Vastu Shastra- ନିଜ ଘରେ ଲଗାନ୍ତୁ ଏହି 3ଟି ଫଟୋ, ତା’ ପରେ ଦେଖନ୍ତୁ ଚମତ୍କାର, ସଂସାରର ସବୁ ସୁଖ ମିଳିବ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ଏହା ସହିତ ଆମ ଘର ମଧ୍ୟରେ ଥିବା କିଛି ନକରାତ୍ମକ ଶକ୍ତି ଥିବା କାରଣରୁ କେତେକ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ ।

ଯାହାଫଳରେ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥାଏ ଓ ଘର ମଧ୍ୟରେ କିଛି ନା କିଛି ଅଶୁଭ ଘଟିଥାଏ । କିନ୍ତୁ ବନ୍ଧୁଗଣ ମଣିଷ ଚାହିଁଲେ ଏହି ସବୁ ବାସ୍ତୁଦୋଷକୁ ନିଜେ ସୁଧାରୀ ପାରିବ । ଯାହାକି ଶାସ୍ତ୍ରରେ କୁହାଯାଇଛି ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ କିଛି କର୍ମ ରହିଛି ।

ଯଦି ମଣିଷ ସେହି କାର୍ଯ୍ୟ ଗୁଡିକ କରିପାରିବ ତା ହେଲେ ଘରର ବାସ୍ତୋଦୋଷ ଦୂର ହେବା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢିବ । ଏହି କାର୍ଯ୍ୟ କରିବା ଦ୍ଵାରା ଆମ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆମର ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଫଟୋ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ନିଜ ଘରର କିଛି ମୁଖ୍ୟ ସ୍ଥାନରେ ଲଗାଇବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁଦୋଷ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଫଟୋ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଭଗବାନ ଗଣେଶଙ୍କର ଫଟୋ । ଯଦି ଆପଣ ନିଜ ଘରର ମୁଖ୍ୟଦ୍ଵାରର କବାଟରେ ପ୍ରଭୁ ଗଣେଶଙ୍କର ଫଟୋ ଲଗାନ୍ତୁ । ବନ୍ଧୁଗଣ ଯେତେବେଳେ ଆପଣ ନିଜ ଘରୁ କୌଣସି ସ୍ଥାନକୁ ବାହାରକୁ ଯିବେ ସେତେବେଳେ ସେହି ଗଣେଶ ଭଗବାନଙ୍କ ଫଟୋକୁ ଦର୍ଶନ କରି ଯାନ୍ତୁ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବା ସହିତ ଆପଣ ନିଜ ଜୀବନରେ ବହୁତ ଉନ୍ନତି କରିବେ । ଏହା ବ୍ଯତୀତ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯିବ ।

୨. ଯଦି ବନ୍ଧୁଗଣ ଆପଣ ନିଜ ଘରର ମୁଖ୍ୟଦ୍ଵାରର ଭିତର କବାଟରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇବେ ତା ହେଲେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁଦୋଷ ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ମଙ୍ଗଳ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ । ଏହା ବ୍ଯତୀତ ବନ୍ଧୁଗଣ ଆପଣ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ ।

୩. ବନ୍ଧୁଗଣ ଆପଣ ନିଜ ଘରର ହଲରେ ଦୁଇଟି ମାଛ ଥିବା ଏକ ଫଟୋ ଲଗାନ୍ତୁ କିମ୍ବା ଆପଣ ଚାହିଁଲେ ଗୋଟିଏ ମାଛର ଫଟୋ ମଧ୍ୟ ଲଗାଇ ପାରିବେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁଦୋଷ ଦୂର ହୋଇଯିବ ଓ ଆପଣଙ୍କ ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ । ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଓ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳ ହେବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *