ନିଜର ସୁନ୍ଦରତା ପାଇଁ ବଲିଉଡରେ ପପୁଲାର ଥିଲେ ଏହି ହିରୋଇନ, ସବୁ ହିରୋ କରିବାକୁ ଚାହୁଁଥିଲେ ବିବାହ, କିନ୍ତୁ…

ବଲିଉଡ ଜଗତରେ ବହୁତ ଅଭିନେତ୍ରୀ ମାନେ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ହେମା ମାଳିନୀ ଜଣେ ସବୁଠାରୁ ଅଧିକ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ହେମା ମାଳିନୀ ଏହି ବୟସରେ ମଧ୍ୟ ନିଜର ସୁନ୍ଦରତା ଦ୍ଵାରା ନୂଆ ନୂଆ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦେଉଛନ୍ତି । ହେମା ମାଳିନୀ ବଲିଉଡରେ ବହୁତ ଫିଲ୍ମରେ କାମ କରିଛନ୍ତି ।

ସେ ୨୦୧୪ ମସିହାରେ ଉତ୍ତରପ୍ରଦେଶର ଆସନ ପାଇଁ ଇଲେକ୍ସନ ଲଢିଥିଲେ ।ଏହି ସମୟରେ ସେ ନିଜ ସମ୍ପତ୍ତିର ମଧ୍ୟ ସବିଶେଷ ତଥ୍ୟ ଦେଇଥିଲେ । ସବିଶେଷ ତଥ୍ୟ ଅନୁସାରେ ହେମା ମାଳିନୀଙ୍କ ପାଖରେ ୨ କୋଟି ସମ୍ପତ୍ତି, ୫୭ କୋଟିର ବଙ୍ଗଳା ଏବଂ ଗୋଟିଏ ୩୮ ଲକ୍ଷର କାର ଅଛି ।

ଯଦି ସମୁଦାୟ ସପତ୍ତି ବିଷୟରେ କଥା ହେବା ତାହେଲେ ହେମା ମାଳିନୀଙ୍କ ପାଖରେ ୧୯୩ କୋଟିର ସମ୍ପତ୍ତି ଅଛି ଏବଂ ହେମା ମାଳିନୀ ଆଜିକା ସମୟରେ ମଥୁରାର ବିଧାୟକ ଅଟନ୍ତି ।ହେମା ମାଳିନୀ ବଲିଉଡ ଜଗତର ଜଣେ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ତାଙ୍କର ବୟସ ବଢିବା ପରେ ମଧ୍ୟ ସେ ଆଜିକା ସମୟରେ ବହୁତ ସୁନ୍ଦର ଅଟନ୍ତି ।

ସେ ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଅଭିନୟ ମଧ୍ୟ ଲୋକ ମାନଙ୍କୁ ବହୁତ ଭଲ ଲାଗିଛି । ସେ ଲୋକ ମାନଙ୍କ ମନରେ ଆଜି ମଧ୍ୟ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ । ତାଙ୍କର ଅନେକ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ବଲିଉଡ ଜଗତରେ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବଲିଉଡର ଅନେକ ଅଭିନେତା ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଚାହିଁଛନ୍ତି ।

କିନ୍ତୁ ହେମା ମାଳିନୀ ଚାରି ଜଣ ପିଲାଙ୍କ ବାପା ଧ୍ରମେନ୍ଦ୍ରଙ୍କୁ ବିବାହ କରିଥିଲେ । ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ୧୯୭୦ ମସିହାରେ ସାଙ୍ଗ ହୋଇ ଫିଲ୍ମ ‘ତୁମ ହସୀନ ମେ ଜବାନ’ କରିଥିଲେ ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ନିକଟତା ବହୁତ ଦୂର ପର୍ଯ୍ଯନ୍ତ ବଢି ଯାଇଥିଲା । ୧୯୮୦ ମସିହାରେ ଉଭୟ ବିବାହ କରିଥିଲେ । ହେମା ମାଳିନୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିଛି । ବର୍ତ୍ତମାନ ହେମା ମାଳିନୀ ଉତ୍ତରପ୍ରଦେଶର ମଥୁରାର ବିଧାୟକ ଅଟନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *