ପବିତ୍ର ଦୂର୍ଗା ପୂଜାରେ 3 ଟି ରାଶିରେ ଲାଗିବ ଲଟେରୀ ! ମା’ ଦୂର୍ଗାଙ୍କ କୃପାରୁ ରାତାରାତି ଭାଗ୍ୟର ତାଲା ଖୋଲିବା ପାଇଁ ଯାଉଛି…

ଆଗକୁ ମା’ ଦୂର୍ଗାଙ୍କର ପୂଜା ଅବସର ଆସିବା ପାଇଁ ଯାଉଛି । ପ୍ରତିବର୍ଷ ଭଳି ଏହି ଚଳିତ ବର୍ଷ ମଧ୍ୟ ସବୁଆଡେ ଧୂମଧାମରେ ଦୂର୍ଗାପୂଜା ଅନୁଷ୍ଠିତ ହେବା ପାଇଁ ଯାଉଛି । ଚଳିତ ବର୍ଷ ଦୂର୍ଗା ପୂଜା ଅବସରରେ 3 ଟି ରାଶିଙ୍କର ଭାଗ୍ୟ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହି ରାଶିରେ ମା’ ଦୂର୍ଗାଙ୍କର ଅସୀମ କୃପା ଦ୍ରୁଷ୍ଟି ପଡିବା ପାଇଁ ଯାଉଛି । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଜାଣିନେବା ।

ତୁଳା ରାଶି;- ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମା’ ଦୂର୍ଗାଙ୍କ କୃପା କାରଣରୁ ପୁରା ହେବ ପାଇଁ ଯାଉଛି । ପରିବାରରେ ଖୁସିର ମାହୋଲ ଆସିବ । ବ୍ୟବସାୟ ତଥା ଚାକିରୀ କ୍ଷେତ୍ରରେ ଲାଭବାନ ହେବେ । କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କର ଆଦରର ପାତ୍ର ହୋଇପାରିବେ। ସାଙ୍ଗ ସାଥିଙ୍କ ସହ ଭେଟ ହୋଇ ଆଗାମୀ ଦିନ ଗୁଡିକ ଆପଣଙ୍କର ମଧୁରମୟ କରିବା ପାଇଁ ଯାଉଛନ୍ତି । ତେବେ ମା’ ଦୂର୍ଗାଙ୍କର ଆଶ୍ରୀବାଦ ନେଇ ନିଜର ସମସ୍ତ କାର୍ଯ୍ୟ ଆରମ୍ଭ କରନ୍ତୁ । ସମସ୍ତ କାର୍ଯ୍ୟରେ ସଫଳତା ପାଇପାରିବେ ।

ବୃଷ ରାଶି;- ଆପଣ ମାନଙ୍କ ଉପରେ ମା’ ଦୂର୍ଗାଙ୍କର ଅସୀମ କୃପା ଦ୍ରୁଷ୍ଟି ଏହି ଚଳିତ ଦୂର୍ଗା ପୂଜା ଠାରୁ ପଡିବା ପାଇଁ ଯାଉଛି । ଆପଣଙ୍କ ଭାଗ୍ୟର ତାଲା ଆଗକୁ ଖୋଲିବା ପାଇଁ ମଧ୍ୟ ଯାଉଛି । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଆଗ୍ରହ ବଢିବ । ଘରକୁ ନୂତନ ଅତିଥିର ସୁଭଆଗମନ ହେବ । ନୂତନ ମିତ୍ର ବନାଇବାର ଯୋଗ ମଧ୍ୟ ରହୁଛି । ଅଚାନକ ଭାବେ ଧନପ୍ରାପ୍ତିର ଯୋଗ ବନୁଅଛି । ଭଗବାନ ଓ ନିଜ କର୍ମ ଉପରେ ଭରଷା ରଖି ପରିଶ୍ରମ କରି ଚାଲନ୍ତୁ । ଆପଣଙ୍କ ପରିଶ୍ରମର ମୂଲ୍ୟ ଖୁବ ଶୀଘ୍ର ମିଳିବା ପାଇଁ ଯାଉଛି । ପ୍ରେମ ସମ୍ପର୍କରେ ମଧୁରତା ଆସିବ ।

କୁମ୍ଭ ରାଶି;- ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଜୀବନସାଥିଙ୍କ ସହ ସମ୍ପର୍କ ବହୁତ ଭଲ ରହିବ । ସନ୍ତାନ ପ୍ରାପ୍ତିର ଯୋଗ ବନିଛି । ରୋଜଗାର କରିବାର ନୂତନ ଅବସର ପ୍ରାପ୍ତ ହେବ । ମା’ ଦୂର୍ଗାଙ୍କର ଆଶ୍ରୀବାଦରୁ ଆପଣଙ୍କ ଭାଗ୍ୟ ଚମକିବା ପାଇଁ ଯାଉଛି । ବହୁ ଦିନରୁ କରିଥିବା ପରିଶ୍ରମର ମୂଲ୍ୟ ଆପଣଙ୍କୁ ବହୁତ ଶୀଘ୍ର ମିଳିବ ପାଇଁ ଅଜୁଛି । ପରିବାର ସହିତ ନୂଆ ଜାଗା ବୁଲିବା ପାଇଁ ମଧ୍ୟ ଯାଇପାରନ୍ତି । କିମ୍ବା କୌଣସି ପ୍ରକାର ଧାର୍ମିକ ଅନୁଷ୍ଠାନ ଘରେ ଅନୁଷ୍ଠିତ ହୋଇପାରେ । ସାମାଜିକ କାର୍ଯ୍ୟରେ ନିଜର ମାନ ନିବେଶ କରିବେ । ବହୁ ଦିନରୁ ଅଧୁରା ରହିଥିବା କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରିବେ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *