Jyotish Shastra- ନଭେମ୍ବର ମାସର ୬ ଟି ଭାଗ୍ୟଶାଳୀ ରାଶି ! ଜୀବନରେ ଆସିବ ବହୁତ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଶି ମାନଙ୍କର ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ ମହତ୍ଵ ରହିଛି । ଏହି ରାଶିରେ ଥିବା ଗୋଚର ମାନଙ୍କର ସ୍ଥିତିର ପରିବର୍ତ୍ତନ ସିଧାସଳଖ ସେହି ରାଶିର ବ୍ୟକ୍ତିବିଶେଷ ଉପରେ ପଡିଥାଏ । ଆସନ୍ତା ମାସ ନଭେମ୍ବର ମାସର ୬ ଟି ରାଶିଫଳ ଆଜି ଆପଣ ମାନେ ଜାଣିବାକୁ ପାଇବେ । ଏହି ରାଶି ମାନଙ୍କର ସଂପୂର୍ଣ୍ଣ ନଭେମ୍ବର ମାସରେ ଶୁଭଫଳ ରହିଅଛି ।

ତୁଳା ରାଶି ;- ଏହି ରାଶିର ଲୋକ ମାନଙ୍କର ଜୀବନରେ ଅପାର ଖୁସି ନଭେମ୍ବର ମାସ ନେଇ କରି ଆସୁଅଛି । ଏହି ରାଶିର ଲୋକ ମାନେ ଜୀବନରେ କିଛି ଭଲ କରି ଦେଖାଇବାର ସମୟ ଆସିଯାଇଛି । ତୁଳା ରାଶିର ଯେଉଁ ମାନେ ରୋଜଗାରହୀନ ହୋଇ କରି ରହିଥିଲେ । ସେମାନେ ରୋଜଗାର କ୍ଷମ ହୋଇପାରିବେ । ମନ ଜାଣି ଫଳ ମିଳିବା ପାଇଁ ଯାଉଛି । ଧନ ବଢିବା ସହ ଘରେ ଖୁସି ମଧ୍ୟ ବୃଦ୍ଧି ପାଇବ ।

ବୃଷ ରାଶି ;- ଏହି ରାଶିର ଲୋକ ମାନଙ୍କର ନଭେମ୍ବର ମାସରେ ଯାତ୍ରା ଲାଭଦାୟକ ରହିବ । ଏହି ମାସରେ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅଧିକ ମାତ୍ରାରେ ସଫଳତା ପାଇବେ । ଚାକିରି କରୁଥିବା ବ୍ୟକ୍ତିବିଶେଷ ମାନେ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇବେ । ଜୀବନର ଅସୁବିଧା ଦୂର ହୋଇବ । ଏହି ରାଶିର ପ୍ରେମୀ ଯୁଗଳ ମାନେ ପ୍ରେମ କ୍ଷେତ୍ରରେ ଅଧିକ ସିରିଏସ ହୋଇବେ । ପରିବାରରେ ଶାନ୍ତି ରହିବ ।

ସିଂହ ରାଶି ;- ଏହି ରାଶିର ଲୋକ ମାନଙ୍କ ଉପରେ ମା ଅର୍ଣ୍ଣପୂର୍ଣ୍ଣାଙ୍କ କରୁଣା ରହିଛି । ଆପଣଙ୍କ ଏହି ନଭେମ୍ବର ମାସରେ ଆର୍ଥିକ ସଙ୍କଟ ଦୂର ହେବା ପାଇଁ ଯାଉଛି । ଆପଣଙ୍କ ପରିଶ୍ରମ ଫଳ ଆସନ୍ତା ସମୟ ମଧ୍ୟରେ ମିଳିବା ପାଇଁ ଯାଉଛି । ଆପଣ ଜଣେ ସଫଳ ବ୍ୟକ୍ତିତ୍ବରେ ନିଜର ପରିଚୟ ସୃଷ୍ଟି କରିବେ । ଆପଣଙ୍କର ଭାଗ୍ୟର ସହାୟତା କାରଣରୁ ଆପଣ ମାନେ କୌଣସି ମହତ୍ଵପୂର୍ଣ୍ଣ ନିସ୍ପତି ନେବାର ସକ୍ଷମ ହୋଇପାରିବେ ।

କନ୍ୟା ରାଶି ;- ଏହି ରାଶିର ଲୋକଙ୍କର ଆର୍ଥିକ କ୍ଷେତ୍ର ବହୁତ ଭଲ ଏହି ନଭେମ୍ବର ମାସରେ ରହିବା ପାଇଁ ଯାଉଛି । ଯେଉଁ କାରଣରୁ ମନ କରିଥିବା କାର୍ଯ୍ୟକୁ ସାକାର କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ଭଲ ପଦର୍ଶନ କରିବେ । ସମାଜର ମନ ସମ୍ମାନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ହାସଲ କରିବେ । ସନ୍ତାନ ପ୍ରାପ୍ତି ଶୁଭ ସମାଚାର ମିଳିପାରେ ।

ମେଷ ରାଶି ;- ଏହି ଶୁଭ ରାଶି ମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପା ବଣୁଅଛି । ଯେଉଁ କାରଣରୁ ଆଗାମୀ ଦିନ ଗୁଡିକ ଆପଣଙ୍କ ପାଇଁ ଶୁଭମୟ ରହିବା ପାଇଁ ଯାଉଛି । ଦିନ ମଜୁରୀଆ ଓ ଶାରୀରିକ ପରିଶ୍ରମ କରୁଥିବା ଲୋକ ମାନଙ୍କ ଅଧିକ ମାତ୍ରାରେ ଧନ ପ୍ରାପ୍ତି ହୋଇବ । ନଭେମ୍ବର ମାସରେ ଆପଣଙ୍କ ମନ ପ୍ରଫୁଲିତ ରହିବ ।

କୁମ୍ଭ ରାଶି ;- ଏହି ରାଶିର ଲୋକଙ୍କର ବ୍ୟବସାୟରେ ଅଧିକ ମାତ୍ରାରେ ଉନ୍ନତି ଘଟିବ । ଯେଉଁ କାରଣରୁ ଆପଣଙ୍କ ଶତ୍ରୁ ମାନେ ଅଧିକ ସକ୍ରିୟ ହୋଇଯିବେ । ଭୟ କରିବା କିଛି ନାହିଁ କାରଣ ସେମାନେ ତାଙ୍କ ଚେଷ୍ଟାରେ ସଫଳ ହୋଇବେ । କାର୍ଯ୍ୟ ପାଇଁ ପରିବାର ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନଙ୍କର ପାଠ ପ୍ରତି ଆଗ୍ରହ ବଢିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *