Jyotish Shastra- ଏହି 6 ଟି ରାଶି ଅକ୍ଟୋବର ମାସରେ ହେବେ କୋଟିପତି

ବନ୍ଧୁଗଣ, ଆସୁଥିବା ଅକ୍ଟୋବର ମାସରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଏହି ରାଶିର ଜାତକ ଙ୍କ ଉପରେ ହେବାକୁ ଯାଉଅଛି । କିଛି ବିଶେଷ ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ହେବା କାରଣରୁ ଏମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଅଛି । ଅକ୍ଟୋବର ମାସରେ କେତେକ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଅଛନ୍ତି । ଏଥି ନିମନ୍ତେ ଏହି ଅକ୍ଟୋବର ମାସ ଏହି ୫ଟି ରାଶି ଙ୍କ ନିମନ୍ତେ ଭାଗ୍ୟଶାଳୀ ହେବାକୁ ଯାଉଅଛି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ନାମ କଣ ଅଟେ ?

୧- ମେଷ ରାଶି;- ଅକ୍ଟୋବର ମାସରେ ଧନ ସମ୍ବନ୍ଧିତ କୌଣସି କାର୍ଯ୍ୟ ସଫଳ ହେବାକୁ ଯାଉଅଛି । ଜମି ସମ୍ବନ୍ଧିତ ମାମଲାରୁ ମୁକ୍ତି ପାଇବେ । ଅନ୍ୟ କ୍ଷେତ୍ର ରୁ ଆୟ ବଢିବ । ଆପଣଙ୍କୁ ଏହି ସମୟ ଲାଭ ଦାୟକ ସାବ୍ୟସ୍ଥ ହେବ । ଆପଣ ଏହି ଅକ୍ଟୋବର ମାସରେ ମାଲାମାଲ ବନିବାକୁ ଯାଉଛନ୍ତି ।

୨- କର୍କଟ ରାଶି;- ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ଧନରୁ ମାଲାମାଲ ହେବା ଠାରୁ କେହି ଅଟକାଇ ରଖି ପାରିବେ ନାହିଁ । ମାତା ଲକ୍ଷ୍ମୀ ଙ୍କ ପାଦ ଆପଣଙ୍କ ଘରେ ପଡିବାକୁ ଯାଉଅଛି । ଏହା ଫଳରେ ଆପଣଙ୍କ ଭାଗ୍ୟ ବହୁତ ତେଜ ରେ ଚମକିବାକୁ ଯାଉଅଛି । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ ।

୩- କନ୍ୟା ରାଶି;- ଏହି ରାଶିର ଲୋକ ମାନକୁ ଧନ ସମ୍ବନ୍ଧିତ କୌଣସି ସମସ୍ୟା ସମାଧାନ ହେବାର ନଜର ଆସିବାକୁ ଯାଉଅଛି । ସେହିଭଳି ଅକ୍ଟୋବର ମାସରେ ଧନରଦେବୀ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଅଛି । ଏହା ଫଳରେ ଯେଉଁ ମାନଙ୍କ ବିବାହ ହୋଇନାହିଁ ସେମାନଙ୍କ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଅଛି । ଆପଣ ଧର୍ମ କର୍ମ ର କାର୍ଯ୍ୟ କରୁଥିବା ନଜର ଆସିବାକୁ ଯାଉଛନ୍ତି ।

୪- ଧନୁ ରାଶି;- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଅକ୍ଟୋବର ମାସରେ ଧନ ସମ୍ବନ୍ଧିତ ମାମଲା ସମାଧାନ ହେବାକୁ ଯାଉଅଛି । ଏହା ସହିତ ଆପଣଙ୍କ ଉଦ୍ଧାର ଦିଆଯାଇଥିବା ଟଙ୍କା ଫେରସ୍ଥ ଆସିବାକୁ ଯାଉଅଛି । ଆପଣ ଯଦି ନିଜ ବନ୍ଧୁ ସହିତ ମିଶି କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସେଥିରୁ ଲାଭ ମିଳିବାକୁ ଯାଉଅଛି । ଏହା ସହିତ ଭାଗ୍ୟ ତଥା କିସ୍ମତ ତ ସାଥ ଆପଣଙ୍କୁ ମିଳିବାକୁ ଯାଉଅଛି । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ ।

୫- ବୃଷ ରାଶି;- ଏହି ଅକ୍ଟୋବର ମାସ ଆପଣଙ୍କ ନିମନ୍ତେ ବହୁତ ଭାଗ୍ୟଶାଳୀ ରହିବାକୁ ଯାଉଅଛି । ମାତା ଭଗବତୀଙ୍କ ପାଦ ଆପଣଙ୍କ ଘରେ ପଡିବାକୁ ଯାଉଅଛି । ଅକ୍ଟୋବର ମାସରେ ଆପଣଙ୍କୁ କରୋଡ଼ପତି ହେବାର ଅନେକ ଅବସର ମିଳିବାକୁ ଯାଉଅଛି । ପ୍ରେମ ଜୀବନ ଆପଣଙ୍କର ସଫଳ ରହିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *