Jyotish Shastra- ନିଜ ପାପାଙ୍କର ପରୀ ହୋଇଥାନ୍ତି ଏହି 4 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଆ ମାନେ ନିଜ ପୁଅ ଙ୍କୁ ଟିକେ ଅଧିକ ଭଲ ପାଆନ୍ତି । ସେମିତି ରେ ସମସ୍ତ ବାପା ମାଆ ନିଜ ସନ୍ତାନ କୁ ବହୁତ ଭଲ ପାଆନ୍ତି ଏଵଂ ସମାନ ଦୃଷ୍ଟି ରେ ଦେଖନ୍ତି ।

କିନ୍ତୁ କିଛି ଝିଅ ମାନେ ନିଜ ବାପାଙ୍କର ଅତି ପ୍ରିୟ ହୋଇ ଥାଆନ୍ତି କିମ୍ବା ବାପାଙ୍କ ପରୀ ମଧ୍ୟ ହୋଇ ଥାଆନ୍ତି । ବାପା ତାଙ୍କ ଝିଅ ଙ୍କ ଚେହେରା ରେ କେବେ ଦୁଃଖ କଷ୍ଟ ଦେଖି ପାରିବେ ନାହିଁ । ସେ ସର୍ଵଦା ତାଙ୍କ ଇଛା ଏବଂ ଆଶା କୁ ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି । ସେ ଦୁନିଆ ର ସମସ୍ତ ଖୁସି ନିଜ ଝିଅ କୁ ଦେବା ପାଇଁ ଚାହିଁଥାନ୍ତି । କେମିତି ତାଙ୍କ ଝିଅ ସର୍ଵଦା ଖୁସି ରେ ରହୁ ଏବଂ କୌଣସି ଦୁଃଖ କଷ୍ଟ ତାକୁ ଛୁଇଁ ମଧ୍ୟ ନ ପାରୁ ସେ ସର୍ଵଦା ଚାହିଁ ଥାଆନ୍ତି ।

ଆମ ହିନ୍ଦୁ ଶାସ୍ତ୍ର ରେ ଝିଅ ମାନଙ୍କୁ ଦେବୀ ଏବଂ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି କୁହାଯାଏ । ଝିଅ ଘରକୁ ଆସିଲେ ସ୍ୱୟଂ ମାତାଲକ୍ଷ୍ମୀ ଆସନ୍ତି ବୋଲି ମାନ୍ୟତା ରହିଛି । ହିନ୍ଦୁ ଧର୍ମ ରେ ଘରେ ଝିଅ ମାନଙ୍କୁ ସମ୍ମାନ ଏବଂ ଭଲ ପାଇବା ମିଳି ଥାଏ । ଯେଉଁ ଘରେ ଝିଅ ମାନଙ୍କ ର ଅପମାନ ହୁଏ ସେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ ଏବଂ ଦରିଦ୍ରତା ରହିଥାଏ । ସେହି ଘର ର ସଦସ୍ୟ ଖୁସି ରେ ମଧ୍ୟ ରହି ପାରନ୍ତି ନାହିଁ । କେବଳ ବାପା ହିଁ ନୁହେଁ ବରଂ ଝିଅ ମାନେ ମଧ୍ୟ ନିଜ ବାପାଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ସମ୍ମାନ ଦେଇଥାନ୍ତି ।

ତାଙ୍କ ଛୋଟ ବଡ଼ ଆବଶ୍ୟକତା କୁ ଧ୍ୟାନ ଦେଇଥାନ୍ତି ସର୍ଵଦା ତାଙ୍କୁ ଖୁସିରେ ଦେଖିବାକୁ ଚାହିଁଥାନ୍ତି । କେବେବି ତାଙ୍କ ମନରେ କଷ୍ଟ ଦେବା କଥା ଚିନ୍ତା ମଧ୍ୟ କରନ୍ତି ନାହିଁ । ଏହି ବ୍ୟବହାର ଏଵଂ ଗୁଣ ଯୋଗୁଁ ତାଙ୍କ ବାପା ତାଙ୍କୁ ଅଧିକ ଭଲ ପାଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ ଟି ନାମ ର ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ବାପା ଙ୍କ ପାଇଁ ପରୀ ସଦୃଶ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି ‘A’ । ଏହି ନାମ ର ଝିଅ ମାନେ ନିଜ ବାପାଙ୍କୁ ହିରୋ ବୋଲି ମାନି ଥାଆନ୍ତି । ଏମାନେ ନିଜ ବାପା ଙ୍କୁ ବହୁତ ସମ୍ମାନ ଏବଂ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି । ଏହି ନାମ ର ଝିଅ ମାନଙ୍କୁ ତାଙ୍କ ବାପା ମଧ୍ୟ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କ ଝିଅ କୁ ରାଣୀ ଭଳି ରଖିବାକୁ ଚେଷ୍ଟା କରିଥାନ୍ତି । ତାଙ୍କ ର ସମସ୍ତ ଇଚ୍ଛା କୁ ପୂରଣ କରିଥାନ୍ତି । ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତି ।

୨- ବନ୍ଧୁଗଣ ଦ୍ୱିତୀୟ ଅକ୍ଷରଟି ହେଉଛି ‘S’ । ଏହି ନାମ ର ଝିଅ ମାନେ ନିଜ ବାପାଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ସେମାନେ ସର୍ଵଦା ତାଙ୍କ ବାପା ଙ୍କୁ ଖୁସିରେ ଦେଖିବାକୁ ଚାହିଁଥାନ୍ତି । ଘରେ କେହିବି ତାଙ୍କ ବାପା ଙ୍କ ବିଷୟରେ କିଛି ବି କହିଲେ ସେ ତାଙ୍କ ବିରୋଧୀ ହୋଇ ଯାଇଥାନ୍ତି । ଏମାନଙ୍କ ବାପା ମଧ୍ୟ ନିଜ ଝିଅ ର ସମସ୍ତ କଥା କୁ ଜାଣି ପାରନ୍ତି ଏବଂ ବୁଝି ପାରନ୍ତି । ସେ ନିଜ ଝିଅ କୁ ଖୁସିରେ ରଖିବାକୁ ସମସ୍ତ ପ୍ରକାର ଚେଷ୍ଟା ମଧ୍ୟ କରିଥାନ୍ତି ।

୩- ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି ‘P’ । ଏହି ନାମ ର ଝିଅ ମାନେ ନିଜ ବାପାଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଏବଂ ନିଜ ବାପାଙ୍କୁ ସର୍ଵଦା ଖୁସିରେ ରଖିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି । ଏହି ଝିଅ ମାନଙ୍କ ମାଆ ଯଦି ବି କୌଣସି କାର୍ଯ୍ୟ କରିବା ପାଇଁ ମନା କରି ବି ଦିଅନ୍ତି କିନ୍ତୁ ତାଙ୍କ ବାପା କେବେବି କୌଣସି କାର୍ଯ୍ୟ କରିବା ପାଇଁ ମନା କରନ୍ତି ନାହିଁ । ଏମାନଙ୍କ ଭିତରେ ଏକ ଗଭୀର ସମ୍ପର୍କ ରହିଥାଏ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷର ଟି ହେଉଛି ‘T’ । ଏହି ନାମର ଝିଅ ମାନେ ନିଜ ମାଆ ଙ୍କ ଅପେକ୍ଷା ନିଜ ବାପା ଙ୍କୁ ଅଧିକ ଭଲ ପାଆନ୍ତି । ଏମାନେ ନିଜ ବାପା ଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି । ଏହି ନାମର ଝିଅ କେବେବି ନିଜ ବାପା ଙ୍କ ମନ ରେ କଷ୍ଟ ଦିଅନ୍ତି ନାହିଁ ଏବଂ ସର୍ବଦା ଖୁସି ରେ ରଖନ୍ତି । ଏମାନେ ନିଜ ବାପା ଙ୍କ ସମସ୍ତ କଥା କୁ ମାନିଥାନ୍ତି । ଏହି କାରଣରୁ ଏହି ନାମର ଝିଅ ନିଜ ବାପା ଙ୍କ ପ୍ରିୟ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *