଫ୍ଟ ବକ୍ସ ମଧ୍ୟରୁ ଯେ କୌଣସି ଗୋଟିଏ ଗିଫ୍ଟ ବକ୍ସ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ପାଞ୍ଚ ସେକେଣ୍ଡ ର ସମୟ ଦିଆଯିବ । ସେହି ପାଞ୍ଚ ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ଗିଫ୍ଟ ବକ୍ସ ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଗିଫ୍ଟ ବକ୍ସ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କୁ ମଇ ମାସରେ କଣ ଗିଫ୍ଟ ମିଳିବ । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ଗିଫ୍ଟ ବକ୍ସ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ପାଞ୍ଚ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଗିଫ୍ଟ ର ବକ୍ସ କୁ ବାଛିବାକୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଗିଫ୍ଟ ବକ୍ସ ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଗିଫ୍ଟ ବକ୍ସ ର ଛବି ଅନୁସାରେ ଆପଣଙ୍କୁ ମଇ ମାସରେ କଣ ଗିଫ୍ଟ ମିଳିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧-ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ଗିପ୍ଟ ବକ୍ସ କୁ ଚୟନ କରିଛନ୍ତି ତେବେ ଏଥର ମଇ ମାସରେ ଆପଣ ଙ୍କୁ ଏକ ସୁନ୍ଦର ଜୀଵନ ସାଥି ରୂପେ ଏକ ବହୁତ ବୁଦ୍ଧିମାନ, ଯତ୍ନଶୀଳ, ଏବଂ ଆପଣ ଙ୍କୁ ବହୁତ ଅଧିକ ଭଲ ପାଉଥିବ ସେହି ଭଳି ମଣିଷ ମିଳିବ । ଯିଏ କି ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିବ ।

୨- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ଗିପ୍ଟ ବକ୍ସ କୁ ଚୟନ କରିଛନ୍ତି ତେବେ ଏହି ମଇ ମାସରେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତି ମିଳିବ ଯାହାକୁ ଆପଣ ନିଜର ପ୍ରେମିକ ଭାବେ ଦେଖିବେ ଏବଂ ତାଙ୍କ ସହ ନିଜର ପୁରା ଜୀଵନ ବିତେଇବାକୁ ମଧ୍ୟ ଚାହାନ୍ତି । ଏବଂ ନିଜର ଜୀଵନ ଖୁସିରେ କଟାଇବା ପାଇଁ ଚାହିଁ ଥାଆନ୍ତି ।

୩- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ଗିପ୍ଟ ବକ୍ସ କୁ ଚୟନ କରିଛନ୍ତି ତେବେ ଏଥର ମଇ ମାସ ରେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇ ଯିବ । ଯାହା ଆପଣ ଙ୍କର ବହୁତ ଦିନ ର ଅଧୁରା ଇଚ୍ଛା ରହିଛି ତାହା ନିଶ୍ଚିତ ପୂରଣ ହେବ । ଏହା ଛଡା ଆପଣଙ୍କ ର କ୍ୟାରିଅର ବହୁତ ଉଚ୍ଚ ରେ ରହିବ । ଏବଂ ଆପଣ ଅନେକ ସଫଳତା ମଧ୍ୟ ହାସଲ କରିବେ ।

୪- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଚତୁର୍ଥ ଗିପ୍ଟ ବକ୍ସ କୁ ଚୟନ କରିଛନ୍ତି ତେବେ ଏଥର ମଇ ମାସରେ ଆପଣଙ୍କୁ ଜୀବନର ସମସ୍ତ ଖୁସି ମିଳିବ । ପରିବାର ସହିତ ବହୁତ ଭଲ ସମୟ ବିତେଇବେ । ନିଜ ବନ୍ଧୁ ସହିତ ମଧ୍ୟ ବହୁତ ଭଲ ସମୟ କଟେଇବେ । ଏବଂ ଆପଣ ଙ୍କ ଜୀବନରେ ଏବେ ବହୁତ ଭଲ ସମୟ ଆସିବାର ରହିଛି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *